ଅଧିନାୟକ ପଦ ଛାଡ଼ିଲେ ଜୋ ରୁଟ୍‌

ଲଣ୍ଡନ: ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ହାରିବା ପରେ ବିବାଦରେ ଥିବା ଇଂଲିଶ ଟିମ୍‌ର ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ବଡ଼ ପଦକ୍ଷେପ ନେଇଛନ୍ତି। ସମାଲୋଚନା ଓ ବିବାଦ ମଧ୍ୟରେ ସେ ଆଜି ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଇସିବି ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସରେ ସିରିଜରେ ଇଂଲଣ୍ଡ ୦-୪ରେ ହାରିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ୍‌ରେ ମଧ୍ୟ ଜୋ […]

root

root

Hemant Lenka
  • Published: Friday, 15 April 2022
  • Updated: 15 April 2022, 03:06 PM IST

Sports

Latest News

ଲଣ୍ଡନ: ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ହାରିବା ପରେ ବିବାଦରେ ଥିବା ଇଂଲିଶ ଟିମ୍‌ର ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ବଡ଼ ପଦକ୍ଷେପ ନେଇଛନ୍ତି। ସମାଲୋଚନା ଓ ବିବାଦ ମଧ୍ୟରେ ସେ ଆଜି ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଇସିବି ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି।

ଅଷ୍ଟ୍ରେଲିଆ ବିପକ୍ଷ ଆଶେସରେ ସିରିଜରେ ଇଂଲଣ୍ଡ ୦-୪ରେ ହାରିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ୍‌ରେ ମଧ୍ୟ ଜୋ ରୁଟଙ୍କ ଇଂଲଣ୍ଡ ୦-୧ରେ ପରାସ୍ତ ହୋଇଥିଲା। କ୍ରମାଗତ ଦୁଇଟି ସିରିଜ୍‌ ହାରିବା ପରେ ଜୋ ରୁଟଙ୍କ କ୍ୟାପ୍ଟେନ୍ସିକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ସେ ଅଧିନାୟକ ପଦ ଛାଡ଼ିଥିବା କୁହାଯାଉଛି।

ଇଂଲଣ୍ଡର ସବୁଠାରୁ ସଫଳ ଅଧିନାୟକ ଥିଲେ ରୁଟ। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୨୭ଟି ଟେଷ୍ଟ ମ୍ୟାଚ୍‌ ଜିତିଛି। ଏପରି କୀର୍ତ୍ତିମାନ ସ୍ଥାପନ କରି ସେ ମାଇକେଲ ଭନ, ଆଲିଷ୍ଟର କୁକ ଓ ଆଣ୍ଡ୍ର୍ୟୁ ଷ୍ଟ୍ରସଙ୍କୁ ପଛରେ ପକାଇ ଦେଇଥିଲେ।

ରୁଟ କହିଛନ୍ତି, “କାରେବିୟାନ ଟୁରରୁ ଫେରିବା ପରେ ଓ ବହୁତ କିଛି ଭାବିବା ପରେ ମୁଁ ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏପରି ନିଷ୍ପତ୍ତି ନେବା ବେଶ ଚ୍ୟାଲେଞ୍ଜିଂ ଥିଲା। କିନ୍ତୁ ମୋ ପରିବାର ଓ ମୋର ଘନିଷ୍ଠ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ପଦ ଛାଡ଼ିବା ପାଇଁ ଏହା ହିଁ ଉପଯୁକ୍ତ ସମୟ ବୋଲି ହୃଦବୋଧ କରିଛି। ମୋ ଦେଶର ନେତୃତ୍ୱ ନେବାର ସୁଯୋଗ ନେବାରୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଗର୍ବ ଅନୁଭବ କରିଛି। ଏଥିପାଇଁ ଇସିବି ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ଆଲିଷ୍ଟର କୁକଙ୍କ ଉତ୍ତରାଧିକାରୀ ଭାବେ ୨୦୧୭ରେ ରୁଟ୍‌ ଇଂଲଣ୍ଡ ଟେଷ୍ଟ ଟିମ୍‌ ନେତୃତ୍ୱ ଦାୟିତ୍ୱ ପାଇଥିଲେ। ଏହାପରେ ୨୦୦୧ରୁ କୌଣସି ଇଂଲିଶ କ୍ୟାପ୍ଟେନ ଯାହା କରି ପାରି ନଥିଲେ, ସେକାମ ୨୦୧୮ରେ ରୁଟ କରି ଦେଖାଇଥିଲା। ସେ ୨୦୦୧ ପରେ ପ୍ରଥମ ଇଂଲିଶ କ୍ୟାପ୍ଟେନ ଭାବେ ଶ୍ରୀଲଙ୍କାରେ ଟେଷ୍ଟ ସିରିଜ(୨-୦)ରେ ଜିତିଥିଲେ। ରୁଟ ଇଂଲଣ୍ଡର ଦ୍ୱିତୀୟ ସର୍ବାଧିକ ଟେଷ୍ଟ ରନ୍‌ ସ୍କୋର। ତାଙ୍କ ଉପରେ କେବଳ କୁକ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story