ଏହି ୨୩ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ ବିଶ୍ୱକପ ସ୍କ୍ୱାଡରେ ରହିବେ!

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ। ଏହାପୂର୍ବରୁ ଭାରତୀୟ ଟିମ ଘରୋଇ ମାଟିରେ ଏକାଧିକ ଦିନିକିଆ ସିରିଜ୍‌ ଖେଳିବ। ବିଶ୍ୱକପ ଆଗକୁ ଥିବାରୁ ଏହି ଦିନିକିଆ ସିରିଜ୍‌ରେ ବିସିସିଆଇ ସମ୍ଭାବ୍ୟ ଖେଳାଳିଙ୍କ ଦକ୍ଷତା ମାପିବା ମୁଡରେ ରହିଛି। ଏଥିପାଇଁ ୨୩ ଜଣିଆ ଖେଳାଳି ତାଲିକା ପ୍ରସ୍ତୁତ କରାଯାଇଛି। ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ମୋଟ ୧୫ଟି ଦିନିକିଆ ସହ ଏସିଆ କପ ଖେଳିବ। ଏହି ମ୍ୟାଚ୍‌ ଗୁଡ଼ିକ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ୧୫ […]

Hardik

Hardik

Hemant Lenka
  • Published: Monday, 09 January 2023
  • Updated: 09 January 2023, 05:15 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ। ଏହାପୂର୍ବରୁ ଭାରତୀୟ ଟିମ ଘରୋଇ ମାଟିରେ ଏକାଧିକ ଦିନିକିଆ ସିରିଜ୍‌ ଖେଳିବ। ବିଶ୍ୱକପ ଆଗକୁ ଥିବାରୁ ଏହି ଦିନିକିଆ ସିରିଜ୍‌ରେ ବିସିସିଆଇ ସମ୍ଭାବ୍ୟ ଖେଳାଳିଙ୍କ ଦକ୍ଷତା ମାପିବା ମୁଡରେ ରହିଛି। ଏଥିପାଇଁ ୨୩ ଜଣିଆ ଖେଳାଳି ତାଲିକା ପ୍ରସ୍ତୁତ କରାଯାଇଛି। ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ମୋଟ ୧୫ଟି ଦିନିକିଆ ସହ ଏସିଆ କପ ଖେଳିବ। ଏହି ମ୍ୟାଚ୍‌ ଗୁଡ଼ିକ ଖେଳିବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ବିଶ୍ୱକପ ସ୍କ୍ୱାଡରେ ବିସିସିଆଇ ସ୍ଥାନ ଦେବ।

ଏହି ୨୩ ଜଣିଆ ତାଲିକାରେ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ରହିଛନ୍ତି। ସେହିପରି ନିକଟରେ ସଡ଼କ ଦୁର୍ଘଟଣାର ସାମ୍ନା କରିଥିବା ଋଷଭ ପନ୍ତ ମଧ୍ୟ ସମ୍ଭାବ୍ୟ ବିଶ୍ୱକପ ସ୍କ୍ୱାଡରେ ରହିଛନ୍ତି। ଶିଖର ଧୱନଙ୍କୁ କିନ୍ତୁ ବିସିସିଆଇ ତା’ର ୨୩ ଜଣିଆ ତାଲିକାରେ ରଖିନାହିଁ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୁକ୍ତ ବ୍ୟାକ୍‌ ମଧ୍ୟ ବିସିସିଆଇକୁ ମିଳି ନାହାନ୍ତି। ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ବିସିସିଆଇ କିଛି ମାତ୍ରାରେ ବିଶ୍ୱାସ ରଖିଛି।

ସମ୍ଭାବ୍ୟ ତାଲିକା

ଟପ୍‌ ଅର୍ଡର ବ୍ୟାଟର: ରୋହିତ ଶର୍ମା, ଈଶାନ କିଶନ, ଶୁବମନ ଗିଲ ଓ ବିରାଟ କୋହଲି।

ମଧ୍ୟକ୍ରମ ବ୍ୟାଟର: କେଏଲ ରାହୁଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ ଓ ଦୀପକ ହୁଡ୍ଡା।

ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର।

ସ୍ପିନର: ୟୁଜବେନ୍ଦର ଚହଲ ଓ କୁଲଦୀପ ଯାଦବ।

ଦ୍ରୁତ ବୋଲର: ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ମହମ୍ମଦ ଶାମି, ଉମ୍ରାନ ମଲିକ ଓ ଦୀପକ ଚହର।

ସମ୍ଭାବ୍ୟ ବିଶ୍ୱକପ ସ୍କ୍ୱାଡରେ ଭୁବନେଶ୍ୱର କୁମାରଙ୍କ ନାଁ ନାହିଁ। ସେହିପରି ଈଶାନ କିଶନ ଇନିଂସ ଆରମ୍ଭ କରୁଥିବାରୁ ଧୱନଙ୍କୁ ମଧ୍ୟ ବାଦ ଦିଆଯାଇଛି। ଏହି ୨୩ ଖେଳାଳିଙ୍କୁ ବିଭିନ୍ନ ଦିନିକିଆ ସିରିଜ୍‌ ଓ ଏସିଆ କପରେ ଦେଖିବାକୁ ମିଳିବ। ଏହାପରେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story