'କରୋନା ଆକ୍ରାନ୍ତ ଥିବା ବେଳେ ଲୋକେ କହିଥିଲେ ମରି ଯାଅ'

ନୂଆଦିଲ୍ଲୀ: ଜାରି ରହିଛି ସେକେଣ୍ଡ ଫେଜ୍‌ ଟି-୨୦ ଆଇପିଏଲ୍‌ ମ୍ୟାଚ୍‌। ଟାଇଟଲ ହାତେଇବା ପାଇଁ ଚାଲିଛି ସବୁ ଟିମ୍‌ ମଧ୍ୟରେ ଘମାଘୋଟ ଲେଢ଼ଇ। ତେବେ ମେ’ ମାସରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲ୍‌ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। କୋଲକାତା ନାଇଟ୍‌ ରାଇଡର୍ସର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ବାୟୋ ବବଲରେ ରହିବା ସତ୍ତ୍ୱେ ମଧ୍ୟ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଜଣଙ୍କ ପରେ ଜଣେ କ୍ରିକେଟ ଖେଳାଳି କରୋନାରେ […]

Varun chakravarthy

Varun chakravarthy

Madhupriya Mistry
  • Published: Tuesday, 12 October 2021
  • Updated: 12 October 2021, 04:25 PM IST

Sports

Latest News

ନୂଆଦିଲ୍ଲୀ: ଜାରି ରହିଛି ସେକେଣ୍ଡ ଫେଜ୍‌ ଟି-୨୦ ଆଇପିଏଲ୍‌ ମ୍ୟାଚ୍‌। ଟାଇଟଲ ହାତେଇବା ପାଇଁ ଚାଲିଛି ସବୁ ଟିମ୍‌ ମଧ୍ୟରେ ଘମାଘୋଟ ଲେଢ଼ଇ। ତେବେ ମେ' ମାସରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲ୍‌ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। କୋଲକାତା ନାଇଟ୍‌ ରାଇଡର୍ସର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ବାୟୋ ବବଲରେ ରହିବା ସତ୍ତ୍ୱେ ମଧ୍ୟ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଜଣଙ୍କ ପରେ ଜଣେ କ୍ରିକେଟ ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ବରୁଣ କରୋନା ସଂକ୍ରମିତ ଥିବା ବେଳେ ତାଙ୍କୁ ଅନେକ ନିନ୍ଦା ଶୁଣିବାକୁ ମିଳିଛି। ଯାହାର ଖୁଲାସା ସେ ଏବେ କରିଛନ୍ତି।

କରୋନାରେ ଆକ୍ରନ୍ତ ଥିବା ବେଳେ ସୋଶାଲ ମିଡିଆରେ ଲୋକେ ଏହି କେକେଆର୍‌ର ମିଷ୍ଟ୍ରି ସ୍ପିନରଙ୍କୁ ନିନ୍ଦା କରିବା ସହ ଅପଶବ୍ଦ କହିଥିଲେ। ଏପରିକି କିଛି ଲୋକେ ତାଙ୍କୁ ମରି ଯିବା ପାଇଁ ମଧ୍ୟ ଲେଖିଥିଲେ।

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ, ବରୁଣ କରୋନା ସମ୍ବନ୍ଧରେ ନିଜ ଅଭିଜ୍ଞତା ବାଣ୍ଟିଥିଲେ ଏବଂ ସେ କିପରି ଏହାର ସମ୍ମୁଖୀନ ହୋଇଥିଲେ ସେ ବିଷୟରେ କହିଥିଲେ।

ଭିଡିଓରେ, ବରୁଣ ସ୍ପଷ୍ଟ କରିଛନ୍ତି ଯେ ଡାକ୍ତର ଶ୍ରୀକାନ୍ତ ତାଙ୍କୁ କରୋନା ବିଷୟରେ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ସେ ଭାଙ୍ଗି ପଡିଥିଲେ। ଏଥିସହ ସୋଶାଲ ମିଡିଆରେ ତାଙ୍କୁ ଅନେକ ନିନ୍ଦା ମଧ୍ୟ ଶୁଣିବାକୁ ପଡିଥିଲା, ଯାହା ତାଙ୍କୁ ଚିନ୍ତିତ କରିଦେଇଥିଲା।

ଭିଡିଓ ପୋଷ୍ଟ କରି କେକେଆର ଟିମ୍‌ ଲେଖିଛି, 'ଏହି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୟାଳୁ ହୁଅନ୍ତୁ। ସୋଶାଲ ମିଡିଆ ଟ୍ରୋଲିଂ ଠାରୁ ଦୂରରେ ରହିବାକୁ ପ୍ରତିଜ୍ଞା କରନ୍ତୁ। କାରଣ ଏହା ହୁଏତ କେତେ କ୍ଷତି ଘଟାଇଥାଏ ଆପଣ ଜାଣି ନଥିବେ। କୋଲକାତା ନାଇଟ୍ ରାଇଡର୍ସ ପୋଷ୍ଟ କରିଥିବା ଭିଡିଓରେ ବରୁଣ ଚକ୍ରବର୍ତ୍ତୀ, ଦୀନେଶ କାର୍ତ୍ତିକ ଏବଂ ଅଭିଷେକ ନାୟାର ଏ ବିଷୟରେ ଆଲୋଚନା କରିଛନ୍ତି।

ଅଭିଷେକ ନାୟର କହିଛନ୍ତି, ଅତ୍ୟନ୍ତ ଗମ୍ଭୀର ଏବଂ ଜୀବନକୁ ବହୁତ ଗମ୍ଭୀରତାର ସହ ନେଇଥାଏ। ସେଠାରେ ସହାନୁଭୂତି ପ୍ରକାଶ କରିବାର ଆବଶ୍ୟକତା ଥିଲା। ସେ କରୋନାରେ ଆକ୍ରାନ୍ତ ହେବା ଖବରକୁ ବେଶ୍‌ ଭୁଲ୍ ଭାବରେ ନିଆଯାଇଥିଲା।

କେକେଆରର ପୂର୍ବତନ ଅଧିନାୟକ ତଥା ବରୁଣ ଚକ୍ରବର୍ତ୍ତୀଙ୍କ ତାମିଲନାଡୁର ସାଥୀ ଦୀନେଶ କାର୍ତ୍ତିକ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ। ସେ କହିଛନ୍ତି ଯେ 'ସୋସିଆଲ ମିଡିଆରେ କିଛି କହିବା ପୂର୍ବରୁ ଚିନ୍ତା କରିବା ଉଚିତ୍। ମୁଁ ଭାବୁଛି ସୋସିଆଲ ମିଡିଆ ଏକ ଉଦାରବାଦୀ ସ୍ଥାନ ହେବା ଆବଶ୍ୟକ। ମୁଁ ଭାବୁଛି ଲୋକମାନେ ସେମାନଙ୍କର ଶବ୍ଦର ପ୍ରଭାବ ଜାଣନ୍ତି ନାହିଁ। ଏହା ଏକ ମେମ୍ ହେଉ କିମ୍ବା ଭିଡିଓ ହେଉ ଅବା ଆଉ କିଛି। ୟୁଜର୍ସଙ୍କ ମନରେ ଯାହା ଆସେ ତାହା ସେମାନେ ଲେଖନ୍ତି। ଚିନ୍ତା କରନ୍ତି ନାହିଁ ଯେ, ଯିଏ ଏହାକୁ ପଢ଼ିବ, ତାହା ଉପରେ କ'ଣ ପ୍ରଭାବ ପଡିବ।'

https://twitter.com/KKRiders/status/1447110922351251461?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story