ମୁଁ ସବୁ ଦିନ ପାଇଁ ଖେଳିବିନି: ଚର୍ଚ୍ଚାରେ ବିରାଟ କୋହଲିଙ୍କ ବୟାନ

ଗୌହାଟୀ: ଚର୍ଚ୍ଚାରେ ବିରାଟ କୋହଲି ଦେଇଥିବା ବୟାନ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଶତକ ହାସଲ କରିଥିବା ଟିମ ଇଣ୍ଡିଆର ବିରାଟ କୋହଲିଙ୍କ ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ୧୧୩ ରନର ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ବିରାଟ କୋହଲିଙ୍କୁ ମଙ୍ଗଳବାର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା। ତେବେ ପୁରସ୍କାର ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ‘ସବୁଦିନ ପାଇଁ ମୁଁ ଖେଳିବାକୁ ଯାଉନି।” ତାଙ୍କର ଏହି ବୟାନକୁ ନେଇ […]

Virat

Virat

Hemant Lenka
  • Published: Wednesday, 11 January 2023
  • Updated: 11 January 2023, 08:32 AM IST

Sports

Latest News

ଗୌହାଟୀ: ଚର୍ଚ୍ଚାରେ ବିରାଟ କୋହଲି ଦେଇଥିବା ବୟାନ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଶତକ ହାସଲ କରିଥିବା ଟିମ ଇଣ୍ଡିଆର ବିରାଟ କୋହଲିଙ୍କ ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ୧୧୩ ରନର ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ବିରାଟ କୋହଲିଙ୍କୁ ମଙ୍ଗଳବାର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା। ତେବେ ପୁରସ୍କାର ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ‘ସବୁଦିନ ପାଇଁ ମୁଁ ଖେଳିବାକୁ ଯାଉନି।” ତାଙ୍କର ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୧୪ ବର୍ଷ ତଳେ ଅର୍ଥାତ ୨୦୦୮ରେ ବିରାଟ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଧୀରେଧୀରେ ସେ ନିଜର ଦକ୍ଷତା ବଳରେ କ୍ରିକେଟର ସୁପରଷ୍ଟାର ବନି ଯାଇଛନ୍ତି। ଭାରତର ନେତୃତ୍ୱ ନେବା ଠାରୁ ଆରମ୍ଭ କରି ଏକାଧିକ ମ୍ୟାଚ୍‌ ବିରାଟ ନିଜେ ଜିତାଇଛନ୍ତି।

ଖାସ ଏହି କାରଣ ପାଇଁ ତାଙ୍କୁ ଭାରତର ଅନ୍ୟତମ ମହାନ କ୍ରିକେଟରର ଆଖ୍ୟା ମିଳିଛି। ୩୪ ବର୍ଷୀୟ ବିରାଟ କେବଳ ଭାରତ ମାଟିରେ ୨୦ଟି ଦିନିକିଆର ଶତକ ହାସଲ କରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ମଙ୍ଗଳବାର ମ୍ୟାଚ୍‌ରେ ସେ ୮୭ଟି ବଲରେ ୧୧୩ ରନ ଇନିଂସ ଖେଳିବାରୁ ଭାରତ ୭ ୱିକେଟ ହରାଇ ୩୭୩ ରନ କରିଥିଲା। ଏଥିସହ ଶ୍ରୀଲଙ୍କାକୁ ୬୭ ରନରେ ହରାଇବାକୁ ମଧ୍ୟ ଦଳ ସକ୍ଷମ ହୋଇଛି। ମ୍ୟାଚ୍‌ ପରେ ବିରାଟ ନିଜ କ୍ୟାରିୟର ଓ ବ୍ୟାଟିଂକୁ ନେଇ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, “ମୁଁ ଭାବୁନି ଏଠାରେ କିଛି ଭିନ୍ନ ଥିଲା। ମୋ ପ୍ରସ୍ତୁତି ଓ ଲକ୍ଷ୍ୟ ସବୁବେଳେ ସମାନ ରହିଥାଏ। ମୁଁ ଭଲ ଭାବେ ବଲକୁ ହିଟ୍‌ କରୁଥିଲି। ମୁଁ ସବୁବେଳେ ଯେଉଁଭଳି ଖେଳେ, ଆଜିର ମ୍ୟାଚ୍‌(ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌)ରେ ବି ପ୍ରାୟ ସେମିତି ଖେଳିଛି। ମୁଁ ବୁଝିଥିଲି ଯେ ଆମକୁ ଅତିରିକ୍ତ ୨୫ରୁ ୩୦ ରନ ଦରକାର।

ମୁଁ ସ୍ଥିତିକୁ ଦେଖି ଖେଳିବା ଆରମ୍ଭ କରିଥିଲି। ଦଳକୁ ଗୋଟିଏ ଭଲ ସ୍କୋରରେ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ଥିଲା। ମୁଁ ଗୋଟିଏ କଥା ଶିଖିଛି ଯେ ହତାଶା କେବେ ହେଲେ ଆପଣଙ୍କୁ କେଉଁ ଆଡ଼େ ନେଇଯିବ ନାହିଁ। ଆପଣଙ୍କୁ କୌଣସି କଥାକୁ ଜଟିଳ କରିବାର ଆବଶ୍ୟକ ନାହିଁ। ପଡ଼ିଆକୁ ଯିବାର ଅଛି ଓ ନିର୍ଭୟରେ ଖେଳିବାର ଅଛି।

ଆପଣଙ୍କୁ ଊଚିତ କାରଣ ପାଇଁ ଖେଳିବାର ଅଛି। ଏଥିସହ ପ୍ରତିଟି ମ୍ୟାଚ୍‌କୁ ନିଜର ଶେଷ ମ୍ୟାଚ୍‌ ଭାବେ ବିଚାର କରି ଖେଳିବାକୁ ହେବ। ଏହାକୁ ଉପଭୋଗ କରି ଖୁସି ହୁଅନ୍ତୁ। ଏପରି ହେଲେ ଖେଳ ଆଗକୁ ବଢ଼ି ଚାଲିବ। ମୁଁ ସବୁଦିନ ପାଇଁ ଖେଳିବାକୁ ଯାଉନି। ମୋତେ ମିଳିଥିବା ସ୍ଥାନରେ ମୁଁ ବହୁତ ଖୁସି। ମୁଁ ମୋର ଖେଳିବା ସମୟକୁ ଉପଭୋଗ କରୁଛି।”

ମଙ୍ଗଳବାର ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୭୩ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ୩୦୬ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଭାରତ ୩ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story