ଆଇସିସି ଟେଷ୍ଟ ରାଙ୍କିଗ: ଟପ୍‌ ୧୦ରେ ବିରାଟ, ରୋହିତ, ବୁମ୍ରା ଓ ଅଶ୍ୱିନ

ଦୁବାଇ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି, ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ଓ ସ୍ପିନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୧୦ରେ ନିଜ ସ୍ଥାନ ବଜାୟୀ ରଖି ପାରିଛନ୍ତି। ବୁଧବାର ଆଇସିସି ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି। ବ୍ୟାଟର ତାଲିକାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ପୂର୍ବଭଳି ୧ନଂ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୮ମ ଓ ବିରାଟ କୋହଲି ୧୦ମ ସ୍ଥାନରେ ରହିଛନ୍ତି। […]

Virat

Virat

Hemant Lenka
  • Published: Wednesday, 25 May 2022
  • Updated: 25 May 2022, 07:49 PM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି, ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ଓ ସ୍ପିନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୧୦ରେ ନିଜ ସ୍ଥାନ ବଜାୟୀ ରଖି ପାରିଛନ୍ତି। ବୁଧବାର ଆଇସିସି ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି।
ବ୍ୟାଟର ତାଲିକାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ପୂର୍ବଭଳି ୧ନଂ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୮ମ ଓ ବିରାଟ କୋହଲି ୧୦ମ ସ୍ଥାନରେ ରହିଛନ୍ତି। ସେହିପରି ବାଂଲାଦେଶର ଲିଟନ ଦାସ ଓ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ ମଧ୍ୟ ଟେଷ୍ଟ ରାଙ୍କିଙ୍ଗରେ ଭଲ ଫାଇଦା ହାସଲ କରିଛନ୍ତି। ମାଥ୍ୟୁସ ୫ଟି ସ୍ଥାନ ଉଠି ରାଙ୍କିଙ୍ଗର ୨୧ତମ ସ୍ଥାନରେ ପହଞ୍ଚି ଥିବା ବେଳେ ଲିଟନ ଦାସ ୧୭ତମ ସ୍ଥାନରେ ରହିଛନ୍ତି। ବ୍ୟାଟର ରାଙ୍କିଙ୍ଗର ୨ୟ ସ୍ଥାନରେ ଷ୍ଟିଭ ସ୍ମିଥ ଓ ତୃତୀୟରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ରହିଛନ୍ତି।

ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଥିବା ବେଳେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ୨ୟ ଓ ଯଶପ୍ରୀତ ବୁମ୍ରା ୩ୟ ସ୍ଥାନରେ ରହିଛନ୍ତି। ୪ନଂରେ ପାକିସ୍ତାନର ଶାହୀନ ଆଫ୍ରିଦି, ୫ମରେ ନ୍ୟୁଜିଲ୍ୟାଣ୍ଡର କାୟଲ ଜାମିସନ ଅଛନ୍ତି। ବାଂଲାଦେଶର ସାକିବ ଅଲ ହାସନ ବୋଲିଂ ରାଙ୍କିଙ୍ଗର ଗୋଟିଏ ସ୍ଥାନ ଉପରକୁ ଉଠି ୨୯ନଂରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର କାସୁନ ରଜିଥା ୭୫ତମ ସ୍ଥାନରୁ ଉଠି ୬୧ରେ ପହଞ୍ଚିଛନ୍ତି।

ଅଲରାଉଣ୍ଡ ରାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ୩୮୫ ପଏଣ୍ଟ ସହ ୧ନଂ ଓ ରବି ଅଶ୍ୱିନ ୩୪୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜାସନ ହୋଲ୍ଡର ୩ୟ, ସାକିବ ଅଲ ହାସନ ୪ର୍ଥ ଓ ବେନ ଷ୍ଟୋକ୍ସ ପୂର୍ବଭଳି ୫ମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story