କର୍ଫ୍ୟୁ ବେଳେ କାର୍ ଚଳାଇ ଫାଇନ୍ ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଏଭଳି ସଙ୍କଟ ସମୟରେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନଙ୍କୁ କାର୍ ଯୋଗେ ବଜାରକୁ ମହଙ୍ଗା ପଡ଼ିଛି। ଏହି କାରଣରୁ ମଧ୍ୟ ପୁଲିସ୍ ତାଙ୍କର ୫୦୦ ଟଙ୍କାର ଚାଲାନ ମଧ୍ୟ କାଟିଛି। ତେବେ ଋଷି କର୍ଫ୍ୟୁରେ କୋହଳ ହେବା ପରେ ସେ ବାହାରକୁ ବାହାରିଥିଲେ। ତେବେ ନିୟମ ମୁତାବକ ଲକଡାଉନରେ ବାହାରକୁ ଯିବା ସମୟରେ କୌଣସି ଯାନବାହନର ପାସ୍ ଥିବା ନିହାତି ଜରୁରୀ, ଯାହା […]

dhawan

dhawan

Ranjit Kumar Jena
  • Published: Thursday, 09 April 2020
  • Updated: 09 April 2020, 08:30 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଏଭଳି ସଙ୍କଟ ସମୟରେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନଙ୍କୁ କାର୍ ଯୋଗେ ବଜାରକୁ ମହଙ୍ଗା ପଡ଼ିଛି। ଏହି କାରଣରୁ ମଧ୍ୟ ପୁଲିସ୍ ତାଙ୍କର ୫୦୦ ଟଙ୍କାର ଚାଲାନ ମଧ୍ୟ କାଟିଛି। ତେବେ ଋଷି କର୍ଫ୍ୟୁରେ କୋହଳ ହେବା ପରେ ସେ ବାହାରକୁ ବାହାରିଥିଲେ। ତେବେ ନିୟମ ମୁତାବକ ଲକଡାଉନରେ ବାହାରକୁ ଯିବା ସମୟରେ କୌଣସି ଯାନବାହନର ପାସ୍ ଥିବା ନିହାତି ଜରୁରୀ, ଯାହା ଋଷିଙ୍କ ପାଖରେ ନଥିଲା।

ରିପୋର୍ଟ ଅନୁଯାୟୀ, ମଣ୍ଡିର ଗାନ୍ଧି ଚୌକରେ ଋଷିଙ୍କ ଚାଲାନ୍ କଟାଯାଇଥିଲା। ଯେତେବେଳେ ଋଷି ଯାଉଥିଲେ, ପୁଲିସ୍ ତାଙ୍କୁ ପଚରାଉଚୁରା କରିଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ତାଙ୍କ ପାଖରେ ଗାଡ଼ି ଚଳାଇବା ପାଇଁ କୌଣସି ପାସ୍ ନାହିଁ। କର୍ଫ୍ୟୁ କୋହଳ ହେବା ପରେ ମଧ୍ୟ ସ୍ଥାନୀୟ ଜିଲ୍ଲାପାଳ ଯାନବାହନର ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ। ଏହା ମଧ୍ୟରେ କେବଳ ଜରୁରୀ ଯାନବାହନକୁ ହିଁ ଯାତାୟତ କରିବା ପାଇଁ ଅନୁମତି ମିଳିଛି। ପୁଲିସର ନିୟମ ଉଲ୍ଲଙ୍ଘନ କରିବା କାରଣରୁ ଋଷି ୫୦୦ ଟଙ୍କାର ଜୋରିମାନା ଦେଇଛନ୍ତି।

ଏହି କ୍ରିକେଟର୍ ଜଣକ ସେହି ସମୟରେ ହିଁ ଏହି ଫାଇନ୍ ଦେଇଥିଲେ। ସୂଚନାଯୋଗ୍ୟ, କରୋନାଭାଇରସ୍ ଲଢ଼େଇରେ ଋଷି ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି ସେ ସିଏମ୍ ରିଲିଫ୍ ଫଣ୍ଡକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଋଷି ଭାରତ ପକ୍ଷରୁ ୩ ଦିନିକିଆ ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଉଭୟ ଦିନିକିଆ ଓ ଟି-୨୦ରେ ତାଙ୍କ ନାଁରେ ମାତ୍ର ଗୋଟିଏ ଲେଖାଏ ୱିକେଟ୍ ରହୀଛି। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କ ନାଁରେ ୭୯ ମ୍ୟାଚରେ ୩୭୦୨ ରନ୍ ଏବଂ ୩୦୮ ୱିକେଟ୍ ରହିଛି। ସେ ୪ ଶତକ ଓ ୩୦ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story