କ୍ରିକେଟକୁ ଫେରିଲା ଫିକ୍ସିଂ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ: ପୁଣି କ୍ରିକେଟକୁ ଫେରିଛି ଫିକ୍ସିଂ କଳଙ୍କ। କର୍ଣ୍ଣାଟକା ପ୍ରିମିୟର ଲିଗ(କେପିଏଲ)ରେ ସ୍ପଟ୍‌ ଫିକ୍ସିଂ କରିଥିବା ଅଭିଯୋଗରେ ଆଜି ଦୁଇ ଜଣ କ୍ରିକେଟର ଗିରଫ ହୋଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟର ତତା କେପିଏଲରେ ବେଲାରୀ ଟସ୍କରର ନେତୃତ୍ୱ ନେଉଥିବା ସିଏମ ଗୌତମ ଓ ତାଙ୍କ ପୂର୍ବତନ କର୍ଣ୍ଣାଟକା ଦଳର ସହଯୋଗୀ ଅବରାର କାଜିଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏମାନେ କେପିଏଲରେ ସ୍ପଟ ଫିକ୍ସିଂ ପାଇଁ ବୁକିଙ୍କ ଠାରୁ ଟଙ୍କା ନେଇଥିବା ଜଣାପଡ଼ିଛି। ଗୌତମ […]

q

q

Hemant Lenka
  • Published: Thursday, 07 November 2019
  • Updated: 07 November 2019, 03:34 PM IST

Sports

Latest News

ବେଙ୍ଗାଲୁରୁ: ପୁଣି କ୍ରିକେଟକୁ ଫେରିଛି ଫିକ୍ସିଂ କଳଙ୍କ। କର୍ଣ୍ଣାଟକା ପ୍ରିମିୟର ଲିଗ(କେପିଏଲ)ରେ ସ୍ପଟ୍‌ ଫିକ୍ସିଂ କରିଥିବା ଅଭିଯୋଗରେ ଆଜି ଦୁଇ ଜଣ କ୍ରିକେଟର ଗିରଫ ହୋଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟର ତତା କେପିଏଲରେ ବେଲାରୀ ଟସ୍କରର ନେତୃତ୍ୱ ନେଉଥିବା ସିଏମ ଗୌତମ ଓ ତାଙ୍କ ପୂର୍ବତନ କର୍ଣ୍ଣାଟକା ଦଳର ସହଯୋଗୀ ଅବରାର କାଜିଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏମାନେ କେପିଏଲରେ ସ୍ପଟ ଫିକ୍ସିଂ ପାଇଁ ବୁକିଙ୍କ ଠାରୁ ଟଙ୍କା ନେଇଥିବା ଜଣାପଡ଼ିଛି।

ଗୌତମ ଏବେ ଗୋଆ ପକ୍ଷରୁ ଖେଳୁଥିବା ବେଳେ ଅବରାର ମିଜୋରାମ ପକ୍ଷରୁ ଖେଳୁଛନ୍ତି। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଉଭୟ ଖେଳି ଥାଆନ୍ତେ। ଏଥିପାଇଁ ଗୋଆ ଓ ମିଜୋରାମ ଟିମ୍‌ରେ ଉଭୟଙ୍କ ନାଁ ଥିଲା। ତେବେ ଉଭୟ ଆଜି ଗିରଫ ହେବାରୁ ସେମାନେ ସ୍କ୍ୱାଡ୍‌ରୁ ବାଦ ପଡ଼ିଛନ୍ତି।

ଏହି ଦୁଇ ଖେଳାଳି କେପିଏଲ ଫାଇନାଲ୍‌ରେ ଧିମା ବ୍ୟାଟିଂ କରିବାକୁ ବୁକିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲେଖାଏ ନେଇଥିବା ପୁଲିସ୍‌ କହିଛି। ଫାଇନାଲରେ ବରେଲୀ ଟସ୍କର ଓ ହୁବଲି ଟାଇଗର ମୁହାଁମୁହିଁ ହୋଇଥିଲେ। ଏଥିରେ ହୁବଲି ଟାଇଗର ୮ ରନ୍‌ରେ ବିଜୟୀ ହୋଇଥିଲା।

ଖାଲି ସେତିକି ନୁହେଁ, ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ମଧ୍ୟ ଏହି ଦୁଇ ଖେଳାଳି ଫିକ୍ସିଂ କରିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story