ସାଥୀ ଖେଳାଳିଙ୍କୁ କୋଳରେ ଉଠାଇ ନେଲେ ଧୋନି, ଆଉ ତା'ପରେ…

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ନୈରାଶ୍ୟଜନକ ରହିଛି। ଏଥର ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ପ୍ଲେଅଫକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଛି। ନଭେମ୍ବର ୧ ତାରିଖରେ ଟିମ୍ ତା’ର ଶେଷ ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ହରାଇ ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଲଗାତର ତିନୋଟି ମ୍ୟାଚ୍ ଜିତିବା ପରେ ଚେନ୍ନାଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ହୁଏତ ଚେନ୍ନାଇ ଟିମ୍ […]

msd

msd

Ranjit Kumar Jena
  • Published: Friday, 06 November 2020
  • Updated: 06 November 2020, 07:56 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ନୈରାଶ୍ୟଜନକ ରହିଛି। ଏଥର ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ପ୍ଲେଅଫକୁ କ୍ୱାଲିଫାଏ କରିବାରେ ବିଫଳ ହୋଇଛି। ନଭେମ୍ବର ୧ ତାରିଖରେ ଟିମ୍ ତା'ର ଶେଷ ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ହରାଇ ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା।

ଲଗାତର ତିନୋଟି ମ୍ୟାଚ୍ ଜିତିବା ପରେ ଚେନ୍ନାଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ହୁଏତ ଚେନ୍ନାଇ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି, କିନ୍ତୁ ଟିମର ଲୋକପ୍ରିୟତା ଆଜି ବି ପୂର୍ବଭଳି କାଏମ୍ ରହିଛି। ଏହା ମଧ୍ୟରେ ଚେନ୍ନାଇ ତା'ର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଶେଆର୍ କରିଛି, ଯାହା ଖୁବ୍ ଭାଇରାଲ୍ ହୋଇଛି।

View this post on Instagram

At Karn's birthday bash, guess who had a pre-birthday smash... 😋💛 #SuperBirthday @monusingh_30 #WhistlePodu

A post shared by Chennai Super Kings (@chennaiipl) on

ଭିଡିଓରେ ଟିମର ସଦସ୍ୟ ମୋନୁ ସିଂହଙ୍କୁ କ୍ୟାପଟେନ୍ ଧୋନି ନିଜ କୋଳରେ ଉଠାଇଛନ୍ତି ଏବଂ ବାକି ଖେଳାଳି ତାଙ୍କ (ମୋନୁ) ମୁହଁରେ କେକ୍ ବୋଳୁଛନ୍ତି। ଅକ୍ଟୋବର ୨୩ ତାରିଖରେ ସ୍ପିନର କର୍ଣ୍ଣ ଶର୍ମାଙ୍କ ଜନ୍ମଦିନ ଥିଲା। ଡ୍ରେସିଂ ରୁମରେ ତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। କେକ୍ କାଟିବା ପରେ ଧୋନି ସାଥୀ ଖେଳାଳି ମୋନୁ ସିଂହଙ୍କୁ କୋଳରେ ଉଠାଇ ନେଇଥିଲେ। ସେହିପରି ଫାଫ୍‌ ଡୁପ୍ଲେସିସ୍ ତାଙ୍କ (ମୋନୁ) ଗୋଡ଼କୁ ଧରିନେଇ ଥିଲେ। ଏହା ପରେ ସବୁ ଖେଳାଳିମାନେ ତାଙ୍କ ମୁହଁରେ କେକ୍ ବୋଳିଥିଲେ। ଯେତେ ମୋନୁଙ୍କ ମୁଣ୍ଡରେ କେକ୍ ବୋଳାଗଲା, ସେ ଖୁବ୍ ଚିତ୍କାର କରି ଉଠିଥିଲେ।

ଆଇପିଏଲରୁ ଚେନ୍ନାଇ ସୁପର କିଙ୍ଗସର ବିଦାୟ ନେବା ପରେ ଚର୍ଚ୍ଚା ହେଉଥିଲା ଯେ ଏହା ଏମଏସ ଧୋନିଙ୍କ ଶେଷ ସିଜନ ହେବ। କିନ୍ତୁ ଧୋନି ୨୦୨୧ ଆଇପିଏଲରେ ମଧ୍ୟ ଖେଳିବା ନେଇ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story