ସାଥିଆନ୍‌ଙ୍କ କମାଲ, ଟେବୁଲ ଟେନିସ୍‌ରେ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସଫଳତା। ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ମିଳିଛି ବ୍ରୋଞ୍ଜ୍ ପଦକ। ଦେଶ ପାଇଁ ଏହି ସଫଳତା ଆଣିଛନ୍ତି  ଜି.ସାଥିଆନ୍। ସେ ଇଂଲଣ୍ଡର ପଲ୍‌ ଡ୍ରିଙ୍କହଲ୍‌କୁ ୪-୩ (୧୧-୯, ୧୧-୩, ୧୧-୫, ୧୧-୮, ୧୧-୯, ୧୦-୧୨, ୧୧-୯)ରେ ମାତ୍‌ ଦେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମରୁ ସାଥିଆନ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ଲଗାତାର ତିନୋଟି ଗେମ୍‌ ଜିତିଥିଲେ। କିନ୍ତୁ ମଝିରେ ସେ ଧିମା ପଡି […]

G-sathiyan-win

G-sathiyan-win

Madhupriya Mistry
  • Published: Monday, 08 August 2022
  • Updated: 08 August 2022, 06:00 PM IST

Sports

Latest News

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସଫଳତା। ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ମିଳିଛି ବ୍ରୋଞ୍ଜ୍ ପଦକ। ଦେଶ ପାଇଁ ଏହି ସଫଳତା ଆଣିଛନ୍ତି  ଜି.ସାଥିଆନ୍। ସେ ଇଂଲଣ୍ଡର ପଲ୍‌ ଡ୍ରିଙ୍କହଲ୍‌କୁ ୪-୩ (୧୧-୯, ୧୧-୩, ୧୧-୫, ୧୧-୮, ୧୧-୯, ୧୦-୧୨, ୧୧-୯)ରେ ମାତ୍‌ ଦେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ପ୍ରଥମରୁ ସାଥିଆନ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ଲଗାତାର ତିନୋଟି ଗେମ୍‌ ଜିତିଥିଲେ। କିନ୍ତୁ ମଝିରେ ସେ ଧିମା ପଡି ଯାଇଥିଲେ। ଆଉ ଏହି ସମୟରେ ତାଙ୍କ ଉପରେ ଭାରି ପଡ଼ିଥିଲେ ଇଂଲଣ୍ଡ ଖେଳାଳି ଡ୍ରିଙ୍କହଲ୍‌। ସେ ଲଗାତର ୩ଟି ଗେମ୍‌ ଜିତି ମ୍ୟାଚ୍‌କୁ ୩-୩ରେ ବରାବର ସ୍ଥିତିକୁ ଆଣି ଦେଇଥିଲେ।  କିନ୍ତୁ ପରେ ସାଥିଆନ୍‌ ଗୁରୁତ୍ୱପୂର୍ଣ୍ଣ ସମୟରେ ନିର୍ଣ୍ଣାୟକ ଗେମ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତି ନେଇଥିଲେ।

ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସାଥିଆନ୍‌ଙ୍କର ଏହା ହେଉଛି ଦ୍ୱିତୀୟ ପଦକ। ଏହାପୂର୍ବରୁ ସେ ଅଚନ୍ତା ଶରଥ କମଲଙ୍କ ସହ  ମିଶି ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଚନ୍ତା ଓ ସାଥିଆନଙ୍କ ଯୋଡି ଡ୍ରିଙ୍କହଲ୍‌ ଓ ଲିୟାମ ପିଚଫୋର୍ଡଙ୍କୁ ୨-୩(୧୧-୮, ୮-୧୧, ୩-୧୧, ୧୧-୭, ୪-୧୧)ରେ ମାତ୍‌ ଦେଇଥିଲେ।

ବିଶ୍ୱର ୨୪ ରାଙ୍କର ଟେବୁଲ ଟେନିସ ଖେଳାଳି ସାଥିଆନ କମନୱେଲ୍ଥ ଗେମ୍ସ-୨୦୧୮ରେ ମେନ୍ସ ଟିମ୍‌ରେ ସ୍ୱର୍ଣ୍ଣ, ମେନ୍ସ ଡବ୍ଲସରେ ରୌପ୍ୟ ଏବଂ ମିକ୍ସିଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

https://twitter.com/Media_SAI/status/1556605346692575232?s=20&t=V3Czp3OHn2UkwhuF4BR1uA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story