ବିଶ୍ୱକପ ସେମିରେ ଧୋନିଙ୍କୁ ୭ ନମ୍ୱରରେ ଛାଡ଼ିବା ନିଷ୍ପତ୍ତି ମୋର ନଥିଲା: ସଞ୍ଜୟ ବାଙ୍ଗର

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବ୍ୟାଟିଂ କ୍ରମରେ ଧୋନିଙ୍କୁ ୭ ନମ୍ବରରେ ଛାଡ଼ିବା ନେଇ ଅନେକ ସମାଲୋଚନାର ଶିକାର ହୋଇଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର। କ୍ରୀଡ଼ା ସମୀକ୍ଷକଙ୍କ ଠାରୁ ଆରମ୍ଭ କରି  କ୍ରୀଡ଼ାପ୍ରେମୀ ସମସ୍ତେ  ଧୋନିଙ୍କୁ ୭ ନମ୍ୱରରେ ଛାଡିବା ନିଷ୍ପତ୍ତି ପରାଜୟ ପଛର କାରଣ ବୋଲି ଯୁକ୍ତି ବାଢ଼ୁଛନ୍ତି। ଏ ନେଇ ଏବେ ଟାର୍ଗେଟରେ ଅଛନ୍ତି ସଞ୍ଜୟ ବାଙ୍ଗର। ଏହାରି ଭିତରେ ବିସିସିଆଇ ତାଙ୍କ କାର୍ଯ୍ୟକାଳ […]

dhoni semi final world cup

dhoni semi final world cup

Subhransu Sekhar
  • Published: Friday, 02 August 2019
  • Updated: 02 August 2019, 03:20 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବ୍ୟାଟିଂ କ୍ରମରେ ଧୋନିଙ୍କୁ ୭ ନମ୍ବରରେ ଛାଡ଼ିବା ନେଇ ଅନେକ ସମାଲୋଚନାର ଶିକାର ହୋଇଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର। କ୍ରୀଡ଼ା ସମୀକ୍ଷକଙ୍କ ଠାରୁ ଆରମ୍ଭ କରି  କ୍ରୀଡ଼ାପ୍ରେମୀ ସମସ୍ତେ  ଧୋନିଙ୍କୁ ୭ ନମ୍ୱରରେ ଛାଡିବା ନିଷ୍ପତ୍ତି ପରାଜୟ ପଛର କାରଣ ବୋଲି ଯୁକ୍ତି ବାଢ଼ୁଛନ୍ତି। ଏ ନେଇ ଏବେ ଟାର୍ଗେଟରେ ଅଛନ୍ତି ସଞ୍ଜୟ ବାଙ୍ଗର।

ଏହାରି ଭିତରେ ବିସିସିଆଇ ତାଙ୍କ କାର୍ଯ୍ୟକାଳ ଶେଷ କରିଦେବ ବୋଲି ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛି। ଦଳ ସହ ଓ୍ୱେଷ୍ଟଇଣ୍ଡିଜ ଗସ୍ତ ତାଙ୍କ ଅନ୍ତିମ ଗସ୍ତ ବୋଲି କୁହାଯାଉଛି। ତେବେ ଓ୍ୱେଷ୍ଟଇଣ୍ଡିଜ ଯିବା ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସଞ୍ଜୟ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପରେ ଦଳର ୫, ୬ ଏବଂ ୭ ନମ୍ୱର ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରାଯାଇଥିଲା। ଏ ବାବଦରେ ଦଳର ସମସ୍ତ ଖେଳାଳି ଅବଗତ ଥିଲେ। ଧୋନି ୭ ନମ୍ୱର ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ ବୋଲି ସମସ୍ତଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା। କାରଣ ଯଦି ୭ ନମ୍ୱର ଓ୍ୱିକେଟର ପାଳି ୩୫ ଓଭର ବେଳକୁ ପଡ଼ିବ ତାହେଲେ ଧୋନି ହିଁ ମ୍ୟାଚ ଶେଷ କରିଦେଇ ପାରିବେ ବୋଲି ଦଳ ଅନୁଭବ କରିଥିଲା।

ସେଥିପାଇଁ ସେମିଫାଇନାଲ ମ୍ୟାଚରେ କାର୍ତ୍ତିକ ୫ ନମ୍ୱର ସ୍ଥାନରେ ଆସିଥିବା ବେଳେ ପାଣ୍ଡ୍ୟା ୬ ନମ୍ୱର ଏବଂ ଧୋନି ୭ ନମ୍ୱର ସ୍ଥାନରେ ଆସିଥିଲେ। ସେମିଫାଇନାଲ ମ୍ୟାଚ ପରେ କ୍ୟାପଟେନ କୋହଲି ମଧ୍ୟ ପ୍ରେସ କନଫରେନସରେ ଧୋନି ୭ ନମ୍ୱରରେ ବ୍ୟାଟିଂ କରିବାକୁ ଆସିବା ଦଳର ନିଷ୍ପତ୍ତି ଥିଲା ବୋଲି  କହିଥିଲେ।

ସୂଚନାଯୋଗ୍ୟ, ସଞ୍ଜୟ ବାଙ୍ଗର ୨୦୧୪ରେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ ଭାବେ ନିଯୁକ୍ତ ହୋଇଥିଲେ। ଟିମ୍ ଇଣ୍ଡିଆର ୫୦ଟି ଟେଷ୍ଟ ଏବଂ ୧୧୯ଟି ଦିନିକିଆ ମ୍ୟାଚ ପାଇଁ ସେ ବ୍ୟାଟିଂ କୋଚ ରହିସାରିଛନ୍ତି। କୋଚ ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ବିଭିନ୍ନ ଆଇପିଏଲ ଟିମ୍ ସହ ଜଡ଼ିତ ଥିଲେ ବାଙ୍ଗର। ତା' ପୂର୍ବରୁ ସେ ଦଳର ଅଲରାଉଣ୍ଡର ଖେଳାଳି ଭାବରେ ମ୍ୟାଚ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story