ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ଅଶ୍ୱିନ, ରାହୁଲ ହେବେ ପଞ୍ଜାବ ଅଧିନାୟକ!

ନୂଆଦିଲ୍ଲୀ: ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପୂର୍ବ ଦୁଇଟି ସଂସ୍କରଣରେ କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେଉଥିବା ଅଶ୍ୱିନଙ୍କୁ ନିଜ ପାଖକୁ ଆଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମସ୍ତ ପ୍ରକାରର କାଗଜପତ୍ର କାମ ଶେଷ କରି ଦେଇଛି। ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଶ୍ୱିନଙ୍କୁ ଆଣିବା ପାଇଁ ଯେଉଁ ପ୍ରକ୍ରିୟା ଚାଲିଥିଲା, ତା’ହା ଶେଷ ହୋଇଛି। ପଞ୍ଜାବ ସହ କଥାବାର୍ତ୍ତା […]

a

a

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 04:41 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପୂର୍ବ ଦୁଇଟି ସଂସ୍କରଣରେ କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେଉଥିବା ଅଶ୍ୱିନଙ୍କୁ ନିଜ ପାଖକୁ ଆଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମସ୍ତ ପ୍ରକାରର କାଗଜପତ୍ର କାମ ଶେଷ କରି ଦେଇଛି।

ଖୁବ୍‌ଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଶ୍ୱିନଙ୍କୁ ଆଣିବା ପାଇଁ ଯେଉଁ ପ୍ରକ୍ରିୟା ଚାଲିଥିଲା, ତା’ହା ଶେଷ ହୋଇଛି। ପଞ୍ଜାବ ସହ କଥାବାର୍ତ୍ତା କରି ଆମେ ସବୁ କିଛି ଚୂଡ଼ାନ୍ତ କରିଛୁ। ଏବେ କେବଳ ଘୋଷଣା କରାଯିବାର ବାକି ରହିଛି।

ଅନ୍ୟପକ୍ଷରେ ଅଶ୍ୱିନ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବାକୁ ଥିବାରୁ ୨୦୨୦ ଆଇପିଏଲରେ କେଏଲ ରାହୁଲ କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେବେ। କାରଣ ଅଶ୍ୱିନଙ୍କ ପରେ ରାହୁଲ ହିଁ ଦଳର ନିୟମିତ ଓ ବରିଷ୍ଠ ସଦସ୍ୟ। ତେଣୁ ପଞ୍ଜାବ ଫ୍ରାଞ୍ଚାଇଜ୍‌ ତାଙ୍କୁ ହିଁ ଦଳର କମାଣ ଧରାଇବାକୁ ନିଷ୍ପତ୍ତି ନେଇଛି।

ପଞ୍ଜାବ ଅଶ୍ୱିନଙ୍କ ନେତୃତ୍ୱରେ ଆଶା ଅନୁଯାୟୀ ପ୍ରଦର୍ଶନ କରି ନଥିବାରୁ ଫ୍ରାଞ୍ଚାଇଜ୍ ତାଙ୍କ ଉପରେ ଖୁସି ନଥିଲା। ଏହାର ସୁଯୋଗ ନେଇ ଦିଲ୍ଲୀ ତାଙ୍କୁ ନେବାକୁ ଚାହିଁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story