ଦମ୍ ଦେଖାଇଲେ ପନ୍ତ ଓ ଆୟର୍, ମୁମ୍ବାଇକୁ ୧୫୭ ରନର ଟାର୍ଗେଟ୍ ଦେଲା ଦିଲ୍ଲୀ

ଦୁବାଇ: ଦୁବାଇରେ ଦମ୍ ଦେଖାଇଛନ୍ତି ଦିଲ୍ଲୀର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଏଠାରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଟାଇଟଲ୍‌ ମୁକାବିଲାରେ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୬ ରନ୍ କରିଛି। ଫଳରେ ପଞ୍ଚମ ଟାଇଟଲ୍‌ ଜିତିବା ଆଶାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୭ ରନ୍ କରିବାକୁ ପଡ଼ିବ। ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା […]

mi

mi

Ranjit Kumar Jena
  • Published: Tuesday, 10 November 2020
  • Updated: 10 November 2020, 09:17 PM IST

ଦୁବାଇ: ଦୁବାଇରେ ଦମ୍ ଦେଖାଇଛନ୍ତି ଦିଲ୍ଲୀର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଏଠାରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଟାଇଟଲ୍‌ ମୁକାବିଲାରେ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୬ ରନ୍ କରିଛି। ଫଳରେ ପଞ୍ଚମ ଟାଇଟଲ୍‌ ଜିତିବା ଆଶାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୭ ରନ୍ କରିବାକୁ ପଡ଼ିବ।

ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇର ବାମହାତୀ ସ୍ପୀଡଷ୍ଟାର୍ ଟ୍ରେଣ୍ଟ୍ ବୋଲ୍ଟ ଇନିଂସର ପ୍ରଥମ ବଲରେ ଇନଫର୍ମ ମାର୍କସ୍ ଷ୍ଟୋଇନିସକୁ ପ୍ୟାଭିଲିୟନ୍ ପଠାଇଥିଲେ। ବୋଲ୍ଟ ନିଜର ପରବର୍ତ୍ତୀ ଓଭରରେ ଅଜିଙ୍କ୍ୟ ରାହାଣେ (୨)ଙ୍କୁ ଆଉଟ୍ କରି ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଓପ୍ନର ଶିଖର୍ ଧୱନ୍ ଭଲ ଷ୍ଟାର୍ଟ କରିଥିଲେ ହେଁ ଖରାପ ଶଟ୍ ଖେଳି ନିଜ ୱିକେଟ୍‌ ଦେଇ ବସିଥିଲେ। ରାହୁଲ୍ ଚହରଙ୍କ ସ୍ଥାନରେ ଖେଳୁଥିବା ଜୟନ୍ତ ଯାଦବ ସୁଯୋଗର ଫାଇଦା ଉଠାଇ ଧୱନ୍ (୧୫)ଙ୍କୁ ବୋଲ୍ଡ କରିଥିଲେ।

୨୨ ରନରେ ୩ ୱିକେଟ୍‌ ହରାଇ ଦିଲ୍ଲୀ ବୃହତ ସଙ୍କଟରେ ପଡ଼ିଥିବା ବେଳେ ଆୟର୍ ଓ ପନ୍ତ ଦମ୍ ଦେଖାଇଥିଲେ। ଦୁହେଁ ରନ୍ ଗତିକୁ ବଢ଼ାଇବା ସହ ନିର୍ଣ୍ଣାୟକ ପାର୍ଟନରଶିପ୍ ଗଢ଼ି ଟିମକୁ ଲଢ଼ୁଆ ସ୍ଥିତିରେ ପହଞ୍ଚାଇଥିଲେ। ପନ୍ତ ନିଜର ପୁରୁଣା ଲୟ ଫେରିଯାଇ ଅର୍ଦ୍ଧଶତକ ମାରିଥିବା ବେଳେ ଆୟର୍ ମଧ୍ୟ ଠିକଣା ସମୟରେ ଉପଯୋଗୀ ଇନିଂସ୍ ଖେଳିଥିଲେ।

ଦୁହେଁ ଚତୁର୍ଥ ୱିକେଟ୍‌ ପାଇଁ ୯୬ ରନର ଭାଗିଦାରୀ କରିଥିଲେ। ପନ୍ତ ବ୍ୟକ୍ତିଗତ ୫୬ (୩୮ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିବା ବେଳେ ନେଥନ କୁଲ୍ଟର-ନାଇଲଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶିମରନ୍ ହେଟମେୟର୍ (୫) କିଛି ଖାସ୍ କରିପାରିନଥିଲେ। ସ୍ଲଗ୍ ଓଭରରେ ମୁମ୍ବାଇ ବୋଲର ମାପଚୁପ ବୋଲିଂ କରିଥିଲେ। କ୍ୟାପଟେନ୍ ଆୟର୍ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଆୟର୍ ୫୦ ବଲରେ ୬ ଚୌକା ଓ ୨ ଛକା ସହ ୬୫ ରନ୍ କରି ଅପରାଜିତ ଥିଲେ। ଅକ୍ଷର ପଟେଲ୍ ୯ ରନ୍ କରି ଆଉଟ୍ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲ୍ଟ ୩୦ ରନ୍ ଦେଇ ୩ଟି ୱିକେଟ୍‌ ନେଇଥିବା ବେଳେ କୁଲ୍ଟର-ନାଇଲ୍ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ୍‌ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story