ନିର୍ଣ୍ଣାୟକ ମ୍ୟାଚରେ ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ ଆରସିବି

ଆବୁ ଧାବି: ଚଳିତ ଆଇପିଏଲର ସବୁଠାରୁ ନିର୍ଣ୍ଣାୟକ ମୁକାବିଲାରେ ଆଜି ମୁହାଁମୁହିଁ ହେଉଛନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଯିଏ ମ୍ୟାଚ୍ ଜିତିବ, ସେହି ଟିମ୍ ସିଧାସଳଖ ପ୍ଲେଅଫରେ ସ୍ଥାନ ପକ୍କା କରିବ। ତଥାପି ଯେଉଁ ଟିମ୍ ହାରିବ, ସେହି […]

ipl11

ipl11

Ranjit Kumar Jena
  • Published: Monday, 02 November 2020
  • Updated: 02 November 2020, 07:48 PM IST

Sports

Latest News

ଆବୁ ଧାବି: ଚଳିତ ଆଇପିଏଲର ସବୁଠାରୁ ନିର୍ଣ୍ଣାୟକ ମୁକାବିଲାରେ ଆଜି ମୁହାଁମୁହିଁ ହେଉଛନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଯିଏ ମ୍ୟାଚ୍ ଜିତିବ, ସେହି ଟିମ୍ ସିଧାସଳଖ ପ୍ଲେଅଫରେ ସ୍ଥାନ ପକ୍କା କରିବ। ତଥାପି ଯେଉଁ ଟିମ୍ ହାରିବ, ସେହି ଟିମ ପାଖରେ ଆଶା ଉଜ୍ଜୀବିତ ରହିବ। ଆଜି ମ୍ୟାଚରେ ଦିଲ୍ଲୀ ଟିମରେ ତିନୋଟି ପରିବର୍ତ୍ତନ କରାଯାଇଛି। ଟିମକୁ ଅଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ୍ ଓ ଡାନିଏଲ୍ ସାମ୍ସ ଫେରିଛନ୍ତି। ସେହିପରି ଆରସିବି ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ ନଭଦୀପ ସାଇନିଙ୍କ ସ୍ଥାନରେ ଶାହବାଜ ଅହମ୍ମଦ ଓ ଗୁରକୀରତ ସିଂହଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ସାମିଲ୍‌ କରାଯାଇଛି।

ଏହି ମ୍ୟାଚରେ ଉଭୟ ଦଳ ଉପରେ ଚାପ ରହିବା ସ୍ୱାଭାବିକ। ତେବେ ଦିଲ୍ଲୀ ଉପରେ ଅତିରିକ୍ତ ଚାପ ରହିବ। କାରଣ ଗତ ୪ଟି ମ୍ୟାଚରେ ଦିଲ୍ଲୀ ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଦିଲ୍ଲୀ ମଧ୍ୟ ତା'ର ଶେଷ ୪ଟି ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ସେହିପରି ଆରସିବି ମଧ୍ୟ ତା'ର ଶେଷ ତିନୋଟି ମ୍ୟାଚରେ ହାରିଛି। ଉଭୟ ଆରସିବି ଓ ଦିଲ୍ଲୀ ୧୩ଟି ଲେଖାଏ ମ୍ୟାଚ୍ ଖେଳି ୧୪ ପଏଣ୍ଟ ସହ ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story