ଭାରତ-ବାଂଲାଦେଶ ଟି-୨୦କୁ ବିଷାକ୍ତ ଗ୍ୟାସ ଭୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତାକାଲି ପୁଣି ଦୀପାବଳି। ଏଥର ଅଧିକ ପ୍ରଦୂଷଣ ଯୁକ୍ତ ବାଣ ଉପରେ ସରକାର ରୋକ ଲଗାଇଛନ୍ତି। ହେଲେ ଏହା କେତେଦୂର କାମରେ ପରିଣତ ହେଉଛି, ତା’ ଉପରେ ସମସ୍ତଙ୍କ ନଜର। ସେ ଯାହା ହେଉ ଦିଲ୍ଲୀରେ ବାଣ ଫୁଟିବା ପୂର୍ବରୁ ହିଁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ଏଭଳି ସ୍ଥିତିରେ ଆସନ୍ତା ୩ ତାରିଖରେ ବାଂଲାଦେଶ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଦିଲ୍ଲୀ […]

x

x

Hemant Lenka
  • Published: Saturday, 26 October 2019
  • Updated: 26 October 2019, 08:41 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତାକାଲି ପୁଣି ଦୀପାବଳି। ଏଥର ଅଧିକ ପ୍ରଦୂଷଣ ଯୁକ୍ତ ବାଣ ଉପରେ ସରକାର ରୋକ ଲଗାଇଛନ୍ତି। ହେଲେ ଏହା କେତେଦୂର କାମରେ ପରିଣତ ହେଉଛି, ତା’ ଉପରେ ସମସ୍ତଙ୍କ ନଜର।

ସେ ଯାହା ହେଉ ଦିଲ୍ଲୀରେ ବାଣ ଫୁଟିବା ପୂର୍ବରୁ ହିଁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ଏଭଳି ସ୍ଥିତିରେ ଆସନ୍ତା ୩ ତାରିଖରେ ବାଂଲାଦେଶ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଦିଲ୍ଲୀ ଠାରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ୨୦୧୭ ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ସୃଷ୍ଟି ହେବାରୁ ଶ୍ରୀଲଙ୍କାର ଖେଳାଳିମାନେ ମୁହଁରେ ମାସ୍କ ପିନ୍ଧି ପଡ଼ିଆରେ ଫିଲ୍ଡିଂ କରିଥିଲେ। ତଥାପି ଶ୍ରୀଲଙ୍କାର କିଛି ଖେଳାଳି ଅସୁସ୍ଥ ହୋଇ ପଡ଼ିଥିଲେ। ଏହି ସମୟରେ ଦିଲ୍ଲୀରେ ମ୍ୟାଚ୍ କରିବା ସପକ୍ଷରେ ବିସିସିଆଇ ନଥିଲା। ତଥାପି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ହୋଇଛି।

ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ। ତେଣୁ ରାତି ବେଳା ପ୍ରଦୂଷଣର ମାତ୍ରା କମ୍ ରହିବ ବୋଲି ବିସିସିଆଇ ଓ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ବୋର୍ଡ (ଡିଡିସିଏ) ଆଶା କରିଛି। ଆଗକୁ ଦୀପାବଳି ଥିବା ବେଳେ ଏବେ ଠାରୁ ହିଁ ଦିଲ୍ଲୀ ବିଷ ବଳୟରେ ରହିଛି। ଏକ୍ୟୁଆଇର ପରିମାଣ ୫୧ରୁ ୧୦୦ ମଧ୍ୟରେ ରହିଲେ ଏହାକୁ ସନ୍ତୋଷ ଜନକ ବୋଲି କୁହାଯାଏ।

ସେହିପରି ୧୦୧ରୁ ୨୦୦ ମଧ୍ୟରେ ରହିଲେ ଏହାକୁ ଚଳିବ ବୋଲି ଧରାଯାଏ। କିନ୍ତୁ ୩୦୧ରୁ ୪୦୦ ମଧ୍ୟରେ ରହିଲେ ଏହାକୁ ଅତ୍ୟନ୍ତ ଖରାପ ଓ ୪୦୦ ଉପରକୁ ରହିଲେ ଭୟଙ୍କର ସ୍ଥିତି ବୋଲି ବିଚାର କରାଯାଏ। ଏବେ ଦିଲ୍ଲୀରେ ଏକ୍ୟୁଆଇର ପରିମାଣ ୩୫୭ ରହିଛି। ତେଣୁ ଏଭଳି ସ୍ଥିତିରେ ମ୍ୟାଚ୍ କେମିତି ଖେଳାଯିବ, ତା’କୁ ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story