ଦକ୍ଷିଣ ଆଫ୍ରିକାକୁ ଆଶ୍ୱସ୍ତି: ଭାରତକୁ ରୋକିବା ପାଇଁ ଦଳକୁ ଫେରିବେ ଏହି ବିସ୍ଫୋରକ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆହାତ କାରଣରୁ ଦିନିକିଆ ସିରିଜ ଖେଳିନଥିବା ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡିଭିଲିୟର୍ସ ଟିମ୍‌କୁ ଫେରିଛନ୍ତି। ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଅବଶିଷ୍ଟ ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ଟିମ୍‌ ପକ୍ଷରୁ ଖେଳିବେ ବୋଲି ଜଣା ପଡିଛି। ଆସନ୍ତା କାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଜୋହାନ୍ସବର୍ଗ ଠାରେ ୪ର୍ଥ ମ୍ୟାଚ୍‌ ଖେଳିବ। ଆଜିର ଅଭ୍ୟାସ ପରେ ଏହି ମ୍ୟାଚ୍‌ରେ ଡିଭିଲିୟର୍ସ ଖେଳିବେ କି ନାହିଁ ନିଷ୍ପତି ନିଆଯିବ। ଡ଼ିଭିଲିୟର୍ସ ବ୍ୟତୀତ ଡୁପ୍ଲେସିସି ଓ […]

Five-White-Players-in-South-Africa-team

Five-White-Players-in-South-Africa-team

Rakesh Mallick
  • Published: Friday, 09 February 2018
  • Updated: 09 February 2018, 02:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆହାତ କାରଣରୁ ଦିନିକିଆ ସିରିଜ ଖେଳିନଥିବା ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡିଭିଲିୟର୍ସ ଟିମ୍‌କୁ ଫେରିଛନ୍ତି। ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଅବଶିଷ୍ଟ ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ଟିମ୍‌ ପକ୍ଷରୁ ଖେଳିବେ ବୋଲି ଜଣା ପଡିଛି। ଆସନ୍ତା କାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଜୋହାନ୍ସବର୍ଗ ଠାରେ ୪ର୍ଥ ମ୍ୟାଚ୍‌ ଖେଳିବ। ଆଜିର ଅଭ୍ୟାସ ପରେ ଏହି ମ୍ୟାଚ୍‌ରେ ଡିଭିଲିୟର୍ସ ଖେଳିବେ କି ନାହିଁ ନିଷ୍ପତି ନିଆଯିବ। ଡ଼ିଭିଲିୟର୍ସ ବ୍ୟତୀତ ଡୁପ୍ଲେସିସି ଓ ଡି'କକ ମଧ୍ୟ ଆହତ କରାଣରୁ ଟିମ୍‌ରୁ ବାହାର ହୋଇଛନ୍ତି। ଏଭଳି ପରିସ୍ଥିତିରେ ଡିଭିଲିୟର୍ସ ଶୁସ୍ଥ ହୋଇ ଟିମ୍‌କୁ ଫେରିବା ଘଟଣା ଦକ୍ଷିଣ ଆଫ୍ରିକା ଟିମ୍‌ ପାଇଁ ଶୁଭ ସଙ୍କେତ। ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବା ପାଇଁ ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ୨-୧ରେ କବ୍‌ଜା କରିନେଇଥିବା ବେଳେ ଦିନିକିଆକୁ ଲାଗାତର ୩ଟି ମ୍ୟାଚ୍‌ ଜିତି ଭାରତ ଇତିହାସ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story