ସଚିନ, ସୌରଭ ଓ ଦ୍ରାବିଡ଼ଙ୍କ କ୍ଲବ୍‌ରେ ସାମିଲ ହେବେ ଧୋନୀ; ଜାଣନ୍ତୁ କ’ଣ ଏହି ରେକର୍ଡ

ପୋର୍ଟ ଏଲିଜାବେଥ୍‌: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୋର୍ଟ ଏଲିଜାବେଥ୍‌ରେ ଚଳିତ ଦିନିକିଆ ସିରିଜର ଆଉ ଏକ ମ୍ୟାଚ୍ ଖେଳାଯିବ। ୬ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଏହା ହେବ ପଞ୍ଚମ ମ୍ୟାଚ୍। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ପ୍ରୟାସ କରିବ। କାରଣ ଦଳ ପୂର୍ବରୁ ତିନୋଟି ମ୍ୟାଚ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍‌ରେ ସମସ୍ତଙ୍କ ନଜର ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ମଧ୍ୟ ରହିବ। ଆଜି ଯଦି ସେ ୪୬ […]

dhoni

dhoni

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 09:01 AM IST

Sports

Latest News

ପୋର୍ଟ ଏଲିଜାବେଥ୍‌: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୋର୍ଟ ଏଲିଜାବେଥ୍‌ରେ ଚଳିତ ଦିନିକିଆ ସିରିଜର ଆଉ ଏକ ମ୍ୟାଚ୍ ଖେଳାଯିବ। ୬ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଏହା ହେବ ପଞ୍ଚମ ମ୍ୟାଚ୍। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ପ୍ରୟାସ କରିବ। କାରଣ ଦଳ ପୂର୍ବରୁ ତିନୋଟି ମ୍ୟାଚ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍‌ରେ ସମସ୍ତଙ୍କ ନଜର ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ମଧ୍ୟ ରହିବ। ଆଜି ଯଦି ସେ ୪୬ ରନ୍ କରି ଦେବେ ତା’ହେଲେ ୧୦,୦୦୦ ରନ୍ କ୍ଲବ୍‌ରେ ସାମିଲ ହୋଇଯିବେ। ଦିନିକିଆ ମ୍ୟାଚ୍ ଆରମ୍ଭ ହେବା ପରଠାରୁ ଏଯାବତ ବିଶ୍ୱର ମାତ୍ର ୧୧ ଜଣ ଖେଳାଳି ୧୦,୦୦୦ ଅବା ଏହାଠୁ ଅଧିକ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଏଥିମଧ୍ୟରେ ଭାରତର ତିନି ଜଣ ଅଛନ୍ତି। ସେମାନେ ହେଉଛନ୍ତି ସଚିନ ତେନ୍ଦୁଲକର (୧୮,୪୨୬ ରନ୍), ସୌରଭ ଗାଙ୍ଗୁଲି (୧୧,୩୬୩ ରନ୍) ଓ ରାହୁଲ ଦ୍ରାବିଡ଼ (୧୦,୮୮୯ ରନ୍)। ଏମାନଙ୍କ କ୍ଲବ୍‌ରେ ସାମିଲ ହେବା ପାଇଁ ଧୋନୀଙ୍କଠାରେ ଆସନ୍ତାକାଲି ସୁଯୋଗ ରହିଛି।

ଧୋନୀ ଏଯାବତ ୩୧୬ଟି ଦିନିକିଆ ମ୍ୟାଚ୍ ଖେଳି ୫୨.୦୪ ଆଭେରେଜରେ ୯୯୫୪ ରନ୍ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ରହିଛି ୧୦ଟି ଶତକ ଓ ୬୭ଟି ଅର୍ଦ୍ଧଶତକ। ଦିନିକିଆରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୮୩ ରନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story