ୟୁଏଇରୁ ଫେରିବା ପରେ ବାଇକ୍ ଧରି ବୁଲିଲେ ଧୋନି

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓ ଚେନ୍ନାଇ ସୁପର୍ କିଙ୍ଗସ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦୁବାଇରୁ ସିଧା ନିଜ ସହର ରାଞ୍ଚିକୁ ଫେରିଆସିଛନ୍ତି। ଆଇପିଏଲରୁ ଚେନ୍ନାଇ ସୁପର୍ କିଙ୍ଗସର ବାଦ୍ ପଡ଼ିବା ପରେ ଧୋନିଙ୍କୁ ରାଞ୍ଚି ରାସ୍ତାରେ ବାଇକ୍ ଚଳାଉଥିବାର ଦେଖିବାକୁ ମିଳିଛି। ସୋମବାର ତାଙ୍କୁ ନିଜର ସବୁଠାରୁ ପୁରୁଣା ବାଇକ୍ ୟାମାହାରେ ରାଞ୍ଚିର ରିଙ୍ଗ୍ ରୋଡରେ ବୁଲୁଥିବାର ଦେଖିବାକୁ ମିଳିଛି। ଧୋନି ନଭେମ୍ବର ୨ ତାରିଖରେ ସାଥୀ ଖେଳାଳି ମୋନୁ ସିଂହଙ୍କ ସହ […]

mahi

mahi

Ranjit Kumar Jena
  • Published: Monday, 09 November 2020
  • Updated: 09 November 2020, 10:34 PM IST

Sports

Latest News

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓ ଚେନ୍ନାଇ ସୁପର୍ କିଙ୍ଗସ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦୁବାଇରୁ ସିଧା ନିଜ ସହର ରାଞ୍ଚିକୁ ଫେରିଆସିଛନ୍ତି। ଆଇପିଏଲରୁ ଚେନ୍ନାଇ ସୁପର୍ କିଙ୍ଗସର ବାଦ୍ ପଡ଼ିବା ପରେ ଧୋନିଙ୍କୁ ରାଞ୍ଚି ରାସ୍ତାରେ ବାଇକ୍ ଚଳାଉଥିବାର ଦେଖିବାକୁ ମିଳିଛି। ସୋମବାର ତାଙ୍କୁ ନିଜର ସବୁଠାରୁ ପୁରୁଣା ବାଇକ୍ ୟାମାହାରେ ରାଞ୍ଚିର ରିଙ୍ଗ୍ ରୋଡରେ ବୁଲୁଥିବାର ଦେଖିବାକୁ ମିଳିଛି। ଧୋନି ନଭେମ୍ବର ୨ ତାରିଖରେ ସାଥୀ ଖେଳାଳି ମୋନୁ ସିଂହଙ୍କ ସହ ରାଞ୍ଚି ପହଞ୍ଚିଥିଲେ।

ସାଧାରଣତ ଧୋନି ବାଇକର ଖୁବ୍ ଶୌକିନ୍। ତାଙ୍କ ପାଖରେ ଏକାଧିକ ମହଙ୍ଗା ବାଇକ୍ କଲେକ୍ସନ୍ ଅଛି। ଅଧିକାଂଶ ସମୟରେ ତାଙ୍କୁ ରାଞ୍ଚିର ସଡ଼କରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳେ। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଧୋନି ସୋମବାର ପ୍ରଥମଥର ରାଞ୍ଚି ରାସ୍ତାକୁ ବାହାରିଥିଲେ। ସେ ରିଙ୍ଗ୍ ରୋଡ୍ ସ୍ଥିତ ସିମଲିଆସ୍ଥିତ ନିଜ ଘରୁ ଅନ୍ୟ କୌଣସି ସ୍ଥାନକୁ ଯାଉଥିଲେ।

ଚଳିତ ଆଇପିଏଲର ଫାଇନାଲ୍‌ ମୁକାବିଲା ମଙ୍ଗଳବାର ଖେଳାଯିବ। ଚଳିତ ସଂସ୍କରଣରେ ଧୋନିଙ୍କ ଟିମ୍ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟିମ୍ ୧୪ଟି ମ୍ୟାଚରୁ ୬ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story