'ଧୋନିଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହୋଇନାହିଁ'

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନିଙ୍କୁ ନେଇ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ମୁହଁ ଖୋଲିଛନ୍ତି। ଲକ୍ଷ୍ମଣଙ୍କ ମତରେ ଧୋନିଙ୍କର କ୍ରିକେଟ୍ କ୍ୟାରିୟର ଶେଷ ହୋଇନାହିଁ। ଯଦି ଧୋନି ଚାହିଁବେ, ତାହେଲେ ସେ ଆଉ ଦୁଇ-ତିନିବର୍ଷ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ପକ୍ଷରୁ ଆଇପିଏଲ୍ ଖେଳିପାରିବେ। ଏକ ଟିଭି ଶୋ’ରେ ଯୋଗଦେବା ଅବସରରେ ଲକ୍ଷ୍ମଣ କହିଛନ୍ତି, ଧୋନି ଏବେବି ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ […]

VVS-Laxman

VVS-Laxman

Ranjit Kumar Jena
  • Published: Monday, 13 April 2020
  • Updated: 13 April 2020, 07:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନିଙ୍କୁ ନେଇ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ମୁହଁ ଖୋଲିଛନ୍ତି। ଲକ୍ଷ୍ମଣଙ୍କ ମତରେ ଧୋନିଙ୍କର କ୍ରିକେଟ୍ କ୍ୟାରିୟର ଶେଷ ହୋଇନାହିଁ। ଯଦି ଧୋନି ଚାହିଁବେ, ତାହେଲେ ସେ ଆଉ ଦୁଇ-ତିନିବର୍ଷ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ପକ୍ଷରୁ ଆଇପିଏଲ୍ ଖେଳିପାରିବେ।

ଏକ ଟିଭି ଶୋ'ରେ ଯୋଗଦେବା ଅବସରରେ ଲକ୍ଷ୍ମଣ କହିଛନ୍ତି, ଧୋନି ଏବେବି ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ତାଙ୍କ ପାଇଁ ବୟସ କେବଳ ସଂଖ୍ୟା। ମୋ ମତରେ ଚେନ୍ନାଇ ପକ୍ଷରୁ ଖେଳିବା ତାଙ୍କ ପାଇଁ ଭଲ ହେବ, କାରଣ ଧୋନିଙ୍କ ଉପସ୍ଥିତି ସିଏସକେ ଟିମ୍ ଫଳପ୍ରଦ ହେବ। ଧୋନି ଯେ କେବଳ ଶାରୀରିକ ଭାବେ ଫିଟ୍ ଥାନ୍ତି ସେ କଥା ନୁହେଁ ବରଂ ସେ ମାନସିକ ଭାବେ ବହୁତ ଫିଟ୍। କ୍ୟାପଟେନ୍ ଭାବେ ଚେନ୍ନାଇର ନେତୃତ୍ୱ ନେବାରେ ଧୋନି ଖୁବ୍ ମଜା ଉଠାନ୍ତି। ଚେନ୍ନାଇର କ୍ୟାପଟେନ୍ ଭାବେ ଧୋନି ବେଶ୍ ସଫଳ ମଧ୍ୟ ହୋଇଛନ୍ତି। ସବୁ ପ୍ରଶଂସକଙ୍କ ଭଳି ମୁଁ ମଧ୍ୟ ଧୋନିଙ୍କୁ ଖେଳୁଥିବାର ଦେଖିବାକୁ ଚାହେଁ। କେବଳ ଚଳିତ ଆଇପିଏଲ୍ ନୁହେଁ ବରଂ ଆଗାମୀ ଦୁଇ-ତିନିବର୍ଷ ମଧ୍ୟ ସେ ଟି-୨୦ ଲିଗ୍ ଖେଳିପାରିବେ।

ଧୋନିଙ୍କ ଭବିଷ୍ୟତକୁ ନେଇ ଲକ୍ଷ୍ମଣ କହିଛନ୍ତି, ଧୋନି ନିଜର ଭବିଷ୍ୟତକୁ ନେଇ ସ୍ପଷ୍ଟ ଅଛନ୍ତି । ଧୋନି ନିଜର ଭବିଷ୍ୟତ ସମ୍ବନ୍ଧରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ୨୦୧୯ ବିଶ୍ୱକପ୍ ପରେ ନିଶ୍ଚୟ ଆଲୋଚନା କରିଥିବେ। ନୂଆ ଚୟନକମିଟି ଧୋନିଙ୍କ ସହ ବ୍ୟକ୍ତିଗତ ଭାବେ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିବା ଦରକାର ବୋଲି ଲକ୍ଷ୍ମଣ କହିଛନ୍ତି।

ଲକ୍ଷ୍ମଣଙ୍କ ବ୍ୟତୀତ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏବଂ କ୍ରିକେଟ୍ କମେଣ୍ଟେଟର୍ ଆକାଶ ଚୋପ୍ରା କହିଛନ୍ତି, ଧୋନି ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ପରଠାରୁ ଏପର୍ଯ୍ୟନ୍ତ ଟିମ୍ ପାଇଁ ଉପଲବ୍ଧ ହୋଇନାହାନ୍ତି। ଧୋନିଙ୍କୁ ଡ୍ରପ୍ କରାଯାଇନାହିଁ। ତେଣୁ ମୋତେ ଲାଗୁଛି ଯେ ଧୋନି ଆଉ ଭାରତ ପକ୍ଷରୁ ଖେଳିବେ ନାହିଁ ବୋଲି ମନସ୍ଥ କରିସାରିଛନ୍ତି। ଧୋନି ଏବେବି ଭାରତ ପକ୍ଷରୁ ଖେଳିପାରନ୍ତି, ଯଦି ତାଙ୍କୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କୋଚ୍ ରବି ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ୍ କୋହଲି ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଡକାନ୍ତି। କିନ୍ତୁ ମୋତେ ଲାଗୁଛି, ଧୋନି ଆଉ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ପାରିବେ ନାହିଁ। ଧୋନି ସର୍ବଦା ନିଜର ନିଷ୍ପତ୍ତି ଦ୍ୱାରା ସମସ୍ତଙ୍କୁ ଚମକାଇ ଦେଇଥାନ୍ତି। ଠିକ୍ ସେହିପରି ସେ ଅବସର ଯୋଜନା ମଧ୍ୟ ଏମିତି ନେବେ ବୋଲି ଚୋପ୍ରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story