କାହିଁକି ହାରିଲା ଟିମ୍ ଇଣ୍ଡିଆ, ମୁହଁ ଖୋଲିଲେ କ୍ୟାପଟେନ୍ କୋହଲି

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜକୁ ତ କ୍ଲିନସୁଇପ୍ କରିନେଲା। କିନ୍ତୁ ଦିନିକିଆରେ ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା ରହିଲା। ତିନିମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆରେ ଭାରତ ୦-୩ରେ ହ୍ୱାଇଟୱାଶ୍ ହୋଇଛି। ତେବେ ଭାରତର ଏଭଳି ଲଜ୍ଜାଜନକ ପରାଜୟ ପଛର କାରଣ କ’ଣ। ଏ ନେଇ ମୁହଁ ଖୋଲିଛନ୍ତି ଖୋଦ୍ କ୍ୟାପଟେନ୍ ବିରାଟ୍ କୋହଲି। ମ୍ୟାଚ୍ ପରେ କୋହଲି କହିଛନ୍ତି, ମ୍ୟାଚରେ ଆମର ଫିଲ୍ଡିଂ ଓ ବୋଲିଂ ନିମ୍ନସ୍ତରର ଥିଲା ଏବଂ […]

kohli

kohli

Ranjit Kumar Jena
  • Published: Tuesday, 11 February 2020
  • Updated: 11 February 2020, 09:08 PM IST

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜକୁ ତ କ୍ଲିନସୁଇପ୍ କରିନେଲା। କିନ୍ତୁ ଦିନିକିଆରେ ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା ରହିଲା। ତିନିମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆରେ ଭାରତ ୦-୩ରେ ହ୍ୱାଇଟୱାଶ୍ ହୋଇଛି। ତେବେ ଭାରତର ଏଭଳି ଲଜ୍ଜାଜନକ ପରାଜୟ ପଛର କାରଣ କ'ଣ। ଏ ନେଇ ମୁହଁ ଖୋଲିଛନ୍ତି ଖୋଦ୍ କ୍ୟାପଟେନ୍ ବିରାଟ୍ କୋହଲି।

ମ୍ୟାଚ୍ ପରେ କୋହଲି କହିଛନ୍ତି, ମ୍ୟାଚରେ ଆମର ଫିଲ୍ଡିଂ ଓ ବୋଲିଂ ନିମ୍ନସ୍ତରର ଥିଲା ଏବଂ ଏହି କାରଣରୁ ଆମେ ବିଜୟର ହକଦାର ନୁହେଁ। ଏହି ମ୍ୟାଚରେ ଆମେ ସେତେଟା ବି ଖରାପ ଖେଳିନାହୁଁ। ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଆମର ବ୍ୟାଟ୍ସମ୍ୟାନ୍ ଯେଉଁଭଳି ପ୍ରଦର୍ଶନ କଲେ, ତାହା ନିଶ୍ଚିତ ଭାବେ ଆମ ପାଇଁ ସକାରାତ୍ମକ ରହିଛି। କିନ୍ତୁ ଆମେ ଯେଉଁଭଳି ଭାବେ ଫିଲ୍ଡିଂ ଓ ବୋଲିଂ କଲୁ, ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା।

ଆମେ ଏହି ସିରିଜ୍ ଜିତିବା ପାଇଁ ଆଦୌ ହକଦାର୍ ନଥିଲୁ। ମ୍ୟାଚରେ ଅନେକ ସୁଯୋଗ ହାତଛଡ଼ା କରିଥିଲୁ। ଟିମରେ ଯେଉଁ ନୂଆ ଖେଳାଳିମାନେ ସୁଯୋଗ ପାଇଲେ, ସେମାନଙ୍କ ପାଇଁ ସିରିଜ୍ ନିଶ୍ଚିତ ଭାବେ ଭଲ ଅଭିଜ୍ଞତା ରହିଛି। ଆମ ତୁଳନାରେ କିୱି ଟିମ୍ ଅଧିକ ଏକଜୁଟ୍ ହୋଇ ଖେଳିଥିଲା ଏବଂ ସେମାନେ ସିରିଜକୁ ୩-୦ ଜିତିବା ପାଇଁ ହକଦାର ଥିଲେ।

ଏବେ ଆମେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବୁ। ଟେଷ୍ଟ ସିରିଜ୍ ପାଇଁ ଆମ ପାଖରେ ଏକ ସନ୍ତୁଳିତ ଟିମ୍ ଅଛି ଏବଂ ଆମେ ନିଶ୍ଚିତ ଟେଷ୍ଟ ସିରିଜ୍ ଜିତିପାରିବୁ। ମ୍ୟାଚ୍ ଜିତିବା ପାଇଁ ସକାରାତ୍ମକ ଆଭିମୁଖ୍ୟ ନେଇ ମଇଦାନକୁ ଓହ୍ଲାଇବାକୁ ପଡ଼ିବ ବୋଲି କୋହଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story