ଡୋନାଲ୍ଡ ହେବେ ଅଷ୍ଟ୍ରେଲିଆର ବୋଲିଂ କୋଚ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିଖ୍ୟାତ ବୋଲର ଆଲାନ୍ ଡୋନାଲ୍ଡ ହେବେ ଅଷ୍ଟ୍ରେଲିଆ ଟିମ୍‌ର ବୋଲିଂ କୋଚ୍। ଶ୍ରୀଲଙ୍କା ଗସ୍ତ ପାଇଁ ସେ ଅଷ୍ଟ୍ରେଲିଆର ବୋଲିଂ କୋଚ୍ ହେବେ ବୋଲି ଜଣାପଡ଼ିଛି। ତା’ପରେ ଚଳିତ ବର୍ଷ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟେଷ୍ଟ୍ ସିରିଜ୍ ପାଇଁ ବି ସେ ଅଷ୍ଟ୍ରେଲିଆର ବୋଲିଂ କୋଚ୍ ରହିବେ ବୋଲି ଜଣାପଡ଼ିଛି। ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆର ବୋଲିଂ କୋଚ୍ ପଦବୀ ଖାଲି ପଡ଼ିଛି। ଏହି ଟୁର୍ଣ୍ଣାମେଣ୍ଟ୍ ପରେ […]

donald

donald

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 04:01 PM IST

Sports

Latest News

donaldନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିଖ୍ୟାତ ବୋଲର ଆଲାନ୍ ଡୋନାଲ୍ଡ ହେବେ ଅଷ୍ଟ୍ରେଲିଆ ଟିମ୍‌ର ବୋଲିଂ କୋଚ୍। ଶ୍ରୀଲଙ୍କା ଗସ୍ତ ପାଇଁ ସେ ଅଷ୍ଟ୍ରେଲିଆର ବୋଲିଂ କୋଚ୍ ହେବେ ବୋଲି ଜଣାପଡ଼ିଛି। ତା’ପରେ ଚଳିତ ବର୍ଷ ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟେଷ୍ଟ୍ ସିରିଜ୍ ପାଇଁ ବି ସେ ଅଷ୍ଟ୍ରେଲିଆର ବୋଲିଂ କୋଚ୍ ରହିବେ ବୋଲି ଜଣାପଡ଼ିଛି।

ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆର ବୋଲିଂ କୋଚ୍ ପଦବୀ ଖାଲି ପଡ଼ିଛି। ଏହି ଟୁର୍ଣ୍ଣାମେଣ୍ଟ୍ ପରେ କ୍ରେଗ୍ ମାକ୍‌ଡରମୋଟ୍ଟ  ଦଳର ବୋଲିଂ କୋଚ୍ ପଦ ଛାଡ଼ି ଦେଇଥିଲେ।

ଶ୍ରୀଲଙ୍କ ଗସ୍ତ ବେଳେ ଅଷ୍ଟ୍ରେଲିଆ ଘରୋଇ ଟିମ୍ ସହିତ ତିନୋଟି ଟେଷ୍ଟ୍ ମ୍ୟାଚ୍, ୫ଟି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଓ ଦୁଇଟି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଜୁଲାଇ ୨୬ରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟରେ ଏହି ସବୁ ମ୍ୟାଚ୍ ଖେଳାଯିବ।

ଆସନ୍ତା ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ସେଠାରେ ଦଳ ଘରୋଇ ଟିମ୍ ସହିତ ଏକ ଦିନିକିଆ ସିରିଜ୍ ସହିତ ତିନିଟି ମ୍ୟାଚ୍ ବିଶିଷ୍ଟ ଏକ ଟେଷ୍ଟ୍ ସିରିଜ୍ ମଧ୍ୟ ଖେଳିବ।

ଡୋନାଲ୍ଡ ୬୦୨ଟି ଅନ୍ତର୍ଜାତୀୟ ୱିକେଟ୍ ନେଇଛନ୍ତି। ସେ ଏବେ ଆଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲିଂ କୋଚ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story