ଆଗାମୀ ଅଲିମ୍ପିକ୍‌ ପାଇଁ ଏବେଠୁ ଅଭ୍ୟାସ କରିବି: ଦୂତୀ

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍‌ ପାଇଁ ଏବେଠାରୁ ଅଭ୍ୟାସ ଆରମ୍ଭ କରିବେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ରିଓ ଅଲିମ୍ପିକ୍‌ରେ ଭାଗ ନେଇ ଆଜି ଭୁବନେଶ୍ୱର ଫେରିବା ପରେ ସେ କହିଛନ୍ତି ଏ କଥା। ରିଓ ଅଲିମ୍ପିକ୍‌ର ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ପର୍ଯ୍ୟାୟରୁ ସେ ବାହାର ହୋଇଯାଇଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୂତୀ କହିଥିଲେ,“ଏହା ମୋର ପ୍ରଥମ ଅଲିମ୍ପିକ୍‌ ଥିଲା। ଅଲିମ୍ପିକ୍ କେମିତି ହୁଏ ଦେଖିଲି, ପୂର୍ବରୁ କେବଳ ଶୁଣି ଥିଲି। ଏଥିରୁ ମୋତେ […]

dutee

dutee

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 01:30 PM IST

Sports

Latest News

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍‌ ପାଇଁ ଏବେଠାରୁ ଅଭ୍ୟାସ ଆରମ୍ଭ କରିବେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ରିଓ ଅଲିମ୍ପିକ୍‌ରେ ଭାଗ ନେଇ ଆଜି ଭୁବନେଶ୍ୱର ଫେରିବା ପରେ ସେ କହିଛନ୍ତି ଏ କଥା। ରିଓ ଅଲିମ୍ପିକ୍‌ର ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ପର୍ଯ୍ୟାୟରୁ ସେ ବାହାର ହୋଇଯାଇଥିଲେ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୂତୀ କହିଥିଲେ,“ଏହା ମୋର ପ୍ରଥମ ଅଲିମ୍ପିକ୍‌ ଥିଲା। ଅଲିମ୍ପିକ୍ କେମିତି ହୁଏ ଦେଖିଲି, ପୂର୍ବରୁ କେବଳ ଶୁଣି ଥିଲି। ଏଥିରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି। ଉସେନ ବୋଲ୍ଟଙ୍କ ଭଳି ବିଶ୍ୱର ବହୁ ବଡ଼ ଧାବକଙ୍କୁ ନିକଟରୁ ଦେଖିବାକୁ ପାଇଲି।”

ସେ କହିଥିଲେ,“ପୂର୍ବରୁ ମୁଁ କେବଳ ଜାତୀୟ ଓ ଦୁଇ ତିନୋଟି ଅନ୍ତଜାର୍ତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲି। କିନ୍ତୁ ଅଲିମ୍ପିକ୍‌ ଭଳି ବଡ଼ ପ୍ରତଯୋଗିତାରେ ଭାଗ ନେଇ ନ ଥିଲି। ଏତେ ଲୋକଙ୍କ ସାମ୍ନାରେ ମୁଁ ପ୍ରଥମେ ବହୁ ନର୍ଭସ ହୋଇଯାଇଥିଲି।”

ଦୂତୀ କହିଥିଲେ,“ଅଲିମ୍ପିକ୍‌ରେ ପଦକ ଜିତିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ। ସେତିକି ପରିଶ୍ରମ କରିବା ପାଇଁ ମୁଁ ସମୟ ପାଇ ନ ଥିଲି। କାରଣ ମୁଁ ଜୁନ୍ ମାସରେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲି। ଅଗଷ୍ଟରେ ଅଲିମ୍ପିକ୍ ଆରମ୍ଭ ହୋଇଥିଲା। ତେଣୁ ମୁଁ ମାତ୍ର ମାସେ ସମୟ ପାଇଥିଲି ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତି କରିବାକୁ। ସେତିକି ସମୟ ଅଲିମ୍ପିକ୍ ପାଇଁ ପର୍ଯ୍ୟାପ୍ତ ନୁହେଁ। ଅଲିମ୍ପିକ୍ ପାଇଁ ପ୍ରସ୍ତୁତି କରିବାକୁ ୬ ମାସ ସମୟ ଦରକାର। ଆଗାମୀ ଅଲିମ୍ପିକ୍‌ ପାଇଁ ଏବେଠାରୁ ପରିଶ୍ରମ କରିବାକୁ ପଡ଼ିବ।”

ରିଓ ଡି ଜେନେରିଓର ପରିବେଶ ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଛି ବୋଲି କହିଛନ୍ତି ଦୂତୀ।

ସେ କହିଛନ୍ତି,“ସେଠାକାର ପ୍ରତିକୂଳ ପରିବେଶ ବି ମୋ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଛି। ଦିନ ସାରା ବର୍ଷା ଯୋଗୁଁ ମୋ ବଡି ରିକୋଭରି କରି ପାରି ନ ଥିଲା। ପୁଣି ରାତି ୧୧ଟାରେ ମୁଁ କେବେ ପୂର୍ବରୁ ଦୌଡ଼ି ନ ଥିଲି।”

ବ୍ରାଜିଲ୍‌କୁ ବିମାନଯାତ୍ରାରେ ଅବ୍ୟବସ୍ଥା କଥାକୁ ସେ ଆଜି ବି ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story