ତାଇୱାନ ଆଥ୍‌ଲେଟିକ୍ସ ଓପନ୍: ୨୦୦ ମିଟର ଦୌଡ଼ରେ ଦୂତୀଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ତାଇୱାନ ଆଥ୍‌ଲେଟିକ୍ସ ଓପନରେ ଆଜି ଦୁଇ ଶହ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ ଚାନ୍ଦ। ସେହିପରି ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ନିର୍ଦ୍ଧାରିତ ଦୂରତାକୁ ଦୂତୀ ୨୩.୫୨ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଶ୍ରାବଣୀ ଏଥିପାଇଁ ନେଇଥିଲେ ୨୩.୫୫ ସେକେଣ୍ଡ। ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାତେଇଛନ୍ତି ଜ୍ୟୋତି ହରିୟୁର ମଞ୍ଜୁନାଥ। ସେ ୨୩.୯୨ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରିଥିଲେ। ଗତକାଲି […]

Dutee Chand

Dutee Chand

Rakesh Mallick
  • Published: Friday, 20 May 2016
  • Updated: 20 May 2016, 03:53 PM IST

Sports

Latest News

Dutee Chandଭୁବନେଶ୍ୱର: ତାଇୱାନ ଆଥ୍‌ଲେଟିକ୍ସ ଓପନରେ ଆଜି ଦୁଇ ଶହ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ ଚାନ୍ଦ। ସେହିପରି ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି।

ନିର୍ଦ୍ଧାରିତ ଦୂରତାକୁ ଦୂତୀ ୨୩.୫୨ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଶ୍ରାବଣୀ ଏଥିପାଇଁ ନେଇଥିଲେ ୨୩.୫୫ ସେକେଣ୍ଡ।

ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାତେଇଛନ୍ତି ଜ୍ୟୋତି ହରିୟୁର ମଞ୍ଜୁନାଥ। ସେ ୨୩.୯୨ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରିଥିଲେ।

ଗତକାଲି ତାଇୱାନ ଆଥ୍‌ଲେଟିକ୍ସ ଓପନରେ ଶହେ ମିଟର ଦୌଡ଼ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଦୂତୀ। ସେ ୧୧.୦୫ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story