ଏବେ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଆଗ୍ରହୀ ନୁହନ୍ତି ରାହୁଲ

ମୁମ୍ବାଇ: ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ ନେବାକୁ ବର୍ତମାନ ତାଙ୍କର କୌଣସି ଆକାଂକ୍ଷା ନାହିଁ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ। ସେ କହିଛନ୍ତି ଯେ ବର୍ତମାନ ସେ ଜଣେ କୋଚ୍ ଭାବେ ପୂରା ସମୟ ଭାରତ ଏ ଓ ୧୯ ବର୍ଷରୁ କମ୍ ଟିମକୁ ଦେବେ। ତେଣୁ ଏବେ ଟିମ୍ ଇଣ୍ଡିଆର କୋଚ୍ ହେବା ସଂପର୍କରେ ସେ କିଛି ଭାବୁ ନାହାନ୍ତି। ଏଠାରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗ […]

dravid

dravid

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 01:38 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ ନେବାକୁ ବର୍ତମାନ ତାଙ୍କର କୌଣସି ଆକାଂକ୍ଷା ନାହିଁ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ। ସେ କହିଛନ୍ତି ଯେ ବର୍ତମାନ ସେ ଜଣେ କୋଚ୍ ଭାବେ ପୂରା ସମୟ ଭାରତ ଏ ଓ ୧୯ ବର୍ଷରୁ କମ୍ ଟିମକୁ ଦେବେ। ତେଣୁ ଏବେ ଟିମ୍ ଇଣ୍ଡିଆର କୋଚ୍ ହେବା ସଂପର୍କରେ ସେ କିଛି ଭାବୁ ନାହାନ୍ତି। ଏଠାରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ।

ରାହୁଲ କହିଥିଲେ, ନିର୍ଦ୍ଦେଶକ ରବି ଶାସ୍ତ୍ରୀ ଓ ଅନ୍ୟ ସପୋର୍ଟ ଷ୍ଟାଫ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଭଲ କାମ କରୁଛନ୍ତି। ଏବେ ସେହି ସ୍ତରରେ କାମ କରିବାର ତାଙ୍କର କୌଣସି ଅଭିଳାଷ ନାହିଁ। ଭାରତ ଏ ଓ ୧୯ ବର୍ଷରୁ କମ୍ ଟିମର କୋଚ୍ ଦାୟିତ୍ୱ ତାଙ୍କୁ ଦିଆଯାଇଥିବାରୁ ସେ ଖୁବ୍ ଖୁସି ଅଛନ୍ତି। ଆଗକୁ ୨ ରୁ ୩ଟି ସିରିଜ୍ ହେବାର ଅଛି। ତେଣୁ ଏହି ଦୁଇ ଟିମ୍ ସହିତ ସେ ତାଙ୍କ ଅନୁଭୁତି ବାଣ୍ଟିବେ ବୋଲି କହିଛନ୍ତି। ଏହି ପୂର୍ବତନ ଅଧିନାୟକ ଆହୁରି ମଧ୍ୟ କହିଥିଲେ ଯେ କିଛି ବର୍ଷ ଧରି ସେ ଆଇପିଏଲରେ ରାଜସ୍ଥାନ ରୋୟାଲସର ମେଣ୍ଟର ଦାୟିତ୍ୱରେ ରହିଥିଲେ। ତାହା ଏବର ନୂଆ ଦାୟିତ୍ୱରେ ଖୁବ୍ କାମରେ ଲାଗିବ ବୋଲି ସେ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story