ଫେଡେରେସନ୍ କପ୍: ୨୦୦ ମିଟର ଦୌଡ଼ରେ ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ, ଦୂତିଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ଆଜି ପୁଣି ଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ। ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତି ରୌପ୍ୟ ପଦକ ଜିତିଛନ୍ତି। ତେବେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନାହାନ୍ତି। ଆଜି ଶ୍ରାବଣୀ ୨୦୦ ମିଟର ରେସ୍‌କୁ ୨୩.୩୯ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଦୂତି ୨୩.୪୧ ସେକେଣ୍ଡରେ […]

d

d

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 06:09 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ଆଜି ପୁଣି ଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ। ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତି ରୌପ୍ୟ ପଦକ ଜିତିଛନ୍ତି। ତେବେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନାହାନ୍ତି।

ଆଜି ଶ୍ରାବଣୀ ୨୦୦ ମିଟର ରେସ୍‌କୁ ୨୩.୩୯ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଦୂତି ୨୩.୪୧ ସେକେଣ୍ଡରେ ଏହି ଦୂରତାକୁ ପାର କରିଥିଲେ।

ଶ୍ରାବଣୀ କହିଛନ୍ତି, “ପ୍ରବଳ ଗୁଳିଗୁଳି ଯୋଗୁଁ ଅଲିମ୍ପିକ୍ ଯୋଗ୍ୟତା ପ୍ରତିବନ୍ଧକ ସାଜିଲା। ଫ୍ଲଡ୍‌ ଲାଇଟ୍‌ରେ ଦୌଡ଼ିଥିଲେ ଭଲ ହୋଇଥାଆନ୍ତା। ତେବେ ଆଗକୁ ଅଲିମ୍ପିକ୍ ଯୋଗ୍ୟତା ହାସଲ ନେଇ ମୁଁ ଆଶାବାଦୀ ଅଛି।”

ସେହିପରି ଦୂତି କହିଛନ୍ତି,“ଗୁଳୁଗୁଳି ଯୋଗୁଁ ଶ୍ରେଷ୍ଠ ସମୟରେ ଦୂରତା ପାର କରି ହେଲା ନାହିଁ।”

ଶୁଭେଚ୍ଛା ଓ ସମର୍ଥନ ପାଇଁ ଉଭୟ ଧାବିକା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହା ପୂର୍ବରୁ ସୋମବାର ୧୦୦ ମିଟର ଦୌଡ଼ରେ ମଧ୍ୟ ଏହି ଦୁଇ ଓଡ଼ିଆଙ୍କୁ ମିଳିଥିଲା ସଫଳତା। ଏଥିରେ ଦୂତି ନୂଆ ଜାତୀୟ ରେକର୍ଡ କରିବା ସହିତ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ୧୬ ବର୍ଷର ଜାତୀୟ ରେକର୍ଡ ଭାଙ୍ଗି ଥିଲେ। ତେବେ ମାତ୍ର ୦.୦୧ ସେକେଣ୍ଡ୍ ପାଇଁ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲେ। ଅଲିମ୍ପିକ୍ ଯୋଗ୍ୟତା ପାଇଁ ୧୧.୩୨ ସେକେଣ୍ଡ୍ ଟାଇମିଂ ଧାର୍ଯ୍ୟ କରାଯାଇଥିବା ବେଳେ ସେ ୧୧.୩୩ ସେକେଣ୍ଡରେ ଦୌଡ଼ ଶେଷ କରିଥିଲେ।

ଏହି ରେସ୍‌ରେ ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story