ଫିଫା ବିଶ୍ୱକପ: ପ୍ରି-କ୍ୱାଟର୍‌ ଲାଇନ ଅଫ୍ ଚୂଡ଼ାନ୍ତ, ହାଇଭୋଲଟେଜ୍ ମ୍ୟାଚକୁ ନେଇ ଉତ୍କଣ୍ଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ହୋଇଛି ଫିଫା ବିଶ୍ୱକପର ଲିଗ୍ ପର୍ୟ୍ୟାୟ। ଏହା ପରେ ଆରମ୍ଭ ହେବ ଅସଲି ମୁକାବିଲା। ନକଆଉଟ ପର୍ଯ୍ୟାୟ ମ୍ୟାଚରେ ସାମ୍ନାସାମ୍ନା ହେବେ ବିଶ୍ୱର ଶ୍ରେଷ୍ଠ ୧୬ଟିମ୍। ଚୂଡ଼ାନ୍ତ ହୋଇଛି ପ୍ରିକ୍ୱାଟର ଲାଇନ୍ ଅଫ୍, ଆସନ୍ତାକାଲି ପ୍ରଥମ ମ୍ୟାଚରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାହେବ ହାଇଭୋଲ୍ଟେଜ୍ ମ୍ୟାଚ। ଦ୍ୱିତୀୟ ମ୍ୟାଚରେ ଉରୁଗୁଏ ଓ ପର୍ତ୍ତୁଗାଲ ମଧ୍ୟରେ ମୁକାବିଲା ହେବ। ନକ୍ଆଉଟ ପର୍ଯ୍ୟାୟକୁ ନେଇ ବଢୁଛି ରୋମାଞ୍ଚ। ଫିଫା ବିଶ୍ୱକପର ଟ୍ରଫି ଦୌଡରେ ଏବେ […]

top16

top16

Rakesh Mallick
  • Published: Friday, 29 June 2018
  • Updated: 29 June 2018, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷ ହୋଇଛି ଫିଫା ବିଶ୍ୱକପର ଲିଗ୍ ପର୍ୟ୍ୟାୟ। ଏହା ପରେ ଆରମ୍ଭ ହେବ ଅସଲି ମୁକାବିଲା। ନକଆଉଟ ପର୍ଯ୍ୟାୟ ମ୍ୟାଚରେ ସାମ୍ନାସାମ୍ନା ହେବେ ବିଶ୍ୱର ଶ୍ରେଷ୍ଠ ୧୬ଟିମ୍। ଚୂଡ଼ାନ୍ତ ହୋଇଛି ପ୍ରିକ୍ୱାଟର ଲାଇନ୍ ଅଫ୍, ଆସନ୍ତାକାଲି ପ୍ରଥମ ମ୍ୟାଚରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାହେବ ହାଇଭୋଲ୍ଟେଜ୍ ମ୍ୟାଚ। ଦ୍ୱିତୀୟ ମ୍ୟାଚରେ ଉରୁଗୁଏ ଓ ପର୍ତ୍ତୁଗାଲ ମଧ୍ୟରେ ମୁକାବିଲା ହେବ।Image result for argentina vs france

ନକ୍ଆଉଟ ପର୍ଯ୍ୟାୟକୁ ନେଇ ବଢୁଛି ରୋମାଞ୍ଚ। ଫିଫା ବିଶ୍ୱକପର ଟ୍ରଫି ଦୌଡରେ ଏବେ ୧୬ଟି ଦଳ। ହାରିଲେ ବିଶ୍ୱକପରୁ ବିଦାୟ। ଚାରି ବର୍ଷର ସ୍ୱପ୍ନକୁ ନେଇ ମଇଦନକୁ ଓହ୍ଲାଇବେ ୧୬ ଟିମ୍।  ଦଳ କମିଛି ହେଲେ ଜୋସ୍ ନୁହେଁ। ଜୋସ୍ ଏମିତି ଯେଉଁଠି, ଇମୋସନ୍ ବି ସାମିଲ ଏବଂ ଟକ୍କର ବି ହେବ ଜୋରଦାର। ମହାମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ,  କିଏ ଜିତିବ କିଏ ହାରିବ ତାହାକୁ ନେଇ ସସ୍ପେନ୍ସ। ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପରେ ଏବେ ଆରପାର୍ ଲଢେଇ। ଚଳିତ ବିଶ୍ୱକପରେ ପୁଣି ଥରେ ୟୁରୋପିଓ ମହାଦେଶର ଦବ୍‌ଦବା ଦେଖିବାକୁ ମଳିଛି। Image result for uruguay vs portugal

୧୬ଟି ଦଳ ଲିଗ୍ ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରି ପହଞ୍ଚିଛନ୍ତି ପ୍ରି-କ୍ୱାର୍ଟରରେ। ହେଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଭଳି ଦଳ ନକଆଉଟ୍ ଖେଳିବାକୁ  ଲିଗ୍ ମ୍ୟାଚରେ କରିଛନ୍ତି ଜୋରଦାର ସଂଘର୍ଷ। ପ୍ରଥମ ମ୍ୟାଚରେ ସ୍ୱିଜରଲାଣ୍ଡ ସହ ଡ୍ର ରଖିବା ପରେ ଦ୍ୱିତୀୟ ମ୍ୟାଚକୁ ବହୁ କଷ୍ଟରେ ଜିତିଥିଲା ୫ ଥର ବିଶ୍ୱବିଜେତା ବ୍ରାଜିଲ। ସେପଟେ ଡିଫେଣ୍ଡିଂ ଚମ୍ପିଆନ୍ ଜର୍ମାନୀ ବିଶ୍ୱକପରୁ ଆଉଟ ହୋଇଯାଇଛି। ମେକ୍ସିକୋ ଓ ଦକ୍ଷିଣ କୋରିଆ ଠାରୁ ଲିଗ୍ ମ୍ୟାଚ ହାରି ବିଦାୟ ନେଇଛି ଜର୍ମାନୀ। Image result for rusia vs spain

ସ୍ପେନ, ଫ୍ରାନ୍ସ, ବେଲଜିୟମ, ଉରୁଗୁଏ ଏବଂ କୋଷ୍ଟାରିକା ଲିଗ୍ ମ୍ୟାଚରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ନିଜ ନିଜ ଗ୍ରୁପରେ ପ୍ରତିଦ୍ୱନ୍ଦ୍ୱିଙ୍କୁ ଚକ୍ମା ଦେଇଥିବା ଏହି ଟିମ୍ ସବୁ ଟ୍ରଫି ଫେବରିଟ୍। ସେପଟେ କିନ୍ତୁ ବ୍ରାଜିଲ ଓ ଆର୍ଜେଣ୍ଟିନା ଏବେ ଘାଇଲା ବାଘ ସାବ୍ୟସ୍ତ ହୋଇପାରନ୍ତି। ଲିଗ୍ ମ୍ୟାଚରେ ଦୁର୍ବଳ ଆରମ୍ଭ କରିଥିବା ଏହି ଦୁଇ ଦଳ ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ କୌଣସି ପରିସ୍ଥିତିରେ ଏମାନେ ମ୍ୟାଚର ମୋଡ ବଦଳାଇ ପାରନ୍ତି।  ପର୍ତ୍ତୁଗାଲ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଯାଦୁକୁ ନେଇ ପ୍ରଥମ ଥର ଟ୍ରଫି ଜିତିବାର ସ୍ୱପ୍ନ ଦେଖୁଛି। ତେବେ ଚଳିତ ଫିଫା ବିଶ୍ୱକପ ଟ୍ରଫି କାହାର ହେବ ତାହାକୁ ନେଇ ଲାଗିରହିଛି କଳ୍ପନା ଜଳ୍ପନା।Image result for belgium vs england

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story