ପିସିବି ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ପଡ଼ିବେ ସୋଏବ ମାଲିକ!

ଇସ୍‌ଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବରିଷ୍ଠ କ୍ରିକେଟ୍‌ରମାନଙ୍କ ଦରମା ଓ ମ୍ୟାଚ୍‌ ଫି’ କାଟ କରିବାକୁ ଯାଉଛି। ବିଶେଷ କରି ପାକିସ୍ତାନ ଟିମ୍‌ର ବରିଷ୍ଠ ଖେଳାଳି ସୋଏବ ମାଲିକ, ମହମ୍ମଦ ହାଫିଜ ଓ ଜୁନେଦ ଖାନ୍‌ଙ୍କ ଭଳି କ୍ରିକେଟରଙ୍କୁ ପିସିବି ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୦ରୁ ୩୩ ଜଣ ଖେଳାଳି ରହୁଥିଲେ। ହେଲେ ଏବେ ଏହି ସଂଖ୍ୟାକୁ ୧୮ରୁ ୨୦କୁ ହ୍ରାସ କରିବାକୁ […]

p

p

Hemant Lenka
  • Published: Saturday, 03 August 2019
  • Updated: 03 August 2019, 05:48 PM IST

Sports

Latest News

ଇସ୍‌ଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବରିଷ୍ଠ କ୍ରିକେଟ୍‌ରମାନଙ୍କ ଦରମା ଓ ମ୍ୟାଚ୍‌ ଫି’ କାଟ କରିବାକୁ ଯାଉଛି। ବିଶେଷ କରି ପାକିସ୍ତାନ ଟିମ୍‌ର ବରିଷ୍ଠ ଖେଳାଳି ସୋଏବ ମାଲିକ, ମହମ୍ମଦ ହାଫିଜ ଓ ଜୁନେଦ ଖାନ୍‌ଙ୍କ ଭଳି କ୍ରିକେଟରଙ୍କୁ ପିସିବି ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେବାକୁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୦ରୁ ୩୩ ଜଣ ଖେଳାଳି ରହୁଥିଲେ। ହେଲେ ଏବେ ଏହି ସଂଖ୍ୟାକୁ ୧୮ରୁ ୨୦କୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ଗତ ଗୋଟିଏ ବର୍ଷ ହେଲା ଭଲ ପ୍ରଦର୍ଶନ କରିଥିବା ଖେଳାଳି ଏବଂ ପାକିସ୍ତାନ ଟିମ୍‌ରେନିକଟ ଭବିଷ୍ୟତରେ ଯୋଗଦେବାକୁ ଥିବା ଖେଳାଳିଙ୍କୁ ହିଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିବାକୁ ପିସିବି ଚାହୁଁଛି।

ଉଲ୍ଲେଖଯୋଗ୍ୟ, ବିଶ୍ୱକପ ବେଳେ ସୋଏବ ମାଲିକ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ସେ ଏବେ କେବଳ ଟି-୨୦ ଖେଳିପାରିବେ। ମହମ୍ମଦ ହାଫିଜ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି। ଜୁନେଦ ଖାନ୍‌ ନିଜର ଫିଟନେଶକୁ ନେଇ ଟିମ୍‌ରୁ ବାଦ୍‌ ପଡ଼ି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story