ଫିଟ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଟୁର୍ଣ୍ଣାମେଣ୍ଟରେ କରିବେ କମବ୍ୟାକ୍‌

ଫିଟ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଟୁର୍ଣ୍ଣାମେଣ୍ଟରେ କରିବେ କମବ୍ୟାକ୍‌ମ୍ବାଇ: ନ୍ୟୁଜିଲ୍ୟାଣ୍ଡରେ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଲୋୟର ବ୍ୟାକ୍ ଇଞ୍ଜୁରୀ କାରଣରୁ ପାଞ୍ଚମାସ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହୋଇ ମଇଦାନକୁ କମବ୍ୟାକ୍ କରିବାକୁ ଅଣ୍ଟା ଭିଡିଛନ୍ତି। ୨୬ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ରିଲାଏନ୍ସ ୱାନ୍ ଟିମ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ […]

pandya

pandya

Ranjit Kumar Jena
  • Published: Monday, 24 February 2020
  • Updated: 24 February 2020, 06:22 PM IST

Sports

Latest News

ଫିଟ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଟୁର୍ଣ୍ଣାମେଣ୍ଟରେ କରିବେ କମବ୍ୟାକ୍‌ମ୍ବାଇ: ନ୍ୟୁଜିଲ୍ୟାଣ୍ଡରେ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଲୋୟର ବ୍ୟାକ୍ ଇଞ୍ଜୁରୀ କାରଣରୁ ପାଞ୍ଚମାସ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହୋଇ ମଇଦାନକୁ କମବ୍ୟାକ୍ କରିବାକୁ ଅଣ୍ଟା ଭିଡିଛନ୍ତି। ୨୬ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ରିଲାଏନ୍ସ ୱାନ୍ ଟିମ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ତିନୋଟି ମ୍ୟାଚ୍ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ଖେଳି ପାଣ୍ଡ୍ୟା ନିଜର ଫିଟନେସ୍ ଟେଷ୍ଟ ମଧ୍ୟ ଦେବେ। ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହାର୍ଦ୍ଦିକଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରିଲିଜ୍ କରିଦେଇଛି। ଏବେ ସେ ଡିୱାଇ ପାଟିଲ୍ ଟୁର୍ଣ୍ଣାମେଣ୍ଟ ଖେଳିବେ। ହାର୍ଦ୍ଦିକ ନିଜର ଶେଷ ଟି-୨୦ ମ୍ୟାଚ୍ ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ।

ଜାତୀୟ ଚୟନକର୍ତ୍ତା ହୁଏତ ପାଣ୍ଡ୍ୟାଙ୍କ ଖେଳ ଦେଖିବା ପାଇଁ ଡିୱାଇ ପାଟିଲ୍ ଷ୍ଟାଡିୟମ ଆସିପାରନ୍ତି। ଯଦି ପାଣ୍ଡ୍ୟା ନିଜର ଫିଟନେସ୍ ସାବ୍ୟସ୍ତ କରିବାରେ ସଫଳ ହୁଅନ୍ତି, ତାହେଲେ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଚୟନ କରାଯାଇପାରେ। ସୂଚନାଯୋଗ୍ୟ, ପାଣ୍ଡ୍ୟା ଭାରତ ପକ୍ଷରୁ ୧୧ ଟେଷ୍ଟ, ୫୪ ଦିନିକିଆ ଏବଂ ୪୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story