ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ପିଟର୍ ୱାଲକରଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ପିଟର୍ ୱାଲକରଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି। ଷ୍ଟ୍ରୋକ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୱାଲକର ଇଂଲଣ୍ଡ ପକ୍ଷରୁ ମାତ୍ର ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଏହି ତିନୋଟି ଯାକ ମ୍ୟାଚ୍ ୧୯୬୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ମାତ୍ର ୧୨୮ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୫୨ ଥିଲା। ଗ୍ଲାମରଗାନ୍ ପକ୍ଷରୁ ସେ ୧୬ବର୍ଷ ଧରି […]

walkar

walkar

Ranjit Kumar Jena
  • Published: Tuesday, 07 April 2020
  • Updated: 07 April 2020, 06:57 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ପିଟର୍ ୱାଲକରଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି। ଷ୍ଟ୍ରୋକ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୱାଲକର ଇଂଲଣ୍ଡ ପକ୍ଷରୁ ମାତ୍ର ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଏହି ତିନୋଟି ଯାକ ମ୍ୟାଚ୍ ୧୯୬୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ମାତ୍ର ୧୨୮ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୫୨ ଥିଲା।

ଗ୍ଲାମରଗାନ୍ ପକ୍ଷରୁ ସେ ୧୬ବର୍ଷ ଧରି ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି। ଏହା ମଧ୍ୟରେ ୱାଲକର ୪୬୯ ମ୍ୟାଚରେ ୧୩ ଶତକ ଓ ୯୨ ଅର୍ଦ୍ଧଶତକ ସହ ୧୭୬୫୦ ରନ୍ କରିଥିଲେ। ସେହିପରି ସେ ୨୮.୬୩ ହାରରେ ୮୩୪ ୱିକେଟ୍ ମଧ୍ୟ ନେଇଥିଲେ। ବାମହାତୀ ପେସର୍ ଭାବେ କ୍ୟାରିୟର ଶୁଭାରମ୍ଭ କରିଥିବା ୱାଲକର୍ ପରେ ସ୍ପିନର ଭୂମିକା ବହନ କରିଥିଲେ।

ନିଜ କ୍ୟାରିୟରର ଶେଷ ସମୟରେ ମିଡିଆରେ କାମ କରୁଥିବା ୱାଲକର ୧୯୯୬ରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ମୁଖ୍ୟ କାର୍ଯ୍ୟକାରୀ ରହିଥିଲେ ଏବଂ ୨୦୦୯ ଓ ୨୦୧୦ରେ ଗ୍ଲାମରଗାନର ଅଧ୍ୟକ୍ଷ ମଧ୍ୟ ଥିଲେ। ତାଙ୍କ ପରଲୋକରେ ଇସିବି ଓ ଗ୍ଲାମରଗାନ୍ ଗଭୀର ଶୋକ ପ୍ରକାଶ କରିଛି।

କାଉଣ୍ଟିର ମୁଖ୍ୟ କାର୍ଯ୍ୟକାରୀ ହ୍ୟୁଜ୍ ମୋରିସ୍ କହିଛନ୍ତି, "କ୍ୟାଚ୍ ନେବାର ଚମତ୍କାର ଦକ୍ଷତା, ଆକ୍ରମଣାତ୍ମକ ବ୍ୟାଟିଂ ଓ ସ୍ପିନ୍ ଯୋଗୁ ସେ ବିପକ୍ଷ ଦଳ ପାଇଁ ବେଶ୍ ଘାତକ ଥିଲେ। ସେ ଗ୍ଲାମରଗାନକୁ କାଉଣ୍ଟି ଚାମ୍ପିୟନଶିପ୍ ଜିତାଇବାରେ ସହାୟତା କରିଥିଲେ । କ୍ଲବ୍ ତାଙ୍କୁ ସର୍ବଦା ମନେ ରଖିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story