ବିରାଟ କୋହଲିଙ୍କୁ ଅଧିନାୟକ ପଦବୀରୁ ହଟାଇବା ପ୍ରସଙ୍ଗରେ କଣ କହିଲେ ସୋଏବ ଅଖତର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଚାଲିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ସନ୍ତୁଳନ ଭଲ ରହୁନଥିବା କାରଣରୁ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତ ହାରିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେଣୁ ବିରାଟଙ୍କୁ ଦିନିକିଆ ମ୍ୟାଚର ଅଧିନାୟକ ପଦବୀରୁ ହଟାଇ ରୋହିତଙ୍କୁ ଅଧିନାୟକ ପଦରେ ନିଯୁକ୍ତ କରିବା ଉଚିତ ହେବ ବୋଲି କିଛି ସମୀକ୍ଷକ ବିଭିନ୍ନ ଗଣମାଧ୍ୟମରେ ମତ ରଖୁଛନ୍ତି। […]

AKTHAR VIRAT

AKTHAR VIRAT

Subhransu Sekhar
  • Published: Friday, 02 August 2019
  • Updated: 02 August 2019, 12:41 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଚାଲିଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ସନ୍ତୁଳନ ଭଲ ରହୁନଥିବା କାରଣରୁ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତ ହାରିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେଣୁ ବିରାଟଙ୍କୁ ଦିନିକିଆ ମ୍ୟାଚର ଅଧିନାୟକ ପଦବୀରୁ ହଟାଇ ରୋହିତଙ୍କୁ ଅଧିନାୟକ ପଦରେ ନିଯୁକ୍ତ କରିବା ଉଚିତ ହେବ ବୋଲି କିଛି ସମୀକ୍ଷକ ବିଭିନ୍ନ ଗଣମାଧ୍ୟମରେ ମତ ରଖୁଛନ୍ତି।

ତେବେ ଏହାକୁ ନେଇ ବିସିସିଆଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ବିରାଟ କୋହଲି ମଧ୍ୟ ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପୂର୍ବରୁ ପ୍ରେସ କନଫରେନସ କରି ରୋହିତଙ୍କ ସହିତ ତାଙ୍କର କୌଣସି ମତଭେଦ ନଥିବା ସ୍ପଷ୍ଚ କରିଛନ୍ତି ଏବଂ ଏ ସମ୍ପର୍କିତ ଖବର କେବଳ ଗୁଜବ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ପାକିସ୍ତାନର ପୂର୍ବତନ ପେସ୍ ବୋଲର ସୋଏବ ଅଖତର ବିରାଟଙ୍କ ଅଧିନାୟକ ପଦବୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିରାଟଙ୍କୁ ଅଧିନାୟକ ପଦବୀରୁ ହଟାଇବା ଠିକ୍ ହେବ ନାହିଁ। ସେ ୩-୪ ବର୍ଷ ହେବ ଦଳର ଅଧିନାୟକ ଦାୟିତ୍ୱରେ ରହିଆସୁଛନ୍ତି। ତାଙ୍କୁ ନ ହଟାଇ ବରଂ ଭଲ କୋଚ୍, ଚୟନ କମିଟି ନିଯୁକ୍ତ କରିବା ଉଚିତ୍ ବୋଲି ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।

ତେବେ ରୋହିତ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଅଖତର। ସେ ମଧ୍ୟ ଜଣେ ଭଲ ଅଧିନାୟକ ଏବଂ ଆଇପିଏଲରେ ସେ ଅଧିନାୟକ ଦାୟିତ୍ୱ ସମ୍ଭାଳି ରୋହିତ୍ ନିଜକୁ ପ୍ରମାଣିତ କରି ସାରିଛନ୍ତି। କିନ୍ତୁ ଦଳର ଅଧିନାୟକ ପଦବୀ  ବଦଳାଇବା ଅପେକ୍ଷା କୋଚ ଏବଂ ଚୟନ କମିଟିରେ ପରିବର୍ତ୍ତନ କରି ଦଳକୁ ଆଗକୁ ନେବା ଉଚିତ୍ ହେବ ବୋଲି ସେ କହିଛନ୍ତି।

https://youtu.be/MzCLVtQA_RM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story