ଷ୍ଟାର୍ କ୍ରିକେଟରଙ୍କ ସାନ ଭାଇକୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ପୂର୍ବତନ ଷ୍ଟାର୍ ପେସ୍ ବୋଲର ଭର୍ନନ୍ ଫିଲାଣ୍ଡରଙ୍କ ସାନ ଭାଇକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ବୁଧବାର କେପଟାଉନସ୍ଥିତ ଫିଲାଣ୍ଡରଙ୍କ ଘର ବାହାରେ କିଛି ଦୁବୃର୍ତ୍ତ ଗୁଳି ବର୍ଷା କରିଥିଲେ, ଯେଉଁଥିରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଛି। I would like to confirm the following and wish that our family's wish to allow us to mourn […]

philander

philander

Ranjit Kumar Jena
  • Published: Thursday, 08 October 2020
  • Updated: 08 October 2020, 12:49 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ପୂର୍ବତନ ଷ୍ଟାର୍ ପେସ୍ ବୋଲର ଭର୍ନନ୍ ଫିଲାଣ୍ଡରଙ୍କ ସାନ ଭାଇକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ବୁଧବାର କେପଟାଉନସ୍ଥିତ ଫିଲାଣ୍ଡରଙ୍କ ଘର ବାହାରେ କିଛି ଦୁବୃର୍ତ୍ତ ଗୁଳି ବର୍ଷା କରିଥିଲେ, ଯେଉଁଥିରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଛି।

https://twitter.com/VDP_24/status/1313956885373091842?s=20

ଏହି ଘଟଣା ବୁଧବାର ଦ୍ୱିପହରରେ ଘଟିଛି। ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଟାଇରନ୍ ଫିଲାଣ୍ଡର ଯେତେବେଳେ ପଡୋଶୀଙ୍କୁ ପାଣି ଦେବାକୁ ଯାଉଥିଲେ, ହଠାତ୍ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଯାହା ପରେ ଟାଇରନ୍ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବର୍ତ୍ତମାନ ପୁଲିସ୍ ଏହି ମାମଲାର ତଦନ୍ତ କରୁଛି। ତେବେ ଫିଲାଣ୍ଡରଙ୍କ ଭାଇକୁ କିଏ ହତ୍ୟା କଲା, ତାହା ଜଣାପଡ଼ିନାହିଁ।

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଫିଲାଣ୍ଡର ଏଭଳି ଦୁଃଖ ସମୟରେ ଲୋକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ସୋଶାଲ୍ ମିଡିଆରେ ଲେଖିଛନ୍ତି, ଆମେ ପରିବାରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣା ମୋ ହୋମ୍ ଟାଉନରେ ଘଟିଛି। ଏଭଳି କଠିନ ସମୟରେ ମୋ ପରିବାର ଏକୁଟିଆ ରହିବା ଦରକାର, ତେଣ ସମସ୍ତେ ଏହାର ସମ୍ମାନ କରନ୍ତୁ ବୋଲି ଅନୁରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story