ସୁଲତାନ ଆଜଲାନ ଶାହା କପ୍‌ କ୍ୟାମ୍ପରେ ୪ ଓଡ଼ିଆ ହକି ତାରକା

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ବେଙ୍ଗାଲୁରୁରେ ସୁଲତାନ୍‌ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ ହେବ। ଏଥିପାଇଁ ଆଜି ହକି ଇଣ୍ଡିଆ ୩୪ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ୩୪ ଜଣିଆ ତାଲିକାରେ ୪ ଜଣ ଓଡ଼ିଆ ରହିଛନ୍ତି। ହକି ବିଶ୍ୱକପ୍‌ ଟିମ୍‌ରେ ଥିବା ଓଡ଼ିଶାର ଦୁଇ ତାରକା ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହ ସୁମନ ବେକ ଏବଂ ଶିଳାନନ୍ଦ ଲାକ୍ରା ରହିଛନ୍ତି। […]

ho

ho

Hemant Lenka
  • Published: Saturday, 16 February 2019
  • Updated: 16 February 2019, 06:06 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ବେଙ୍ଗାଲୁରୁରେ ସୁଲତାନ୍‌ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ ହେବ। ଏଥିପାଇଁ ଆଜି ହକି ଇଣ୍ଡିଆ ୩୪ ଜଣ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ୩୪ ଜଣିଆ ତାଲିକାରେ ୪ ଜଣ ଓଡ଼ିଆ ରହିଛନ୍ତି। ହକି ବିଶ୍ୱକପ୍‌ ଟିମ୍‌ରେ ଥିବା ଓଡ଼ିଶାର ଦୁଇ ତାରକା ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସହ ସୁମନ ବେକ ଏବଂ ଶିଳାନନ୍ଦ ଲାକ୍ରା ରହିଛନ୍ତି।

ଏହି ୩୪ ଜଣ ଖେଳାଳିଙ୍କ ମଧ୍ୟରୁ ୧୫ ଜଣଙ୍କୁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଥିବା ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ ପାଇଁ ବଛାଯିବ।

ହକି ହଣ୍ଡିଆ ଭୁବନେଶ୍ୱର ଠାରେ ଶେଷ ହୋଇଥିବା ବିଶ୍ୱକପ୍‌ ଦଳରେ ଥିବା ସମସ୍ତ ୧୮ ଜଣ ଖେଳାଳିଙ୍କୁ ଏହି କ୍ୟାମ୍ପ ପାଇଁ ତାଲିକାରେ ସାମିଲ କରିଛି। ଫେବୃଆରୀ ୧୮ରେ କ୍ୟାମ୍ପ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ।

ସେହିପରି ବିଶ୍ୱକପ୍‌ ଟିମ୍‌ରେ ନଥିବା ଏସ୍‌ଭି ସୁନୀଲ, ରମଣଦୀପ ସିଂହ ଓ ରୁପିନ୍ଦର ପାଲଙ୍କୁ କ୍ୟାମ୍ପରେ ସାମିଲ କରାଯାଇଛି। ଏହି ୩୪ ଜଣିଆ ତାଲିକାରେ ୩ ଜଣ ଗୋଲକିପର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story