ଚତୁର୍ଥ ଟେଷ୍ଟ୍: ଭାରତ ପ୍ରଥମ ଇନିଂସରେ ୩୩୪, ଦକ୍ଷିଣ ଆଫ୍ରିକା ୧୨୧ରେ ଅଲଆଉଟ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଗାନ୍ଧୀ-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚର ଆଜି ଥିଲା ଦ୍ୱିତୀୟ ଦିନ। ଭାରତୀୟ ଦଳ  ପ୍ରଥମ ଇନିଂସରେ ୩୩୪ ରନ କରି ଅଲଆଉଟ ହୋଇଯାଇଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୨୧ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସରେ ଭାରତ ୨୧୩ ରନର ଲିଡ ନେଇଥିଲେ ବି ଦକ୍ଷିଣ ଆଫ୍ରିକାକୁ ଫଲଅନ୍ ଦେଇନାହିଁ। ଆସନ୍ତାକାଲି ଭାରତ […]

ajinka

ajinka

Rakesh Mallick
  • Published: Friday, 04 December 2015
  • Updated: 04 December 2015, 04:47 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଗାନ୍ଧୀ-ମଣ୍ଡେଲା ଟେଷ୍ଟ୍ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚର ଆଜି ଥିଲା ଦ୍ୱିତୀୟ ଦିନ। ଭାରତୀୟ ଦଳ  ପ୍ରଥମ ଇନିଂସରେ ୩୩୪ ରନ କରି ଅଲଆଉଟ ହୋଇଯାଇଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୨୧ ରନରେ ଅଲଆଉଟ ହୋଇଯାଇଛି। ପ୍ରଥମ ଇନିଂସରେ ଭାରତ ୨୧୩ ରନର ଲିଡ ନେଇଥିଲେ ବି ଦକ୍ଷିଣ ଆଫ୍ରିକାକୁ ଫଲଅନ୍ ଦେଇନାହିଁ। ଆସନ୍ତାକାଲି ଭାରତ ତାର ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିବ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏବି ଡିଭିଲିୟର୍ସ ୭୮ ବଲରେ ସର୍ବଧିକ ୪୨ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେନ ଇଲଗର ୫୦ ବଲରେ ୧୭, ଥେମ୍ବ ବାଭିମ୍ ୫୫ ବଲରେ ୨୨ ଏବଂ ଡେନ ଭିଲାସ ୨୧ ବଲରେ ୧୧ ରନ ସଂଗ୍ରହ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନ ଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୧୨ ଓଭରରେ ୩୦ ରନ ଦେଇ ସର୍ବଧିକ ୫ ୱିକେଟ ଅକ୍ତିଆର କରିଛନ୍ତି। ଦଳ ପକ୍ଷରୁ ଉମେଶ ଯାଦବ ୧୨ ଓଭରରେ ୩୨ ରନ୍ ଦେଇ ୨ଟି, ରବିଚନ୍ଦ୍ରନ୍ ଅଶ୍ୱିନ୍ ୧୩.୩ ଓଭରରେ ୨୬ ରନ ଦେଇ ୨ଟି ଏବଂ ଇଶାନ୍ତ ଶର୍ମା ୧୨ ଓଭରରେ ୨୮ ରନ୍ ଦେଇ ଗୋଟିଏ ୱିକେଟ ଅତିକ୍ତିଆର କରିଛନ୍ତି।

ଭାରତର ପ୍ରଥମ ଇନିଂରେ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୧୨୭ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ୍ ୫୬ ରନ୍ କରିଛନ୍ତି।

ଗତକାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ୭ ୱିକେଟ୍ ହରାଇ ୨୩୧ରନ୍ କରିଥିଲା। ୮୯ ଓ ୬ ରନ୍ କରି ଅପରାଜିତ ରହିଥିବା ରାହାଣେ ଓ ଅଶ୍ୱିନ ଆଜି ପୁଣି ପାଳିକୁ ଆଗେଇ ନେଇଥିଲେ।  ରାହାଣେ ୧୨୭ ରନ୍ କରି ଆଉଟ୍ ହୋଇଥିଲେ। ସେ ୨୧୫ଟି ବଲରୁ ୧୧ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ବଢ଼ିଆ ସହଯୋଗ କରିଥିଲେ ଅଶ୍ୱିନ୍। ସେ ୫୬ ରନ୍ କରିଥିଲେ। ଦୁହେଁ ମିଶି ଦଳୀୟ ସ୍କୋରକୁ ଏକ ପ୍ରକାର ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲେ।

ଦଳ ଗତକାଲି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୧୦୦ରେ ପହଞ୍ଚିବା ପୂର୍ବରୁ ୩ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ଫେଲ୍ ମାରିଥିଲେ  ଓପନର୍ ମୂରଲୀ ବିଜୟ ଶିଖର ଧାୱନ, ଚେତେଶ୍ୱର ପୂଜାରା ଓ କୋହଲି। କେହି ବି ଏକ ଭଲ ଇନିଂସ ଖେଳିବାକୁ ସଫଳ ହୋଇ ନ ଥିଲେ। କୋହଲି ୪୪ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ଧାୱନ ୩୩, ବିଜୟ ୧୨ ଓ ପୂଜାରା ୧୪ ରନ୍ କରି ଆଉଟ୍ ହୋଇଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଇଲେ ଆବୋଟ୍ ଓ ଡାନେ ପିଏଟ୍ ଯଥାକ୍ରମେ ୫ଟି ଓ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଇମ୍ରାନ୍ ତାହିର ଗୋଟିଏ ୱିକେଟ୍ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଏହି ସିରିଜକୁ ୨-୦ରେ ଜିତି ସାରିଛି। ଦକ୍ଷିଣ ଆଫ୍ରିକା ସମ୍ମାନ ରଖିବାକୁ ଏହି ମ୍ୟାଚକୁ ଜିତିବାକୁ ଉଦ୍ୟମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story