ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲାର ଉଦିତନଗର ପରେଡ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କମିଟି ତରଫରୁ ଅପରାହ୍ନରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚର ଆୟୋଜନ ହୋଇଥିଲା। ଏଥିରେ ରାଉରକେଲା ପୁଲିସ ଏକାଦଶ ଓ ରାଉରକେଲା ବାର ଆସୋସିଏସନ ମଧ୍ୟରେ ଖେଳା ଯାଇଥିଲା। ଟସ ଜିତି ପ୍ରଥେମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାର୍ ଆସୋସିଏସନ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୮୫ ରନ କରିଥିଲା। ଦଳ ପକ୍ଷରୁ ଶୁଭେନ୍ଦୁ ଧଳ ସର୍ବାଧିକ ୩୦ ରନ […]

rkl

rkl

Ranjit Kumar Jena
  • Published: Monday, 27 January 2020
  • Updated: 28 January 2020, 12:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲାର ଉଦିତନଗର ପରେଡ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କମିଟି ତରଫରୁ ଅପରାହ୍ନରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚର ଆୟୋଜନ ହୋଇଥିଲା। ଏଥିରେ ରାଉରକେଲା ପୁଲିସ ଏକାଦଶ ଓ ରାଉରକେଲା ବାର ଆସୋସିଏସନ ମଧ୍ୟରେ ଖେଳା ଯାଇଥିଲା।

ଟସ ଜିତି ପ୍ରଥେମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାର୍ ଆସୋସିଏସନ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୮୫ ରନ କରିଥିଲା। ଦଳ ପକ୍ଷରୁ ଶୁଭେନ୍ଦୁ ଧଳ ସର୍ବାଧିକ ୩୦ ରନ କରିଥିଲେ। ଜବାବରେ ଜୟଦେବ ସାହୁ ଓ କାବୁଲା ରାଉତରାୟଙ୍କ ଚମତ୍କାର ବ୍ୟାଟିଂ ବଳରେ ପୁଲିସ୍ ଏକାଦଶ ୧୨.୪ ଓଭରରେ ୬ ଉଇକେଟ ହରାଇ ୮୮ ରନ କରି ବିଜୟ ଲାଭ କରିଥିଲା। ବାର ଆସୋସିଏସନର ଶୁଭେନ୍ଦୁ ଧଳଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଖେଳକୁ ପରିଚାଳନା କରିଥିଲେ ପାନପୋଷ କ୍ରୀଡା ସଂଗଠନର ମହେଶ ରାଜଗନ୍ଧା ଓ ସୁଚିତ୍ରା ଦାସ। ମୁଖ୍ୟ ଅତିଥି ଭାବେ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଶେଖର ଭୋଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଅଶ୍ୱନୀ କୁମାର ଭୋଇ, ହକି କୋଚ୍ ଅମୁଲ୍ୟ ନନ୍ଦ ବିହାରୀ, ବାର ଆସୋସିଏସନ ସଭାପତି ରମେଶ ବଳ ଓ ସଂପାଦକ ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ବେହେରାଙ୍କ ସମେତ ଗିରିଜା ଦିବେଦୀ, ପବିତ୍ର ଜେନା, ପ୍ରଦୀପ ମିଶ୍ର, ପ୍ରଦୀପ ନାୟକ, ପ୍ରଦୀପ ଜେନା, ବିଭୂତି ପଲେଇ ଓ ସତ୍ୟ ଶର୍ମା ପ୍ରମୁଖ ସହଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story