ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା, କ୍ୱାରେଣ୍ଟାଇନରେ ଦାଦା

କୋଲକାତା: ମହାମାରୀ କରୋନା ଭାଇରସ ପୂର୍ବତନ କ୍ରିକେଟର ତଥା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କ ଘରେ ପ୍ରବେଶ କରିଛି। ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସ୍ନେହାଶିଷ କରୋନାରେ ଆକ୍ରାନ୍ତ ହେବାରୁ ସୌରଭ ଗାଙ୍ଗୁଲି ହୋମ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଏହାର ମାସକ ପୂର୍ବରୁ ସ୍ନେହାଶିଷଙ୍କ ପତ୍ନୀ ଓ ଶାଶୂ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ସ୍ନେହାଶିଷ କରୋନାରେ ସଂକ୍ରମିତ ହୋଇଛନ୍ତି। ବୁଧବାର କୋଲକାତାର ଏକ ଘରୋଇ ଲ୍ୟାବରେ […]

uy

uy

Hemant Lenka
  • Published: Thursday, 16 July 2020
  • Updated: 16 July 2020, 04:31 PM IST

Sports

Latest News

କୋଲକାତା: ମହାମାରୀ କରୋନା ଭାଇରସ ପୂର୍ବତନ କ୍ରିକେଟର ତଥା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କ ଘରେ ପ୍ରବେଶ କରିଛି। ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସ୍ନେହାଶିଷ କରୋନାରେ ଆକ୍ରାନ୍ତ ହେବାରୁ ସୌରଭ ଗାଙ୍ଗୁଲି ହୋମ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

ଏହାର ମାସକ ପୂର୍ବରୁ ସ୍ନେହାଶିଷଙ୍କ ପତ୍ନୀ ଓ ଶାଶୂ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସୁସ୍ଥ ହେବା ପରେ ସ୍ନେହାଶିଷ କରୋନାରେ ସଂକ୍ରମିତ ହୋଇଛନ୍ତି।

ବୁଧବାର କୋଲକାତାର ଏକ ଘରୋଇ ଲ୍ୟାବରେ ସ୍ନେହାଶିଷଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏହା ପୂର୍ବରୁ ତାଙ୍କ ଶରୀରରେ ସାମାନ୍ୟ ଜ୍ୱର ଦେଖାଯାଇଥିଲା। ବୁଧବାର ରାତିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏବେ ଗାଙ୍ଗୁଲିଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସଂକ୍ରମଣର ଆଶଙ୍କା ବଢ଼ିଛି। ତେଣୁ ସମସ୍ତଙ୍କୁ ସେଲଫ ଆଇସୋଲେସନରେ ରହିବାକୁ କୁହାଯାଇଛି।

ଜୁଲାଇ ୮ରେ ସୌରଭ ଗାଙ୍ଗୁଲି ତାଙ୍କ ପରିବାର ସଦସ୍ୟଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏବେ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ ଓ ସେମାନେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story