କୋଭିଡ୍‌-୧୯: ସହାୟତାର ହାତ ବଢ଼ାଇଲେ ଲିଟିଲ୍ ମାଷ୍ଟର୍‌

ମୁମ୍ବାଇ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ କ୍ରୀଡ଼ାଜଗତ ଏକଜୁଟ୍ ହୋଇଛି। ଏଥିରେ ଏବେ ଆଗକୁ ଆସିଛନ୍ତି ଭାରତର ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର। ୭୦ ବର୍ଷୀୟ କିମ୍ବଦନ୍ତୀ କ୍ରିକେଟର୍ ଗାଭାସ୍କର କୋଭିଡ୍‌-୧୯ ମହାମାରୀ ଲଢ଼େଇ ପାଇଁ ୫୯ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଛନ୍ତି। ଗାଭାସ୍କର ପିଏମ୍ କେୟାର୍ସ ଫଣ୍ଡକୁ ୩୫ ଲକ୍ଷ ଟଙ୍କା ଏବଂ ସିଏମଓ ମହାରାଷ୍ଟ୍ରକୁ ୨୪ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କମେଣ୍ଟେଟର୍ ଏବଂ ବିଶେଷଜ୍ଞ ଭାବେ ପରିଚିତ ଗାଭାସ୍କର ନିଜେ ଏହି […]

gavaskar

gavaskar

Ranjit Kumar Jena
  • Published: Tuesday, 07 April 2020
  • Updated: 07 April 2020, 05:08 PM IST

Sports

Latest News

ମୁମ୍ବାଇ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ କ୍ରୀଡ଼ାଜଗତ ଏକଜୁଟ୍ ହୋଇଛି। ଏଥିରେ ଏବେ ଆଗକୁ ଆସିଛନ୍ତି ଭାରତର ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର। ୭୦ ବର୍ଷୀୟ କିମ୍ବଦନ୍ତୀ କ୍ରିକେଟର୍ ଗାଭାସ୍କର କୋଭିଡ୍‌-୧୯ ମହାମାରୀ ଲଢ଼େଇ ପାଇଁ ୫୯ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଛନ୍ତି।

ଗାଭାସ୍କର ପିଏମ୍ କେୟାର୍ସ ଫଣ୍ଡକୁ ୩୫ ଲକ୍ଷ ଟଙ୍କା ଏବଂ ସିଏମଓ ମହାରାଷ୍ଟ୍ରକୁ ୨୪ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କମେଣ୍ଟେଟର୍ ଏବଂ ବିଶେଷଜ୍ଞ ଭାବେ ପରିଚିତ ଗାଭାସ୍କର ନିଜେ ଏହି ଯୋଗଦାନର ଖୁଲାସା କରିନାହାନ୍ତି, କିନ୍ତୁ ମୁମ୍ବାଇର ପୂର୍ବତନ କ୍ୟାପଟେନ୍ ଅମୋଲ୍ ମଜୁମଦାର ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ମଜୁମଦାର ଟ୍ୱିଟ୍ କରିଛନ୍ତି ଯେ ଗାଭାସ୍କର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ପାଇଛି।

ଗାଭାସ୍କରଙ୍କ ବ୍ୟତୀତ ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସହାୟତା କରିଛନ୍ତି। ଏଭଳି ଏକ କଠିନ ସମୟରେ ନିଃସ୍ୱାର୍ଥପର ଭାବେ ସେବା କରୁଥିବା ଡାକ୍ତର, ପାରା ମେଡିକାଲ୍ ଷ୍ଟାପ୍‌, ପୁଲିସକର୍ମୀ ଏବଂ ଫ୍ରଣ୍ଟଲାଇନରେ ଥିବା ଯୋଦ୍ଧାଙ୍କୁ ପୂଜାରା ଧନ୍ୟବାଦ ଜଣାଇଛନ୍ତି। ପୂଜାରା ଲେଖିଛନ୍ତି, ମୋ ପରିବାର ଏବଂ ମୁଁ ପିଏମ୍ କେୟାର୍ସ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ନିଜର ଯୋଗଦାନ ଦେଇଛୁ ଏବଂ ଆଶା କରୁଛି ଆପଣମାନେ ମଧ୍ୟ ଠିକ୍ ସେୟା କରିବେ।

ଗାଭାସ୍କର ଓ ପୂଜାରାଙ୍କ ପୂର୍ବରୁ ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି, ହିଟ୍ ମ୍ୟାନ୍ ରୋହିତ୍ ଶର୍ମା, ଭାରତୀୟ ଟେଷ୍ଟ ଦଳର ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ, ବିସିସିଆଇ ଅଧ୍ୟକ୍ଷ ଏବଂ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି, ସୁରେଶ ରାଇନା, ଅଲରାଉଣ୍ଡର ଯୁବରାଜ ସିଂହ, କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗମ୍ଭୀର, ଅଭିଜ୍ଞ ଅଫ୍ ସ୍ପିନର ହରଭଜନ ସିଂହ ଓ କେଦାର ଯାଦବଙ୍କ ସମେତ ଅନେକ କ୍ରିକେଟ୍ ତାରକା ଏବଂ କ୍ରୀଡ଼ାବିତ୍ କରୋନା ଯୁଦ୍ଧ ପାଇଁ ସହାୟତାର ହାତ ବଢ଼ାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story