ବାପା ହେବା ପରେ ପଡ଼ିଆକୁ କମବ୍ୟାକ୍‌ କଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଗ୍ରାଉଣ୍ଡରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ବିନା ଟି-ଶାର୍ଟ, ହାଫ୍ ପ୍ୟାଣ୍ଟ ଏବଂ ରନିଂ ସୁଜ ପିନ୍ଧି ହାର୍ଦ୍ଦିକ […]

dh

dh

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି।

ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଗ୍ରାଉଣ୍ଡରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି। ବିନା ଟି-ଶାର୍ଟ, ହାଫ୍ ପ୍ୟାଣ୍ଟ ଏବଂ ରନିଂ ସୁଜ ପିନ୍ଧି ହାର୍ଦ୍ଦିକ ଦୌଡ଼ୁଛନ୍ତି। ସେ ବେଶ ଫିଟ୍ ଥିବା ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି।

ପାଣ୍ଡ୍ୟାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏପରିକି ତାଙ୍କ ପତ୍ନୀ ନତାଶା ଏହି ଫଟୋକୁ ଲାଇକ୍ କରିଛନ୍ତି। ନତାଶା ନିଜର କମେଣ୍ଟରେ ତିନୋଟି ଇମୋଜୀ ଥିବା ହାତର ମଶଲ୍, ଦୁଇଟି ନିଆଁ ଥିବା ଇମୋଜୀ ଓ ଦୁଇଟି ହାର୍ଟ ଇମୋଜୀ ଦେଇଛନ୍ତି।

ଲମ୍ବା ବ୍ରେକ ପରେ ପାଣ୍ଡ୍ୟା କମବ୍ୟାକ କରିଛନ୍ତି। ତେବେ ସେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ନିଜର ଓଜନ ସାମାନ୍ୟ ବଢ଼ାଇଛନ୍ତି। ଗତବର୍ଷ ବ୍ୟାକ୍ ଇଞ୍ଜୁରୀ କାରଣରୁ ଅଧିକାଂଶ ସମୟ କ୍ରିକେଟ୍ ମଇଦାନରୁ ହାର୍ଦ୍ଦିକ ଦୂରେଇ ରହିଥିଲେ।

View this post on Instagram

Let's get this show on the road @mumbaiindians 🔥

A post shared by Hardik Pandya (@hardikpandya93) on

ଗତବର୍ଷ ସେପ୍ଟେମ୍ବର ମାସଠାରୁ ସେ କୌଣସି କ୍ରିକେଟ୍‌ ମ୍ୟାଚ୍ ଖେଳିନାହାନ୍ତି ଓ ଏଥର ସେ ଆଇପିଏଲ୍ ଜରିଆରେ ପୁଣିଥରେ ମଇଦାନକୁ କମବ୍ୟାକ୍ କରିବେ।

ନିକଟରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାର ନାଁ ଅଗସ୍ତ୍ୟା ରଖାଯାଇଛି। ହାର୍ଦ୍ଦିକ ଆଇପିଏଲ ଖେଳିବାକୁ ଥିବାରୁ ନିଜ ପୁଅ ଅଗସ୍ତ୍ୟାଙ୍କୁ ଘରେ ଛାଡ଼ି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story