ରାଜ୍ୟଗୋଷ୍ଠୀ ଟିଟି: ପୁରୁଷ ସିଙ୍ଗଲ୍ସ ସେମିରେ ହରମୀତ ଓ ସାଥିଆନ୍

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସରେ ହରମୀତ ଦେଶାଇ ଓ ଜି.ସାଥିଆନ୍‌ ସେମି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ୱାର୍ଟର ଫାଇନାଲରେ ହରମୀତ ୪-୧ (୧୧-୪, ୧୧-୮, ୬-୧୧, ୧୧-୭, ୧୧-୮)ରେ ସୁସ୍‌ମିତ ଶ୍ରୀରାମଙ୍କୁ, ଜି.ସାଥିଆନ୍‌ ୪-୦ (୧୧-୭, ୧୧-୮, ୧୧-୮, ୧୧-୬) ସିଧାସଳଖ ସେଟରେ ନାଇଜେରିଆର ଆବିଓଡିନ୍‌ ବୋଡେଙ୍କୁ ହରାଇଥିଲେ। ଏମାନଙ୍କ ବ୍ୟତୀତ ସନୀଲ ସେଟ୍ଟୀ ୪-୧ (୫-୧୧, ୮-୧୧, ୧୧-୮, ୧୧-୧୩, ୧୦-୧୨)ରେ […]

tt3

tt3

Ranjit Kumar Jena
  • Published: Sunday, 21 July 2019
  • Updated: 21 July 2019, 09:41 PM IST

Sports

Latest News

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସରେ ହରମୀତ ଦେଶାଇ ଓ ଜି.ସାଥିଆନ୍‌ ସେମି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

କ୍ୱାର୍ଟର ଫାଇନାଲରେ ହରମୀତ ୪-୧ (୧୧-୪, ୧୧-୮, ୬-୧୧, ୧୧-୭, ୧୧-୮)ରେ ସୁସ୍‌ମିତ ଶ୍ରୀରାମଙ୍କୁ, ଜି.ସାଥିଆନ୍‌ ୪-୦ (୧୧-୭, ୧୧-୮, ୧୧-୮, ୧୧-୬) ସିଧାସଳଖ ସେଟରେ ନାଇଜେରିଆର ଆବିଓଡିନ୍‌ ବୋଡେଙ୍କୁ ହରାଇଥିଲେ।

ଏମାନଙ୍କ ବ୍ୟତୀତ ସନୀଲ ସେଟ୍ଟୀ ୪-୧ (୫-୧୧, ୮-୧୧, ୧୧-୮, ୧୧-୧୩, ୧୦-୧୨)ରେ ଇ˚ଲଣ୍ତର ଥୋମାସ ଜାରଭିସ୍‌ଙ୍କଠୁ ଏବ˚ ଶରତ କମଲ ୪-୩ (୧୧-୭, ୧୧-୯, ୮-୧୧, ୧୧-୪, ୯-୧୧, ୭-୧୧, ୧୦-୧୨)ରେ ସିଙ୍ଗାପୁରର କୋଏନ୍‌ ପାଙ୍ଗ୍‌ଙ୍କଠୁ ପରାଜିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story