ଆଇପିଏଲ୍ ଡେବ୍ୟୁ କରିବେ ଅମଲା

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଡେବ୍ୟୁ କରିବେ ଦକ୍ଷିଣ ଆଫ୍ରିକାର ହାସିମ୍ ଅମଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ତରଫରୁ ସେ ଖେଳିବେ। ଆହତ ଶନ୍ ମାର୍ଶଙ୍କ ସ୍ଥାନରେ ସେ ଖେଳିବେ। ଏନେଇ ଟ୍ୱିଟରରେ ଅମଲା ସ୍ପଷ୍ଟ କରି ସାରିଛନ୍ତି। ସେ ଏଥିପାଇଁ ଉତ୍ସାହିତ ଥିବା ଟ୍ୱିଟ୍‌ କରିଛନ୍ତି। ଆହତ କାରଣରୁ ଚଳିତ ଆଇପିଏଲ୍‌ରୁ ବାଦ୍ ପଡ଼ିବାରେ ଶନ୍ ମାର୍ଶ ହେଉଛନ୍ତି ସଦ୍ୟତମ ଖେଳାଳି। ତାଙ୍କ ପିଠିରେ ଆଘାତ ଲାଗିଛି। ଏପ୍ରିଲ୍ ୧୯ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ବେଳେ […]

hasim-amla

hasim-amla

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 10:58 AM IST

Sports

Latest News

hasim-amlaନୂଆଦିଲ୍ଲୀ: ଆଇପିଏଲ୍‌ରେ ଡେବ୍ୟୁ କରିବେ ଦକ୍ଷିଣ ଆଫ୍ରିକାର ହାସିମ୍ ଅମଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ତରଫରୁ ସେ ଖେଳିବେ। ଆହତ ଶନ୍ ମାର୍ଶଙ୍କ ସ୍ଥାନରେ ସେ ଖେଳିବେ। ଏନେଇ ଟ୍ୱିଟରରେ ଅମଲା ସ୍ପଷ୍ଟ କରି ସାରିଛନ୍ତି। ସେ ଏଥିପାଇଁ ଉତ୍ସାହିତ ଥିବା ଟ୍ୱିଟ୍‌ କରିଛନ୍ତି।

ଆହତ କାରଣରୁ ଚଳିତ ଆଇପିଏଲ୍‌ରୁ ବାଦ୍ ପଡ଼ିବାରେ ଶନ୍ ମାର୍ଶ ହେଉଛନ୍ତି ସଦ୍ୟତମ ଖେଳାଳି। ତାଙ୍କ ପିଠିରେ ଆଘାତ ଲାଗିଛି। ଏପ୍ରିଲ୍ ୧୯ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ବେଳେ ସେ ଆହତ ହୋଇଥିଲେ।

ତାଙ୍କ ପୂର୍ବରୁ ଆଘାତ କାରଣରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍, ବୋଲର୍ ଜନ୍ ହାଷ୍ଟିଙ୍ଗ୍ସ ଓ ମିଚେଲ ମାର୍ଶ ଆହତ ହୋଇ ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି ଓ ସ୍ୱଦେଶ ବାହୁଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos