ଏପ୍ରିଲ ୩୦ରୁ ହିରୋ ଫେଡେରେସନ୍‌ କପ୍‌

ନୂଆଦିଲ୍ଲୀ: ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହିରୋ ଫେଡେରେସନ କପ୍‌। ଆଇ-ଲିଗ୍‌ର ୮ଟି ଟପ୍ ଟିମ୍‌ ଏଥିରେ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ ରାଙ୍କ୍ ତାଲିକାର ନିମ୍ନରେ ଥିବା ଟିମ୍‌ଗୁଡ଼ିକ ପ୍ରଥମେ ସେମାନଙ୍କର ହୋମ୍‌ ମ୍ୟାଚ୍‌ଗୁଡ଼ିକ ଖେଳିବେ। ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଏପ୍ରିଲ୍‌ ୩୦ ଓ ମେ’ ୧ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ରାଉଣ୍ଡର ମ୍ୟାଚ୍‌ ମାର୍ଚ୍ଚ ୩ ଓ ୪ରେ ଖେଳାଯିବ।

football1

football1

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 12:15 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହିରୋ ଫେଡେରେସନ କପ୍‌। ଆଇ-ଲିଗ୍‌ର ୮ଟି ଟପ୍ ଟିମ୍‌ ଏଥିରେ ଭାଗ ନେବେ।

ଏହି ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ ରାଙ୍କ୍ ତାଲିକାର ନିମ୍ନରେ ଥିବା ଟିମ୍‌ଗୁଡ଼ିକ ପ୍ରଥମେ ସେମାନଙ୍କର ହୋମ୍‌ ମ୍ୟାଚ୍‌ଗୁଡ଼ିକ ଖେଳିବେ।

ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଏପ୍ରିଲ୍‌ ୩୦ ଓ ମେ’ ୧ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ରାଉଣ୍ଡର ମ୍ୟାଚ୍‌ ମାର୍ଚ୍ଚ ୩ ଓ ୪ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos