୨୦୦ତମ ମ୍ୟାଚ୍ ଖେଳିଲେ ସବିତା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ୍ ଗୋଲକିପର ସବିତା ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଇଂଲଣ୍ଡର ମାର୍ଲୋଠାରେ ଗ୍ରେଟ୍ ବ୍ରିନେଟ୍ ବିପକ୍ଷ ମ୍ୟାଚରେ ସେ ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଚତୁର୍ଦେଶୀୟ ସ୍ପାର୍ କପ୍ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିବା ସବିତା ଗତ ୧୦ ବର୍ଷ ହେବ ସଫଳ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ୨୦୧୭ରେ କ୍ୟାନାଡାରେ ଆୟୋଜିତ ହକି ୱାର୍ଲ୍ଡ ଲିଗ୍ ରାଉଣ୍ଡ-୨ରେ ଏହି ୨୯ ବର୍ଷୀୟା […]

savita

savita

Ranjit Kumar Jena
  • Published: Friday, 04 October 2019
  • Updated: 04 October 2019, 06:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ୍ ଗୋଲକିପର ସବିତା ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଇଂଲଣ୍ଡର ମାର୍ଲୋଠାରେ ଗ୍ରେଟ୍ ବ୍ରିନେଟ୍ ବିପକ୍ଷ ମ୍ୟାଚରେ ସେ ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଚତୁର୍ଦେଶୀୟ ସ୍ପାର୍ କପ୍ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିବା ସବିତା ଗତ ୧୦ ବର୍ଷ ହେବ ସଫଳ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ ରଖିଛନ୍ତି।

୨୦୧୭ରେ କ୍ୟାନାଡାରେ ଆୟୋଜିତ ହକି ୱାର୍ଲ୍ଡ ଲିଗ୍ ରାଉଣ୍ଡ-୨ରେ ଏହି ୨୯ ବର୍ଷୀୟା ଖେଳାଳିଙ୍କୁ ଶ୍ରେଷ୍ଠ ଗୋଲକିପର ବିବେଚିତ କରାଯାଇଥିଲା। ଏହାଛଡ଼ା ସେ ୨୦୧୬ରେ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୩ରେ ମ୍ୟାଲେସିୟାରେ ଆୟୋଜିତ ମହିଳା ଏସିଆ କପରେ ସବିତା ଦୁଇଟି ପେନାଲ୍ଟି ଶୁଟ୍-ଆଉଟ୍ ଗୋଲ୍ ରକ୍ଷା କରି ଭାରତକୁ ବ୍ରୋଞ୍ଜ ପଦକ ବିଜୟୀ କରାଇଥିଲେ।

ହରିଆଣାର ଏହି ଗୋଲକିପର ମଧ୍ୟ ୨୦୧୭ରେ ଭାରତକୁ ମହିଳା ଏସିଆ କପ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହାଛଡ଼ା ଏହି ଟୁର୍ଣ୍ଣାମେଣ୍ଟରେ ସେ ଶ୍ରେଷ୍ଠ ଗୋଲକିପର ପୁରସ୍କାର ମଧ୍ୟ ଜିତିଥିଲେ। ନିଜର ୧୦ବର୍ଷର କ୍ୟାରିୟରରେ ସବିତା ୨୦୧୬ରେ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୨୦୧୮ରେ ଲଣ୍ଡନରେ ଆୟୋଜିତ ମହିଳା ହକି ବିଶ୍ୱକପରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ। ଏହିସବୁ ସଫଳତା ପାଇଁ ତାଙ୍କୁ ୨୦୧୮ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦ତମ ମ୍ୟାଚ୍ ଖେଳିବା ନେଇ ସବିତାଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାବ ଅହମ୍ମଦ ଅଭିନନ୍ଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story