କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ଏହି ଝିଅ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଡାଡିୟମରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଛି &nbsp;ହକି ୱାର୍ଲ୍ଡ ଲିଗ୍ ଫାଇନାଲ। ଏହି ପ୍ରିତିଯୋଗିତା ପାଇଁ ବିଶ୍ୱର ବଛା ବଛା ୮ଟି ଦେଶ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ବର୍ତ୍ତମାନ ବିଶ୍ୱର କ୍ରୀଡା ରାଜଧାନୀ ପାଲଟଛି ଭୁବନେଶ୍ୱର। ଦେଶ ବିଦେଶରୁ ଅନେକ କ୍ରୀଡାପ୍ରେମୀ ଏହି ଖେଳକୁ ଦେଖିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଭଳି ସ୍ଥିତିରେ ହକି ଇଣ୍ଡିଆ ଓ ରାଜ୍ୟସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ କିପରି ସଫଳ କରିହେବ ସେନଇ ବିଶେଷ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମରେ ଖେଳ ଦେଖିବା ସମୟରେ ଦର୍ଶକଙ୍କୁ ବିଶେଷ ମନୋରଞ୍ଜନ କରୁଛନ୍ତି ଚିୟର୍ସ ଗାର୍ଲ। ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ମ୍ୟାଚ୍&zwnj; ମଧ୍ୟରେ ପ୍ରତ୍ୟେକ୍&zwnj; ଗୋଲରେ ଏହି ଚିୟର୍ସଗାଲ ଓଡ଼ିଓ ଗୀତରେ ଲୋକଙ୍କୁ ମନୋରଞ୍ଜନ କରାଉଛନ୍ତି। କେବଳ ଗୋଲ ସମୟରେ ନୁହେଁ ମ୍ୟାଚର ପ୍ରତ୍ୟେକ କ୍ୱାଟର୍&zwnj; ଓ ଖେଳର ହାପ୍&zwnj; ଟାଇମ୍&zwnj;ରେ ଏହି ଚିୟର୍ସ ଗାର୍ଲ ଓଡ଼ିଆ ଗୀତରେ ଡ୍ୟାନ୍ସ କରି ଲୋକଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଲିଛି। ପୂର୍ବରୁ &nbsp;ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚିୟର୍ସ ଗାର୍ଲଙ୍କ କ୍ରେଜ୍&zwnj; ଦେଖିବାକୁ ମିଳିଥିଲା। ଯାହାର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇଚାଲିଛି।</p>

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 05:45 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଡାଡିୟମରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଛି &nbsp;ହକି ୱାର୍ଲ୍ଡ ଲିଗ୍ ଫାଇନାଲ। ଏହି ପ୍ରିତିଯୋଗିତା ପାଇଁ ବିଶ୍ୱର ବଛା ବଛା ୮ଟି ଦେଶ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ବର୍ତ୍ତମାନ ବିଶ୍ୱର କ୍ରୀଡା ରାଜଧାନୀ ପାଲଟଛି ଭୁବନେଶ୍ୱର। ଦେଶ ବିଦେଶରୁ ଅନେକ କ୍ରୀଡାପ୍ରେମୀ ଏହି ଖେଳକୁ ଦେଖିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଭଳି ସ୍ଥିତିରେ ହକି ଇଣ୍ଡିଆ ଓ ରାଜ୍ୟସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ କିପରି ସଫଳ କରିହେବ ସେନଇ ବିଶେଷ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମରେ ଖେଳ ଦେଖିବା ସମୟରେ ଦର୍ଶକଙ୍କୁ ବିଶେଷ ମନୋରଞ୍ଜନ କରୁଛନ୍ତି ଚିୟର୍ସ ଗାର୍ଲ। ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ମ୍ୟାଚ୍&zwnj; ମଧ୍ୟରେ ପ୍ରତ୍ୟେକ୍&zwnj; ଗୋଲରେ ଏହି ଚିୟର୍ସଗାଲ ଓଡ଼ିଓ ଗୀତରେ ଲୋକଙ୍କୁ ମନୋରଞ୍ଜନ କରାଉଛନ୍ତି। କେବଳ ଗୋଲ ସମୟରେ ନୁହେଁ ମ୍ୟାଚର ପ୍ରତ୍ୟେକ କ୍ୱାଟର୍&zwnj; ଓ ଖେଳର ହାପ୍&zwnj; ଟାଇମ୍&zwnj;ରେ ଏହି ଚିୟର୍ସ ଗାର୍ଲ ଓଡ଼ିଆ ଗୀତରେ ଡ୍ୟାନ୍ସ କରି ଲୋକଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଲିଛି। ପୂର୍ବରୁ &nbsp;ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚିୟର୍ସ ଗାର୍ଲଙ୍କ କ୍ରେଜ୍&zwnj; ଦେଖିବାକୁ ମିଳିଥିଲା। ଯାହାର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇଚାଲିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos