‘ହକି ବିଶ୍ୱକପ୍‌ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ’

ଭୁବନେଶ୍ୱର: ୨୦୧୮ ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯିବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ଉନ୍ନୟନ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆସନ୍ତାବର୍ଷ ନଭେମ୍ବର ଓ ଡିସେମ୍ବରରେ ହକି ବିଶ୍ୱକପ୍‌ ଖେଳାଯିବ। ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ। ପାଢୀ କହିଛନ୍ତି,“ହକି ବିଶ୍ୱକପ୍‌ର ସଫଳ ଆୟୋଜନ ନେଇ ଆଜିର […]

kalinga-stadiun

kalinga-stadiun

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 11:14 PM IST

ଭୁବନେଶ୍ୱର: ୨୦୧୮ ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯିବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ଉନ୍ନୟନ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ଆସନ୍ତାବର୍ଷ ନଭେମ୍ବର ଓ ଡିସେମ୍ବରରେ ହକି ବିଶ୍ୱକପ୍‌ ଖେଳାଯିବ। ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ।

ପାଢୀ କହିଛନ୍ତି,“ହକି ବିଶ୍ୱକପ୍‌ର ସଫଳ ଆୟୋଜନ ନେଇ ଆଜିର ବୈଠକ ବସିଥିଲା। ହକି ଇଣ୍ଡିଆ ଲିଗ୍‌ ପକ୍ଷରୁ ବିଧିବଦ୍ଧ ଭାବେ ତାଲିକା ପ୍ରକାଶ କରାଯିବ। ଏହି ମେଗା ଇଭେଣ୍ଟର ସଫଳତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ।”

ଶୀଘ୍ର କଳିଙ୍ଗ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story