୧୫ ବର୍ଷ ପରେ ପ୍ରଥମ ଥର ପାଇଁ ହପ୍‌ମାନ୍‌ କପ୍‌ ଖେଳିବେ ଫେଡରର

ଲଣ୍ଡନ: ୧୭ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ୍‌ ହୋଇଥିବା ରୋଜର ଫେଡରର ୧୫ ବର୍ଷ ପରେ ହପ୍‌ମାନ କପ୍‌ରେ ଭାଗ ନେବେ। ସେ ସ୍ୱିଜରଲାଣ୍ଡ ପକ୍ଷରୁ ପର୍ଥରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୋଲିଗୁରୁବାର ସୂଚନା ଦେଇଛନ୍ତି। ୨୦୦୧ରେ ଏହି ଟୁର୍ଣ୍ଣାମେଣ୍ଟରେ ସେ ଶେଷ ଥର ପାଇଁ ଭାଗ ନେଇଥିଲେ। ଚଳିତ ସିଜିନ୍‌ରେ ସେ ଅଷ୍ଟ୍ରେଲିଆନ୍‌ ଓପନରେ ବିଶ୍ୱମାନ୍ୟତାର ୧୬ ତମ ସ୍ଥାନରେ ଥିବା ବିଲିଣ୍ଡା ବେନ୍‌ସିକ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଥିଲେ। ସେ କହିଛନ୍ତି,“ଏହି […]

federer-brisbane-

federer-brisbane-

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 06:26 PM IST

Sports

Latest News

ଲଣ୍ଡନ: ୧୭ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ୍‌ ହୋଇଥିବା ରୋଜର ଫେଡରର ୧୫ ବର୍ଷ ପରେ ହପ୍‌ମାନ କପ୍‌ରେ ଭାଗ ନେବେ। ସେ ସ୍ୱିଜରଲାଣ୍ଡ ପକ୍ଷରୁ ପର୍ଥରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୋଲିଗୁରୁବାର ସୂଚନା ଦେଇଛନ୍ତି। ୨୦୦୧ରେ ଏହି ଟୁର୍ଣ୍ଣାମେଣ୍ଟରେ ସେ ଶେଷ ଥର ପାଇଁ ଭାଗ ନେଇଥିଲେ। ଚଳିତ ସିଜିନ୍‌ରେ ସେ ଅଷ୍ଟ୍ରେଲିଆନ୍‌ ଓପନରେ ବିଶ୍ୱମାନ୍ୟତାର ୧୬ ତମ ସ୍ଥାନରେ ଥିବା ବିଲିଣ୍ଡା ବେନ୍‌ସିକ୍‌ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଥିଲେ।

ସେ କହିଛନ୍ତି,“ଏହି ସିଜିନ୍‌ ପାଇଁ ହପ୍‌ମାନ୍‌ କପ୍‌ ଟୁର୍ଣ୍ଣାମେଣ୍ଟ ମୋ ପାଇଁ ବେଶ ଭଲ। ପର୍ଥ ପରି ଏକ କୋର୍ଟ ମୋ ପାଇଁ ବେଶ୍‌ ଲାଭପ୍ରଦ।”

୨୦୦୧ରେ ତାଙ୍କ ସ୍ୱିସ୍‌ ଯୋଡି ମାର୍ଟିନା ହିଙ୍ଗିସ୍‌ଙ୍କ ସହ ମିଶି ହପ୍‌ମାନ୍‌ କପ୍‌ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story