'କର ବା ମର' ମ୍ୟାଚରେ ଟସ୍ ଜିତିଲା ସନରାଇଜର୍ସ

ଆବୁ ଧାବି: ଚଳିତ ଆଇପିଏଲର ଏଲିମିନେଟରରେ ମୁହାଁମୁହିଁ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ସାମିଲ୍‌ କରାଯାଇଚି। ସେହିପରି ଆରସିବି ଦଳରେ ଏକାଧିକ […]

ipl

ipl

Ranjit Kumar Jena
  • Published: Friday, 06 November 2020
  • Updated: 06 November 2020, 07:24 PM IST

Sports

Latest News

ଆବୁ ଧାବି: ଚଳିତ ଆଇପିଏଲର ଏଲିମିନେଟରରେ ମୁହାଁମୁହିଁ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚରେ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ସାମିଲ୍‌ କରାଯାଇଚି। ସେହିପରି ଆରସିବି ଦଳରେ ଏକାଧିକ ପରିବର୍ତ୍ତନ କରାଯାଇଛି।

ଆହତ କାରଣରୁ କ୍ରିସ୍ ମୋରିସ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଆଡାମ ଜାମ୍ପାଙ୍କୁ ନିଆଯାଇଛି। ସେହିପରି ଜୋଶ୍ ଫିଲିପ, ଶାହାବାଜ ନଦୀମ ଓ ଇସୁରୁ ଉଦାନା ଟିମରୁ ଆଉଟ୍ ହୋଇଥିବା ବେଳେ ସେମାନଙ୍କ ସ୍ଥାନରେ ଆରୋନ୍ ଫିଞ୍ଚ୍, ନଭଦୀପ ସାଇନି ଓ ମୋଇନ୍ ଅଲୀ ସାମିଲ୍‌ ହୋଇଛନ୍ତି।

ସୂଚନାଯୋଗ୍ୟ, ଏହି ମ୍ୟାଚର ବିଜେତା ଟିମ୍ କ୍ୱାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ଟିମ୍ ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story