ହାଇଦ୍ରାବାଦ ଓ କୋଲକାତା ପାଇଁ କର ବା ମର ସ୍ଥିତି: ହାରିଲେ ପ୍ରତିଯୋଗିତାରୁ ବିଦା

ବାଙ୍ଗାଲୋର: ଦୀର୍ଘଦିନ ଧରି ଚାଲିଥିବା ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୁନେ ସୁପରଜିଆଣ୍ଟ ମୁମ୍ବାଇକୁ ହରାଇ ପ୍ରଥମ ଟିମ୍‌ ଭାବେ ଫାଇନାଲକୁ ପ୍ରବେଶ କରିସାରିଥିବା ବେଳେ ଅନ୍ୟ କେଉଁ ଟିମ୍‌ ଫାଇନାଲରେ ପ୍ରବେଶ କରୁଛି ଏହାକୁ ନେଇ ଏବେ ଚର୍ଚ୍ଚା। କାରଣ ଏଲିମନେଟର୍ ମ୍ୟାଚ୍‌ରେ ଗତଥର ଚାମ୍ପିୟନ୍‌ ଟିମ୍‌ ହାଇଦ୍ରାବାଦକୁ ଆଜି ଭେଟିବାକୁ ଯାଉଛି ଶକ୍ତିଶାଳୀ କୋଲକାତା। ବାଙ୍ଗାଲୋରର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବା। ଯାହା ଉଭୟ ଟିମ୍‌ ପାଇଁ କର ବା […]

gambhir_warner_1495013597_749x421

gambhir_warner_1495013597_749x421

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 04:38 PM IST

Sports

Latest News

ବାଙ୍ଗାଲୋର: ଦୀର୍ଘଦିନ ଧରି ଚାଲିଥିବା ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୁନେ ସୁପରଜିଆଣ୍ଟ ମୁମ୍ବାଇକୁ ହରାଇ ପ୍ରଥମ ଟିମ୍‌ ଭାବେ ଫାଇନାଲକୁ ପ୍ରବେଶ କରିସାରିଥିବା ବେଳେ ଅନ୍ୟ କେଉଁ ଟିମ୍‌ ଫାଇନାଲରେ ପ୍ରବେଶ କରୁଛି ଏହାକୁ ନେଇ ଏବେ ଚର୍ଚ୍ଚା। କାରଣ ଏଲିମନେଟର୍ ମ୍ୟାଚ୍‌ରେ ଗତଥର ଚାମ୍ପିୟନ୍‌ ଟିମ୍‌ ହାଇଦ୍ରାବାଦକୁ ଆଜି ଭେଟିବାକୁ ଯାଉଛି ଶକ୍ତିଶାଳୀ କୋଲକାତା। ବାଙ୍ଗାଲୋରର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବା। ଯାହା ଉଭୟ ଟିମ୍‌ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ହାରିବା ଟିମ୍‌ ସିଧା ପ୍ରତିଯୋଗିତାରୁ ବାହାର ହୋଇଯିବ। ଆଉ ଜିତିଥିବା ଟିମ୍‌ ମୁମ୍ବାଇ ବିପକ୍ଷରେ ଆଉ ଏକ ମ୍ୟାଚ୍‌ ଖେଳିବ। ଯେଉଁଥିରେ ବିଜୟୀ ଦଳ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିବ। ତେଣୁ ଆଜିର ମ୍ୟାଚ୍‌ ଜିତି ଫାଇନାଲ ପାଇଁ ରାସ୍ତା ତିଆରି କରିବାକୁ ଉଭୟ ଟିମ୍ ଚେଷ୍ଟା କରିବେ। ଉଭୟ ଟିମ୍‌ରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏକାକି ମ୍ୟାଚ୍‌ ଜିତେଇବା ଭଳି କ୍ଷମତା ରଖିଛନ୍ତି।

News Picture Courtesy – aajtak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story