ଏବେ ବଦଳ ଖେଳାଳି କରିପାରିବେ ବୋଲିଂ ଓ ବ୍ୟାଟିଂ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କ୍ରିକେଟର ସବୁ ଫର୍ମାଟରେ ପୁରୁଷ ଓ ମହିଳା ଟିମ୍ ମ୍ୟାଚ୍ ବେଳେ ‘କନକସ୍‌ଡ ପ୍ଲେୟର୍’ (ମୁଣ୍ଡରେ ଆଘାତ ପାଇଥିବା ଖେଳାଳି)କୁ ରିପ୍ଲେସ୍ କରିବା ପାଇଁ ଅନୁମତି ମିଳିବ। ଏହି ନିୟମକୁ ଆଇସିସି ଗଭର୍ଣ୍ଣିଂ ବଡ଼ି ତା’ର ପ୍ଲେଇଙ୍ଗ୍ କଣ୍ଡିସନରେ ସାମିଲ୍ କରିନେଇଛି। ଏହି ନିୟମ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବାକୁଥିବା ଆଶେସ୍ ସିରିଜରୁ ଲାଗୁ କରାଯିବ। କନକସନ୍ ଉପରେ ନିଷ୍ପତ୍ତି ଟିମର ମେଡିକାଲ୍ […]

icc

icc

Ranjit Kumar Jena
  • Published: Friday, 19 July 2019
  • Updated: 19 July 2019, 04:22 PM IST

Sports

Latest News

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କ୍ରିକେଟର ସବୁ ଫର୍ମାଟରେ ପୁରୁଷ ଓ ମହିଳା ଟିମ୍ ମ୍ୟାଚ୍ ବେଳେ 'କନକସ୍‌ଡ ପ୍ଲେୟର୍' (ମୁଣ୍ଡରେ ଆଘାତ ପାଇଥିବା ଖେଳାଳି)କୁ ରିପ୍ଲେସ୍ କରିବା ପାଇଁ ଅନୁମତି ମିଳିବ। ଏହି ନିୟମକୁ ଆଇସିସି ଗଭର୍ଣ୍ଣିଂ ବଡ଼ି ତା'ର ପ୍ଲେଇଙ୍ଗ୍ କଣ୍ଡିସନରେ ସାମିଲ୍ କରିନେଇଛି।

ଏହି ନିୟମ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବାକୁଥିବା ଆଶେସ୍ ସିରିଜରୁ ଲାଗୁ କରାଯିବ। କନକସନ୍ ଉପରେ ନିଷ୍ପତ୍ତି ଟିମର ମେଡିକାଲ୍ ପ୍ରତିନିଧି ଦ୍ୱାରା ନିଆଯିବ। ତେବେ ଆଘାତ ଖେଳାଳିଙ୍କ ସ୍ଥାନରେ ଯେଉଁ ଖେଳାଳି ବ୍ୟାଟିଂ ଓ ବୋଲିଂ କରିବାକୁ ଆସିବେ, ତାଙ୍କୁ ମ୍ୟାଚ୍ ରେଫରୀଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯିବ।

ଲଣ୍ଡନରେ ଆୟୋଜିତ ଆଇସିସିର ବାର୍ଷିକ ସମ୍ମିଳନୀରେ କୁହାଯାଇଛି ଯେ, "ଘରୋଇ କ୍ରିକେଟରେ ପ୍ରାୟ ୨ ବର୍ଷର ଟ୍ରାଏଲ୍ ପରେ ଆଇସିସି ପୁରୁଷ ଓ ମହିଳାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ପୂରା ଦୁନିଆରେ ଖେଳାଯାଉଥିବା ଫାଷ୍ଟକ୍ଲାସ୍ କ୍ରିକେଟରେ କନକସ୍‌ଡ ପ୍ଲେୟରର ରିପ୍ଲେସମେଣ୍ଟକୁ ମଞ୍ଜୁରି ପ୍ରଦାନ କରିଛି।"

ଅଷ୍ଟ୍ରେଲୀୟ କ୍ରିକେଟର୍ ଫିଲ୍ ହ୍ୟୁଜଙ୍କ ଦୁଃଖଦାୟକ ମୃତ୍ୟୁ ପରେ ଆଇସିସି ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି କିଛି ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା କରିଥିଲା। ଆଇସିସି ୨୦୧୭ରେ ଘରୋଇ କ୍ରିକେଟରେ ପରୀକ୍ଷଣ ସ୍ୱରୂପ ମୁଣ୍ଡରେ ଲାଗିଥିବା ଆଘାତ ଯୋଗୁ ଅଚେତ୍ ହୋଇଥିବା କନକସନ୍ ବଦଳ ଖେଳାଳିର ଶୁଭାରମ୍ଭ କରିଥିଲା।

କ୍ରିକେଟ୍ ଅଷ୍ଟ୍ରେଲିଆ ୨୦୧୬-୧୭ ସିଜନରେ ପୁରୁଷ ଓ ମହିଳା ଦିନିକିଆ କପ୍ ଏବଂ ବିବିଏଲ୍ ତଥା ମହିଳା ବିବିଏଲରେ ଏଭଳି ବଦଳ ଖେଳାଳି ଖେଳାଇବାର ବ୍ୟବସ୍ଥା କରିଥିଲା, କିନ୍ତୁ ଶେଫିଲ୍ଡ ଶିଲ୍ଡରେ ଏହାକୁ ଲାଗୁ କରିବା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ୨୦୧୭ ମେ' ମାସରେ ଆଇସିସିର ମଞ୍ଜୁରୀକୁ ଅପେକ୍ଷା କରିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story