ମହିଳା ଟି-୨୦ ବିଶ୍ୱକପରେ ନୂଆ ଟେକନିକ୍ ବ୍ୟବହାର କରିବ ଆଇସିସି

ଦୁବାଇ: ଚଳିତମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରେ ଆଇସିସି ନୂଆ ଟେକନିକର ବ୍ୟବହାର କରିବାକୁ ଘୋଷଣା କରିଛି। ଏବେ ଫ୍ରଣ୍ଟଫୁଟ୍ ନୋ’ ବଲ୍ ପାଇଁ ଟେକନିକର ବ୍ୟବହାର କରାଯିବ। ନିକଟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ସିରିଜରେ ସଫଳ ପ୍ରୟୋଗ ପରେ ଏବେ ଏହାର ବ୍ୟବହାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ତୃତୀୟ ଅମ୍ପାୟର୍ ପ୍ରତି ବଲ୍ ପରେ ଫ୍ରଣ୍ଟଫୁଟ୍ ଲ୍ୟାଣ୍ଡିଙ୍ଗ୍ ପୋଜିସନ୍ ଉପରେ ନଜର ରଖିବେ। […]

no-ball

no-ball

Ranjit Kumar Jena
  • Published: Tuesday, 11 February 2020
  • Updated: 11 February 2020, 08:47 PM IST

Sports

Latest News

ଦୁବାଇ: ଚଳିତମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରେ ଆଇସିସି ନୂଆ ଟେକନିକର ବ୍ୟବହାର କରିବାକୁ ଘୋଷଣା କରିଛି। ଏବେ ଫ୍ରଣ୍ଟଫୁଟ୍ ନୋ' ବଲ୍ ପାଇଁ ଟେକନିକର ବ୍ୟବହାର କରାଯିବ। ନିକଟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ସିରିଜରେ ସଫଳ ପ୍ରୟୋଗ ପରେ ଏବେ ଏହାର ବ୍ୟବହାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ତୃତୀୟ ଅମ୍ପାୟର୍ ପ୍ରତି ବଲ୍ ପରେ ଫ୍ରଣ୍ଟଫୁଟ୍ ଲ୍ୟାଣ୍ଡିଙ୍ଗ୍ ପୋଜିସନ୍ ଉପରେ ନଜର ରଖିବେ। ଯଦି ଏହା ନୋ' ବଲ୍ ହୋଇଥିବ, ତାହେଲେ ତୃତୀୟ ଅମ୍ପାୟର୍ ଫିଲ୍ଡ ଅମ୍ପାୟରଙ୍କୁ ସୂଚନା ଦେବେ। ଫିଲ୍ଡ ଅମ୍ପାୟାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଫ୍ରଣ୍ଟଫୁଟ୍ ନୋ' ଉପରେ ସେ କୌଣସି ନିଷ୍ପତ୍ତି ନେବେ ନାହିଁ। ତେବେ ବାକି ନୋ' ବଲ୍ ଉପରେ ସେ ନିଷ୍ପତ୍ତି ନେବେ।

ନିକଟରେ ୧୨ଟି ମ୍ୟାଚରେ ଏହି ଟେକନିକର ଟ୍ରାୟଲ୍ କରାଯାଇଥିଲା, ଯେଉଁଥିରେ ୪୭୧୭ ବଲ୍ ପକାଯାଇଛି ଏବଂ ଏଥିରେ ୧୩ ନୋ' ବଲ୍ ଥିଲା। ଆଇସିସିର ଜେନେରାଲ୍ ମ୍ୟାନେଜର୍ ଜେଫ୍ ଆଲାର୍ଡାଇସ୍ କହିଛନ୍ତି, ଫିଲ୍ଡ ଅମ୍ପାୟାରଙ୍କ ପକ୍ଷେ ନୋ'ବଲକୁ ସଠିକ୍ ଭାବେ ଦେଖିବା କଷ୍ଟକର। ତେଣୁ ଆମେ ଏହି ନୂଆ ଟେକନିକ୍ ଆଣିବାକୁ ନିଷ୍ପତ୍ତି ନେଇଛୁ। କ୍ରିକେଟରେ ମଧ୍ୟ ମ୍ୟାଚ୍ ଅଫିସିଆଲ୍ସଙ୍କ ସହାୟତା ପାଇଁ ନୂଆ ଟେକନିକର ବ୍ୟବହାର କରିବାର ଭଲ ପରମ୍ପରା ରହିଆସିଛି।

୨୦୧୬ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ଏହି ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା। ଏହା ପରଠାରୁ ଏହି ଟେକନିକରେ ନିୟମିତ ସୁଧାର ଆସିଛି। ମୋର ବିଶ୍ୱାସ ଯେ ଏହି ନୂଆ ଟେକନିକର ବ୍ୟବହାର ଦ୍ୱାରା ଆଇସିସି ଟି-୨୦ ବିଶ୍ୱକପରେ ଫ୍ରଣ୍ଟଫୁଟ୍ ନୋ' ବଲରେ ଭୁଲ୍ ନିଶ୍ଚିତ ଭାବେ କମିବ। ସୂଚନାଯୋଗ୍ୟ, ଚଳିତ ମାସ ୨୧ରୁ ୮ ତାରିଖ ପର୍ଯ୍ୟନ୍ତ ମହିଳା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story