ଏଫଆଇଏଚ୍ ପ୍ରୋ ଲିଗ୍‌: ବେଲଜିୟମକୁ ଦାବିଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ପୁଣି କମାଲ୍ କରିଛି ଭାରତ। ଚଳିତ ଏଫଆଇଏଚ୍ ପ୍ରୋ ଲିଗରେ ଭାରତ ତା’ର ତୃତୀୟ ମୁକାବିଲାରେ ବିଶ୍ୱ ଚାମ୍ପିୟନ୍ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରି ଆକର୍ଷଣୀୟ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ମନଦୀପ ସିଂହ (ଦ୍ୱିତୀୟ) ଓ ରମନଦୀପ ସିଂହ (୪୬ତମ) ଗୋଲ୍ ସ୍କୋର କରିଥିବା ବେଳେ ବେଲଜିୟମ ପକ୍ଷରୁ ଗୌଥିୟର୍ ବୋକାର୍ଡ (୩୩ତମ) ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ଗୋଲକିପର […]

hockey

hockey

Ranjit Kumar Jena
  • Published: Saturday, 08 February 2020
  • Updated: 08 February 2020, 06:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ପୁଣି କମାଲ୍ କରିଛି ଭାରତ। ଚଳିତ ଏଫଆଇଏଚ୍ ପ୍ରୋ ଲିଗରେ ଭାରତ ତା'ର ତୃତୀୟ ମୁକାବିଲାରେ ବିଶ୍ୱ ଚାମ୍ପିୟନ୍ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରି ଆକର୍ଷଣୀୟ ବିଜୟ ହାସଲ କରିଛି।

ଭାରତ ପକ୍ଷରୁ ମନଦୀପ ସିଂହ (ଦ୍ୱିତୀୟ) ଓ ରମନଦୀପ ସିଂହ (୪୬ତମ) ଗୋଲ୍ ସ୍କୋର କରିଥିବା ବେଳେ ବେଲଜିୟମ ପକ୍ଷରୁ ଗୌଥିୟର୍ ବୋକାର୍ଡ (୩୩ତମ) ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ଗୋଲକିପର କ୍ରିଷନ ପାଠକ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଆଜି ମ୍ୟାଚ୍ ଆରମ୍ଭରୁ ଭାରତ ଦବଦବା କାଏମ ରଖିଥିଲା। ଦ୍ୱିତୀୟ ମିନିଟରେ ମନଦୀପ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲା। ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ଏହି ଅଗ୍ରଣୀ ବଜାୟ ରଖିଥିଲା। ତୃତୀୟ କ୍ୱାର୍ଟରର ତିନି ମିନିଟରେ ବୋକାର୍ଡ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମୁକାବିଲାକୁ ୧-୧ରେ ବରାବର କରିଥିଲେ।

ନିର୍ଣ୍ଣାୟକ ତଥା ଚତୁର୍ଥ କ୍ୱାର୍ଟରରେ ଭାରତ ଆକ୍ରମଣ କରିଥିଲା। ୪୬ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ରମନଦୀପ ଗୋଲରେ ପରିଣତ କରି ଭାରତକୁ ୨-୧ ଗୋଲରେ ବିଜୟୀ କରାଇଥିଲେ। ମ୍ୟାଚର ଶେଷ ମିନିଟର ଦୁଇ ସେକେଣ୍ଡ ପୂର୍ବରୁ ବେଲଜିୟମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ସେମାନେ ଏହାକୁ ଗୋଲରେ ପରିଣତ କରିପାରିନଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story