ବ୍ୟାଟ୍ସମ୍ୟାନ୍ ଭଲ ଖେଳିଲେ, ଏବେ ବୋଲରଙ୍କ ପାଳି

ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମାଙ୍ଗାନୁଇରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୨୪ ରନ୍ କରିଛି। ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରୋହିତ ଶର୍ମା ୮୭ ରନ୍‌ (୯୬ ବଲ୍, ୯ ଚୌକା, ୩ ଛକା) କରିଥିବା ବେଳେ ଶିଖର ଧୱନ ୬୬ (୬୭ […]

dhoni

dhoni

Jitendra Garnayak
  • Published: Saturday, 26 January 2019
  • Updated: 26 January 2019, 11:42 AM IST

Sports

Latest News

ମାଉଣ୍ଟ ମାଙ୍ଗାନୁଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ମାଉଣ୍ଟ ମାଙ୍ଗାନୁଇରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୨୪ ରନ୍ କରିଛି। ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୨୫ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ରୋହିତ ଶର୍ମା ୮୭ ରନ୍‌ (୯୬ ବଲ୍, ୯ ଚୌକା, ୩ ଛକା) କରିଥିବା ବେଳେ ଶିଖର ଧୱନ ୬୬ (୬୭ ବଲ୍‌, ୯ ଚୌକା) କରିଥିଲେ।
ଲୋକି ଫର୍ଗୁସନ୍‌ଙ୍କ ବଲ୍‌ରେ କୋଲିନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରୋହିତ। ଅନ୍ୟପକ୍ଷରେ ଟ୍ରେଣ୍ଟ୍ ବୋଲ୍ଟଙ୍କ ବଲ୍‌ରେ ଟୋମ୍ ଲାଥମଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଧୱନ।

ବିରାଟ କୋହଲି ଆଜି ୪୫ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୪୩ ରନ୍ କରି ଆଉଟ୍ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ସେ ସୋଧିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି ୪୮ ରନ୍ କରି ଅପରାଜିତ ରହିଥିବା ବେଳେ ଅମ୍ବାତି ରାୟୁଡୁ ୪୭ ରନ୍ କରିଥିଲେ। କେଦାର ଯାଦବ ୨୨ ରନ୍ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ୍‌ ଓ ଟ୍ରେଣ୍ଟ୍ ବୋଲ୍ଟ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story