ଟିମ୍ ଇଣ୍ଡିଆ ପାଖରେ ଇତିହାସ ରଚିବାର ସୁଯୋଗ

ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ବୁଧବାର ହାମିଲଟନର ସେଡନ୍ ପାର୍କରେ ଖେଳାଯିବ। ଏହି ମୁକାବିଲା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତ ଯଦି ଏହି ମୁକାବିଲା ଜିତେ, ତାହେଲେ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଇତିହାସ ରଚିବ। ଏହି ବିଜୟ ସହ ଭାରତ ପ୍ରଥମଥର ଲାଗି ନ୍ୟୁଜିଲ୍ୟାଣ୍ଡ୍ ମାଟିରେ କିୱି ବିପକ୍ଷରେ ଦ୍ୱିପାକ୍ଷିକ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ କବଜା କରିବ। ଅନ୍ୟପକ୍ଷରେ ସିରିଜରେ ରହିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡକୁ […]

team-india

team-india

Ranjit Kumar Jena
  • Published: Tuesday, 28 January 2020
  • Updated: 28 January 2020, 05:05 PM IST

Sports

Latest News

ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ବୁଧବାର ହାମିଲଟନର ସେଡନ୍ ପାର୍କରେ ଖେଳାଯିବ। ଏହି ମୁକାବିଲା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତ ଯଦି ଏହି ମୁକାବିଲା ଜିତେ, ତାହେଲେ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଇତିହାସ ରଚିବ। ଏହି ବିଜୟ ସହ ଭାରତ ପ୍ରଥମଥର ଲାଗି ନ୍ୟୁଜିଲ୍ୟାଣ୍ଡ୍ ମାଟିରେ କିୱି ବିପକ୍ଷରେ ଦ୍ୱିପାକ୍ଷିକ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ କବଜା କରିବ। ଅନ୍ୟପକ୍ଷରେ ସିରିଜରେ ରହିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡକୁ କୌଣସି ପରିସ୍ଥିତିରେ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ।

ଭାରତ ଏପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ୍ ମାଟିରେ ଗୋଟିଏ ବି ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଜିତିନାହିଁ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚଳିତ ଟି-୨୦ ସିରିଜରେ ମାତ୍ର ଦୁଇଟି ମ୍ୟାଚ୍ ଖେଳାଯାଇଛି। ଏହି ଦୁଇଟି ଯାକ ମୁକାବିଲାରେ ଘରୋଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିବ। ୨୦୦୮-୦୯ରେ ଖେଳାଯାଇଥିବା ସିରିଜରେ ଭାରତ ୦-୨ରେ ପରାସ୍ତ ହୋଇଥିଲା। ଏହା ପରେ ୨୦୧୮-୧୯ରେ ଭାରତ ଏଠାରେ ଖେଳିଥିବା ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ରେ ହାରିଯାଇଥିଲା।

ଚଳିତ ସିରିଜର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇଥିଲା ଏହା ପରେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଭାରତ ୭ ୱିକେଟରେ ବିଜୟ ଲାଭ କରି ସିରିଜରେ ୨-୦ରେ ଆଗୁଆ ହୋଇଛି। ବିଶ୍ୱକପ୍ ପରଠାରୁ ଭାରତ ଏପର୍ଯ୍ୟନ୍ତ ୫ଟି ଟି-୨୦ ସିରିଜ୍ ଖେଳିଛି ଏବଂ ସବୁଥିରେ ଦମଦାର ପ୍ରଦର୍ଶନ କରିଛି। ଏହା ମଧ୍ୟରେ ଭାରତ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜିତିପାରି ନାହିଁ। ଏହି ସିରିଜ୍ ୧-୧ରେ ବରାବର ରହିଥିଲା। ଟି-୨୦ କ୍ରିକେଟରେ ଭଲ ଫର୍ମରେ ରହିବା ସତ୍ତ୍ୱେ ଭାରତର ସ୍ଥିତିରେ କୌଣସି ଖାସ୍ ପରିବର୍ତ୍ତନ ହୋଇନାହିଁ।

ଭାରତ ଏବେ ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ରହିଛି ଏବଂ ଚତୁର୍ଥ ସ୍ଥାନରେ ପହଞ୍ଚିବାକୁ ହେଲେ ଭାରତକୁ ୫-୦ରେ ସିରିଜ୍ ଜିତିବାକୁ ପଡିବ। ନ୍ୟୁଜିଲ୍ୟାଣ୍ଡ୍ ଏବେ ଷଷ୍ଠ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ଶୀର୍ଷ ଚାରୋଟି ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର୍ ଚଳିତବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଉପରେ ରହିଛି। ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ବିଶ୍ୱକପ୍ ପୂର୍ବରୁ ସଠିକ୍ ସଂଯୋଜନ ପ୍ରସ୍ତୁତ କରିବା ନେଇ ଜୋର୍ ଲଗାଇ ଦେଇଛି।

ଚଳିତ ଗସ୍ତରେ ଲୋକେଶ ରାହୁଲ୍ ଓ ଶ୍ରେୟସ ଆୟରଙ୍କ ଜବରଦସ୍ତ ପ୍ରଦର୍ଶନ ଭାରତୀୟ ଦଳକୁ ଏକ ଶକ୍ତି ପ୍ରଦାନ କରିଛି। ଏହାକୁ ଦୃଷ୍ଟିରେ ରଖି ତୃତୀୟ ମ୍ୟାଚରେ ଭାରତୀୟ ଟିମରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମଙ୍ଗଳବାର ଅପ୍ସନାଲ୍ ପ୍ରାକ୍ଟିସ୍ ସେସନ୍ ରଖାଯାଇଥିଲା ଏବଂ କ୍ୟାପଟେନ୍ ବିରାଟ୍ କୋହଲି, ରାହୁଲ୍‌, ୟୁଜବେନ୍ଦ୍ର ଚହଲ୍‌, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଭାଗ ନେଇନଥିଲେ। ଯେଉଁ ଖେଳାଳିମାନଙ୍କୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ, ଟିମ୍ ମ୍ୟାନେଜମେଣ୍ଟ ସେମାନଙ୍କ ସହ କାମ କରିଛି। କୋଚ୍ ରବି ଶାସ୍ତ୍ରୀ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି।

ସେହିପରି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ସହ ବ୍ୟସ୍ତ ଥିୋଲ। ଏହି ଦୁଇ ଖେଳାଳିଙ୍କୁ ବୁଧବାର ସୁଯୋଗ ମିଳିବାର ସମ୍ଭାବନା କମ୍। ଅକଲ୍ୟାଣ୍ଡର ଗ୍ରାଉଣ୍ଡ ଛୋଟ ଥିବାରୁ କୁଲଦୀପ ଯାଦବଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ସୁଯୋଗ ମିଳିନଥିଲା। ଛୋଟ ମଇଦାନରେ ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଜରେ ଟାର୍ଗେଟ୍ କରିପାରିବେ। ଚହଲ୍ ପ୍ରଥମ ଦୁଇଟି ମୁକାବିଲାରେ ଭଲ ପ୍ରଦର୍ଶନ କରିଥିଲେ। ଏବେ ମ୍ୟାଚ୍ ବଡ଼ ମଇଦାନରେ ଖେଳାଯିବ ଏବଂ ଏଥିରେ କୁଲଦୀପଙ୍କର ପ୍ରତ୍ୟାବର୍ତ୍ତନ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। କିନ୍ତୁ କୁଲଦୀପ ଓ ଚହଲଙ୍କର ଏକାଠି ଖେଳିବାର ସମ୍ଭାବନା କମ୍।

ନ୍ୟୁଜିଲ୍ୟାଣ୍ଡ୍ ପାଇଁ କିଛି ବି ଠିକଠାକ୍ ରହିନାହିଁ। ପ୍ରଥମ ଦୁଇଟି ମ୍ୟାଚରେ ଫେଲ୍ ମାରିଥିବା ଅଲରାଉଣ୍ଡର କଲିନ୍ ଡି'ଗ୍ରାଣ୍ଡହୋମଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇପାରେ। ଶେଷ ଦୁଇଟି ଟି-୨୦ ପାଇଁ ବ୍ୟାଟ୍ସମ୍ୟାନ୍ ଟପ୍ ବ୍ରୁସଙ୍କୁ ସୁଯୋଗ ମିଳିପାରେ। ନ୍ୟୁଜିଲ୍ୟାଣ୍ଡ୍ ତା'ର ବୋଲିଂ ପ୍ରଦର୍ଶନକୁ ନେଇ ସେତେଟା ଚିନ୍ତିତ ନାହିଁ। କିନ୍ତୁ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ ପାଇଁ ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସବୁଠାରୁ ବଡ଼ ଚିନ୍ତା। ଉଭୟ ମ୍ୟାଚରେ ବୁମ୍ରାଙ୍କ ବୋଲିଂକୁ ସେମାନେ ବୁଝିବାରେ ବିଫଳ ହୋଇଛନ୍ତି। ଯଦି ଆମେ ରେକର୍ଡକୁ ନଜର ପକାଇବା, ତାହେଲେ ସେଡନ୍ ପାର୍କରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ଭଲ ରହିଛି। ଏଠାରେ ନ୍ୟୁଜିଲ୍ୟାଣ୍ଡ୍ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୭ଟିରେ ବିଜୟୀ ହୋଇଛି। ତେଣୁ ଏହି ରେକର୍ଡ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ରୋକିବାକୁ ପ୍ରୟାସ କରିବ।

ଭାରତ ଟି-୨୦ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ସଞ୍ଜୁ ସାମସନ୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର।

ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ସ୍କ୍ୱାଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍), ମାର୍ଟିନ୍ ଗପ୍ଟିଲ, ରସ୍ ଟେଲର୍, ସ୍କଟ୍ କୁଗଲେଇନ୍, କଲିନ୍ ମୁନରୋ, କଲିନ୍ ଡି ଗ୍ରାଣ୍ଡହୋମ୍, ଟମ୍ ବ୍ରୁସ୍, ଡାରିଲ୍ ମିଚେଲ୍, ମିଚେଲ୍ ସାଣ୍ଟନର୍, ଟିମ୍ ସେଫର୍ଟ (ୱିକେଟକିପର), ହାମିଶ୍ ବେନେଟ୍ଟ, ଇଶ୍ ସୋଢୀ, ଟିମ୍ ସାଉଦୀ, ବ୍ଲେୟାର୍ ଟିକନର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story